Odia News Portal
Browsing Tag

swadhikar

ସିସିଟିଭିରେ କଏଦ ହେଲା ଲାଇଭ୍ ଲୁଟ୍‌ର ଦୃଶ୍ୟ

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଲୁଟେରାଙ୍କ ରାଜୁତି । ଦିନ ଦ୍ୱିପ୍ରହରରେ ଲୁଟ୍ କରି ଫେରାର ହେଉଛନ୍ତି ଲୁଟେରା । ଛୁରାମାଡ଼ ପରେ ଲୁଟ୍ କରି ଫେରାର ହୋଇଥିବା ଲୁଟେରାର ଫୁଟେଜ କଭରେଜ ହୋଇଛି ସିସିଟିଭିରେ । ଏହି ସିସିଟିଭି ଫୁେ,ଟଜ ଆଧାରରେ ଅଭିଯୁକ୍ତକୁ ଗିରଫ କରିବାରେ…

ଚିନ୍‌କୁ ଫେରିଲା କରୋନା

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ଉତ୍ପତିସ୍ଥଳ ହେଉଛି ଚାଇନା । ତେବେ ଧିରେ ଧିରେ ଏହା ସାରା ବିଶ୍ୱକୁ କବଳିତ କରିବସିଥିଲା । ପରବର୍ତ୍ତୀ ସମୟରେ ଚିନରେ କରୋନା ସ୍ଥିତି ଆୟତ ହୋଇଥିଲା । ଚିନରେ ଲକ୍‌ଡାଉନ ଉଠିଥିବା ବେଳେ ବାହାର ଦେଶରେ ଲକଡାଉନ ଲାଗି ରହିଛି । ତେବେ ପୁଣିଥରେ ଚାଇନାକୁ ଫେରିଛି…

ଅନାଥ ପରିବାରର ସାହା ନବୀନ, କରୋନା ପ୍ରଭାବିତଙ୍କୁ ମିଳିବ ଏହି ସୁବିଧା

ଭୁବନେଶ୍ୱର (ସ୍ୱାଧିକାର ବ୍ୟୁରୋ ) ନିଷ୍ପତି ନେବାରେ ଧୁରନ୍ଧର ନବୀନ । କରୋନା ପ୍ରଭାବିତ ପରିବାରଙ୍କ ପାଇଁ ଚିନ୍ତିତ ମୁଖ୍ୟମନ୍ତ୍ରୀ । କରୋନା ସମୀକ୍ଷା ବୈଠକରେ କଠୋର ନିଷ୍ପତି ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ… କରୋନା ଲଢ଼େଇ ଲଢ଼ୁଛି ଓଡିଶା । ଆଉ ଏହି ଅଦୃଶ୍ୟ ଯୁଦ୍ଧରେ ସହୀଦ…

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ଉଦଳା: ଶୌଚ ପାଇଁ ଯାଉଥିବା ବେଳେ ହଠାତ୍ ମାଡି ବସିଲା ଭାଲୁ । ଭାଲୁ କାମୁଡାରେ ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ । ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳ ଅଧିନ ଜୁଆଳିଆ ଗ୍ରାମରେ ଘଟିଛି ଏଭଳି ଘଟଣା । ଜୁଆଳିଆ ଗ୍ରାମର ଉପେନ୍ଦ୍ର ଖଡିକା ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି । ସେ ସକାଳ ସମୟରେ…

ଭିଜିଲାନ୍ସ ପଞ୍ଝାରେ ଟିଡିସିସି ଜିଲ୍ଲା ପରିଚାଳକ

ସୁନ୍ଦରଗଡ଼: ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ସୁନ୍ଦରଗଡ଼ ଆଦିବାସୀ ଉନ୍ନୟନ ସମବାୟ ନିଗମର(ଟିଡିସିସି) ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତି । ଆଜି ସକାଳୁ ସେ ଏକ କାରରେ ୧୯ ଲକ୍ଷ ଟଙ୍କା ନେଇ ସୁନ୍ଦରଗଡ଼ରୁ ଯାଉଥିଲେ । କୌଣସି ବିଶେଷ ସୂତ୍ରରୁ ଖବର ପାଇବା ପରେ ଭିଜିଲାନ୍ସ ଚଢ଼ାଉ କରିଥିଲା ।…

ଷ୍ଟ୍ରେଚରରେ ୨ କିଲୋମିଟର ବୁହାହେଲେ ଗର୍ଭବତୀ

ବିଷମକଟକ: ଗାଁକୁ ପକ୍କା ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ । ଶେଷରେ ଷ୍ଟ୍ରେଚରରେ ଦୁଇ କିଲୋମିଟର ବୁହାହେଲେ ଗର୍ଭବତୀ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସାରାଫାଶ ଗାଁରୁ ଆସିଛି ଏଭଳି ଅଭାବନୀୟ ଦୃଶ୍ୟ । ଗାଁର ସାମୁଦୁ ମାଝୀଙ୍କ ସ୍ତ୍ରୀ ବାସନ୍ତୀ ମାଝୀଙ୍କୁ ଷ୍ଟ୍ରେଚରରେ ବୁହା…

ରାଜଧାନୀରେ ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୂତୟନ

*ପ୍ରେସମିଟ୍ କରି ଏଭଳି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ | *ଭୁବନେଶ୍ଵରରେ ପ୍ରାୟ ୨୫ଟି ଜାଗାରେ ଚେକ୍ ପଏଣ୍ଟ କରାଯାଇଛି | *୩୫ଟି ପିସିଆର ଏବଂ ୧୫ଟି ମନିଟରିଂ ପିସିଆର ସହରରେ ପାଟ୍ରୋଲିଂ କରିବେ |