Odia News Portal
Browsing Tag

swadhikar

ବିକ୍ରିହେବ ବିଜୟ ମାଲ୍ୟାଙ୍କ ସମ୍ପତି

ନୂଆଦିଲ୍ଲୀ: ବିକ୍ରିହେବ କିଙ୍ଗଫିସର ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସମ୍ପତି । ବିବିନ୍ନ ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଲୋନ ନେଇ ପରିଶୋଧ ନକରି ଫେରାର ହୋଇଯାଇଥିବା ବିଜୟ ମାଲ୍ୟାଙ୍କ ସମ୍ପତି ବିକ୍ରି କରାଯିବା ନେଇ କୋର୍ଟ ନିର୍ଦ୍ଦେଶ ଦେଇଛି । ମନି ଲଣ୍ଡରିଂ ଆକ୍ଟ…

ମହେଶ ମୁକେଶ ମୁହାଁମୁହିଁ

ପାଲଲହଡ଼ା: ବିଧାୟକ ଓ ସାଂସଦଙ୍କ ମଧ୍ୟରେ ହାତାହାତି ପରିସ୍ଥ୍‌ିତି ସୃଷ୍ଟି ହୋଇଛି । ପାଲଲହଡ଼ା ବିଧାୟକ ମୁକେଶ ପାଲ ଓ ଢ଼େଙ୍କାନାଳ ସାଂସଦ ମହେଶ ସାହୁଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳୁଛି । ପାଲଲହଡ଼ାରେ କୋଭିଡ ସେଣ୍ଟର ଉଦଘାଟନ ସମୟରେ ଏଭଳି ପରିସ୍ଥିତ ସୃଷ୍ଟି ହୋଇଛି ।…

ମହାମାରୀରେ ବିଏସଏନଏଲର ବଡ଼ ଅଫର

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଗ୍ରାହାକଙ୍କ ଲାଗି ବିଏସଏନଏଲ ଗ୍ରାହାକଙ୍କ ଲାଗି ଆଣିଛି ବଡ଼ ଅଫର । ୨ଟି ରିଚାର୍ଜ ପ୍ଲାନର ପରିବର୍ତ୍ତନ କରିଛି କମ୍ପାନୀ । ୪୯୯ ଓ ୧୯୮ ଟଙ୍କଆ ପ୍ଲାନରେ ପରିବର୍ତ୍ତନ କରିଛି କମ୍ପାନୀ । ପୂର୍ବରୁ ୪୯୯ ଟଙ୍କାରେ ଗ୍ରାହାକମାନେ ପ୍ରତିଦିନ ୧ ଜିବି ଡାଟା…

ଖୁବଶୀଘ୍ର ବିବାହ କରିପାରନ୍ତି କ୍ୟାଟ୍ରିନା

ମୁମ୍ବାଇ: ବଲିଉଡର ହଟ ଆଇଟମ ଗାର୍ଲ କ୍ୟାଟ୍ରିନା କୈଫ୍ ଖବୁଶୀଘ୍ର ବିବାହ କରିପାରନ୍ତି ବୋଲି ସୋସିଆଲ ମିଡିଆରେ ଆରମ୍ଭ ହୋଇଛି ଚର୍ଚ୍ଚା । କ୍ୟାଟ୍ରିନା ଉରି ଫେମ୍ ଭିକ୍କି କୌଶଲଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି । ଉଭୟ ଏକାଠି ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି । ତେବେ ସେମାନେ…

ପଢ଼ନ୍ତୁ ଶରୀରରେ ଅମ୍ଳଜାନ ସ୍ତର କମିଲେ କଣ ସବୁ ଲକ୍ଷଣ ଦେଖାଯାଏ ଏବଂ ଏହାର ସମାଧାନ

ଭୁବନେଶ୍ୱର: ଅମ୍ଳଜାନ ଅଭାବରୁ ଅନେକଙ୍କ ମୃତ୍ୟୁ ହୋଇଯାଉଛି । କରୋନାର ଦ୍ୱିତୀୟ ଲହରରେ ମଧ୍ୟ ଅମ୍ଳଜାନର ଅଭାବକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ତେବେ ଶରୀରରେ ଅମ୍ଳଜାନ ଅଭାବ ହେଲେ କିପରି ଜାଣିବେ । ଏନେଇ ଆଜି ଆମେ ଆପଣଙ୍କୁ ଜଣାଇବୁ କି ଶରୀରରେ ଅମ୍ଳଜାନ ସ୍ତର କମିଲେ କଣ କଣ ସବୁ ଲକ୍ଷଣ…

ଟ୍ରମ୍ପଙ୍କୁ ଦୁଇବର୍ଷ ବ୍ୟାନ କଲା ଫେସବୁକ୍‌

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପଙ୍କୁ ୨ ବର୍ଷ ଲାଗି ବାସନ୍ଦ କରିଛି ସୋସିଆଲ ମିଡିଆ ଫେସବୁକ୍ । ଶନିବାର ତାଙ୍କୁ ବ୍ୟାନ କରିଥିବା ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଟମ୍ପଙ୍କ ସମର୍ଥକମାନେ ଆମେରିକାରେ କରିଥିବା ବର୍ବର ଆକ୍ରମଣ ପାଇଁ ଟ୍ରମ୍ପଙ୍କ ବିରୁଦ୍ଧରେ…

ନିଜ ଝିଅକୁ ଦୁଷ୍କର୍ମ ଉଦ୍ୟମ କଲା ବାପା, ଝିଅର ଇଜ୍ଜତ ବଞ୍ଚାଇବାକୁ ଯାଇ ସ୍ୱାମୀକୁ ମାରିଲା ସ୍ତ୍ରୀ

ବାଲେଶ୍ୱର: ନିଶାରେ ହିହାହିତ ଜ୍ଞାନ ଭୁଲି ନିଜ ଜନ୍ମକଲା ଝିଅକୁ ଦୁଷ୍କର୍ମ ଉଦ୍ୟମ କଲା ପିଚାଚ ବାପା । ଝିଅର ଇଜ୍ଜତ ବଞ୍ଚାଇବାକୁ ଯାଇ ସ୍ତ୍ରୀମୀର ଜୀବନ ନେଲା ସ୍ତ୍ରୀ । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ତେଣ୍ଡା ଗାଁରୁ ଆସିଛି ଏଭଳି ଖବର । ମୃତକ ହେଲେ ବୁଟୁ ସିଂ । ହତ୍ୟାକରୀ ସ୍ତ୍ରୀ…

ନଜର ପକାନ୍ତୁ ଦେଶରେ ଆଜି କଣ ରହିଛି କରୋନାର ସ୍ଥିତି

ନୂଆଦିଲ୍ଲୀ: ଲକଡାଉନ ଓ ସଟଡାଉନ ମାଧ୍ୟମରେ ଭାଙ୍ଗୁଛି କରୋନା ଚେନ୍ । କମୁଛି ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା । ୨୪ ଘଣ୍ଟାରେ ୧,୨୦,୫୨୯ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୩,୩୮୦ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୨,୮୬,୯୪,୮୭୯ ଓ…

ଶୀତଳ ଷଷ୍ଠୀ ଉତ୍ସବକୁ ଅନୁମତି ଦେଲା ବିଏମସି

ଭୁବନେଶ୍ୱର: କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହେବ ମହାଦେବ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା । ବିନା ଭକ୍ତରେ ଅନୁଷ୍ଠିତ ହେବ ଏହି ଉତ୍ସବ । ଆଜି ଅନୁମତି ଦେଇଛି ବିଏମସି । ସର୍ବାଧିକ ୬ଜଣ ସେବାୟତ ସାମିଲ ହୋଇ ପାରିବେ । ଜୁନ ୧୫ ଓ ୧୬ ତାରିଖରେ ଏହି ଉତ୍ସବ ଅନୁଷ୍ଠିତ ହେବ । ତେବେ…

ଆରପାରିରେ ‘ଶଲାବୁଢ଼ା’

ଭୁବନେଶ୍ୱର: ପରପାରିରେ ଜାତୀୟ ପୁରସ୍କାର ପ୍ରାପ୍ତ ଓଡ଼ିଆ ଚଳଚିତ୍ର ‘ଶଲାବୁଢ଼ା’ର ମୁଖ୍ୟ ଅଭିନେତା ଅଟ୍ଟଳ ବିହାରୀ ପଣ୍ଡା । ୯୨ ବର୍ଷ ବୟସରଙ୍କ ତାଙ୍କର ପରଲୋକ ହୋଇଛି । ବିଳମ୍ବିତ ରାତି ୩ଟା ୪୫ରେ ତାଙ୍କର ପରଲୋକ ହୋଇଛି । ବୁର୍ଲା ଭୀମସାର ମେଡିକାଲରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ଖବର…