ପଶ୍ଚିମବଙ୍ଗ ବିଜୟ, ବଙ୍ଗୀୟ ଲୋକଙ୍କ ମନ ଭିତରର ବେଦନାର ପରିପ୍ରକାଶ: ଧର୍ମେନ୍ଦ୍ର ପ୍ରଧାନ
‘ବଙ୍ଗାଳ ବିଜୟ.. ବିଜେପିର ବିଜୟ ନୁହେଁ କି ମମତା ବାନାର୍ଜୀଙ୍କ ପରାଜୟ ନୁହେଁ l ବିଗତ 100 ବର୍ଷ ଭିତରେ ବଙ୍ଗୀୟ ଲୋକଙ୍କ ମନ ଭିତରର ବେଦନାର ପରିପ୍ରକାଶ ।’ ଗତକାଲି(ଶନିବାର) ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳକୁ ନେଇ ପ୍ରତିକ୍ରିୟାରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର…
