ମଦ ବେପାରୀକୁ ବିରୋଧ କରିବାରୁ ନଳକୂଅ ପାଣିରେ ବିଷ ପକେଇ ଦେଲେ !
ମଦ ବେପାରୀକୁ ବିରୋଧ କରିବାରୁ ନଳକୂଅ ପାଣିରେ ବିଷ ପକେଇ ଦେଇଥିବା ଅଭିଯୋଗ । ଜିଲ୍ଲାପାଳ ଦେଲେ ତଦନ୍ତ ନିର୍ଦ୍ଦେଶ । ଗାଁ ରେ ମଦ ବେପାରୀଙ୍କୁ ମଦ ବିକ୍ରି ବନ୍ଦ କରିବାକୁ କହିବାରୁ ସେହି ମଦ ବେପାରୀ ସ୍ଥାନୀୟ ଅଞ୍ଚଳର ଏକ ନଳକୂପ, କୂଅ ଓ ପରିବା କିଆରୀରେ ଏସିଡ ତଥା ବିଷାକ୍ତ ଜିନିଷ ପକେଇ…
