Odia News Portal
Browsing Tag

swadhikar

ସ୍ଥିର ରହିଛି ଦିଲ୍ଲୀପ କୁମାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା

ମୁମ୍ବାଇ: ବର୍ଷିଆନ ଅଭିନେତା ଦିଲ୍ଲୀପ କୁମାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ସେ ଖୁବଶୀଘ୍ର ଡିସଚାର୍ଜ ହେବେ ବୋଲି ସୂଚନା ଦେଇଛନ୍ତି ତାଙ୍କ ପତ୍ନୀ ସାଏରାବାନୁ । ସେ ନିଜର ସୋସିଆଲ ମିଡିଆ ଆଇଡ ଟ୍ୱିଟରରେ ଏହା ପୋଷ୍ଟ କରିଛନ୍ତି । ଦୁଇରୁ ତିନିଦିନ ମଧ୍ୟରେ ଡିସଚାର୍ଜ ହେବେ ବୋଲି…

ଟିକାକରଣ ନେଇ ବାଉଳା କରୁଛି ବିଏମ୍‌ସିି

ବାଚାଳାମି ଦୋଷ ଭୁବନେଶ୍ୱର : ରାଜଧାନୀରେ ଟିକାକରଣ ନେଇ ଲୋକଙ୍କୁ ବାଉଳା କରୁଛି ବିଏମ୍‍ସି । କେତେବେଳେ କହୁଛି ସ୍ଲଟ ଖୋଲିବ ବୁକିଂ କର ତ ଆଉ କେତେବେଳେ କହୁଛି ବିନା ବୁକିଂରେ ଆସ । ଗୋଟିଏ ପଟେ ଟିକା ଅଭାବ କଥା କହୁଥିବାବେଳେ ଅନ୍ୟପଟେ ରାସ୍ତାଘାଟ ବୁଲି ଲୋକଙ୍କୁ ଟିକା ଫୋଡି ଫଟୋ…

୧୫ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟରେ କାଳ ବୈଶାଖୀ ଓ ବର୍ଷା ରହିଥିବା କାରଣରୁ ୧୫ଟି ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଦେଲା ପାଣିପାଗ ବିଭାଗ । ଏହି ୧୫ଟି ଜିଲ୍ଲା ହେଲା କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା, ବରଗଡ଼, ଝାରସୁଗୁଡା ଜିଲ୍ଲାରେ ବର୍ଷା ଆଶଙ୍କା କରାଯାଇଛି ।…

ନଦୀରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ

ଯାଜପୁର: ବ୍ରାହ୍ମଣୀ ନଦୀରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ । ଯାଜପୁର ଜିଲ୍ଲା କୁଣ୍ଡପାଟଣା-ସାମନ୍ତରାପୁରକୁ ସଂଯୋଗ କରୁଥିବା ବ୍ରିଜ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣକ ହେଲେ ମିନତୀ ମୁଣ୍ଡା । ତାଙ୍କ ଘର କେନ୍ଦୁଝର ଜିଲ୍ଲାରେ ବୋଲି ଜଣାପଡିଛି । ପୋଲିସ ଖବର…

ପ୍ରକୃତିପ୍ରେମୀ ନବୀନ

ଭୁବନେଶ୍ୱର: ଗତକାଲିଥିଲା ବିଶ୍ୱ ପରିବେଶ ଦିବସ । ଏହି ଅବସରରେ ଗଛ ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ଏକ ଗଛ ଲଗାଇବାର ଫଟୋ ଟ୍ୱିଟରରେ ପୋଷ୍ଟ କରିଛନ୍ତି । …

ଦରଦୀବନ୍ଧୁ ଚିନ୍ମୟୀ

ଅନୁଗୁଳ: ସ୍ୱାର୍ଥପର ଦୁନିଆରେ ମଣିଷ ନିଜର ସୁବିଧା ଖୋଜିଥାଏ । ନିଜର ସ୍ୱାର୍ଥ ଲାଗି ଅନ୍ୟକୁ ବଳି ପକାଇବାକୁ ମଧ୍ୟ ପଛାଇନଥାଏ । କିନ୍ତୁ ଆଜି ବି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କି ଏହି ମହାମାରୀରେ ନିଜ ଜୀବନକୁ ବାଜିରେ ଲଗାଇ ଅନ୍ୟକୁ ସହଯୋଗର ହାତ ବଢ଼ାଉଛନ୍ତି । ଯେଉଁମାନଙ୍କ ମଧ୍ୟରେ…

ବିସ୍ଥାପିତଙ୍କୁ ମିଳିନି ମୌଳିକ ସୁବିଧା

ନୂଆପଡା: ଭିଟାମାଟି ଗଲା । ଜମିବାଡି ବି ଗଲା । ନିର୍ମାଣ ହେଲା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ । ହେଲେ ବିସ୍ଥାପତିଙ୍କୁ ମିଳିଲାନି ମୌଳିକ ସୁବିଧା । ୨୦୨୦ ମସିହାରେ ରାଜ୍ୟ ସରକାରଙ୍କ ଦ୍ୱାରା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇଥିଲା । ଠିକ୍ ଅହାର ୨୦ ବର୍ଷ ପରେ ଅର୍ଥାତ ୨୦୨୦…

ଖାଇଗଲେ ବିଧବାଙ୍କ ଭତା ଟଙ୍କା

ନୟାଗଡ: ସରପଂଚ ଖାଇଗଲେ ବିଧବାଙ୍କ ଭତା ଟଙ୍କା ! ଗରୀବ ବୋଲି ଠକି ଦେଲେ ଭୋଟ ନେଇଥିବା ନେତା ! ସରକାରୀ ଅଧିକାରୀଙ୍କ ମିଲିଭଗତରେ ଲୁଟ ହେଉଛି ମଳିମୁଣ୍ଡିଆଙ୍କ ଭତା ଓ ଚାଉଳ । ଏଭଳି । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଗାତେରି ଗ୍ରାମପଂଚାୟତରୁ । ହିତାଧିକାରୀଙ୍କ…

ଟିକାକୁ ନେଇ ବିଜେପି-ବିଜେଡି କଳି

ଭୁବନେଶ୍ୱର: ଟିକାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ କଳି ଦେଖାଦେଇଛି । ବିଜେଡି ସାଂସଦ ଅମର ପଟ୍ଟନାୟକ ଗତକାଲି ଗଣମାଧ୍ୟମକୁ ଏକ ପ୍ରତିକ୍ରିୟାରେ କହିଥିଲେ କି କୋଭାକ୍ସିନକୁ ଡବ୍ଲୁଏଚଓ ଅନୁମୋଦନ ନଦେବା କାରଣରୁ ଛାତ୍ରଛାତ୍ରୀମାନେ ବିଦେଶ ଯାତ୍ରା କରିବାରେ ବାଧା ଉପୁଜୁଛି । ତେବେ ଏଦିଗରେ…

ସଟଡାଉନରେ ମାତିଛନ୍ତି ଲୁଟେରା

ଭୁବନେଶ୍ୱର: ଲକଡାଉନ ଓ ସଟାଉନର ସୁଯୋଗ ନେଇ ମାତିଛନ୍ତି ଲୁଟେରା । ବାଲେଶ୍ୱରରୁ ବଲାଙ୍ଗୀର ସବୁଠି ହେଉଛି ଲୁଟ୍ । ପ୍ରତିଦିନ ଏଭଳି ଖବର ଘଟୁଥିବା ଦେଖିବାକୁ ମିଳିଛି । ତେବେ ଲକଡାଉନରେ ଲୁଟେରାମାନେ ଅଧିକ ସକ୍ରିୟ ହୋଇ ଉଠିଥିବା ଶୁଣାଯାଉଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଲୁଟେରାଙ୍କ…