Odia News Portal
Browsing Tag

swadhikar

ଚିତ୍ରାମୁଣ୍ଡା ଗାଁରେ ହତ୍ୟା ଘଟଣାର ପର୍ଦ୍ଦାଫାସ: ପ୍ରେମ ନିବେଦନ କରି ଫେଲ ମାରିବାରୁ ଭାଇ ବୋହୂକୁ ହତ୍ୟା କରିଥିଲା…

ମୁରିବାହାଲ ଥାନା ଚିତ୍ରାମୁଣ୍ଡା ଗାଁରେ ହତ୍ୟା ଘଟଣାର ପର୍ଦ୍ଦଫାସ । ପ୍ରେମ ନିବେଦନ କରି ଫେଲ ମାରିବାରୁ ଭାଇ ବୋହୂକୁ ହତ୍ୟା କରିଥିଲା ଦେଢ଼ଶୁର । ପ୍ରେସମିଟରେ ସୂଚନା ଦେଲେ କଣ୍ଟାବାଞ୍ଜି ଏସଡିପିଓ ଲକ୍ଷ୍ମୀନାରୟଣ ମାରାଣ୍ଡି ।ଗତ ୨ ତାରିଖ ଦିନ ବଲାଙ୍ଗୀର ମୁରିବାହାଲ ଥାନା ଚିତ୍ରାମୁଣ୍ଡା…

ଆଜି କେମିତି କଟିବ

ମେଷ: ଆପଣଙ୍କର ସମସ୍ତ କାର୍ଯ୍ୟ ସତର୍କତାର ସହିତ କରନ୍ତୁ । ସରକାରଙ୍କ ବିରୋଧୀ ଯେକୌଣସି କାର୍ଯ୍ୟକଳାପକୁ ଏଡନ୍ତୁ । ଦୁର୍ଘଟଣା ସମ୍ଭାବନା ରହିଛି, ତେଣୁ ଯାନବାହାନ ସତର୍କତାର ସହ ବ୍ୟବହାର କରନ୍ତୁ । ବାହାର ଖାଦ୍ୟ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ । କାମ ଠିକ୍ ସମୟରେ ସମାପ୍ତ…

ଡିଏମ୍‌କେ, ଏଆଇଏଡିଏମ୍‌କେ ହେଭିୱେଟ୍‌ଙ୍କୁ ହରାଇ‌ଲେ ଚେନ୍ନାଇ ଅଟୋ ଡ୍ରାଇଭର

ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ବିଜୟଙ୍କ ବିଜୟ ସହ କେ ବିଜୟ ଧାମୁଙ୍କ ବିଜୟ ମଧ୍ୟ ସମସ୍ତଙ୍କୁ ଚକ୍କିତ କରିଛି। କେ ବିଜୟ ଧାମୁ ହେଉଛନ୍ତି ବୃତ୍ତିରେ ଜଣେ ଅଟୋ ଡ୍ରାଇଭର। ରୋୟାପୁରମ ବିଧାନସଭା ନିର୍ବାଚନମଣ୍ଡଳୀରେ ସେ ରାଜ୍ୟର ସବୁଠାରୁ ୨ ଜଣ ଟାଣୁଆ ରାଜନେତାଙ୍କୁ ହରାଇ…

ଆସାମରେ ପୁଣି ବିଜେପି ସରକାର, ମୁଖ୍ୟମନ୍ତ୍ରୀ ହେବେ ହିମନ୍ତ ବିଶ୍ବଶର୍ମା 

ଆସାମରେ ପୁଣି ବିଜେପି ସରକାର । ବହୁ ପଛରେ ପଡ଼ିଛି ପ୍ରତିଦ୍ୱନ୍ଦୀ କଂଗ୍ରେସ । ହିମନ୍ତ ବିଶ୍ୱଶର୍ମା ଜାଲୁକବାରି ବିଜେପି ଆଗୁଆ ରହିଛନ୍ତି । ୩ୟ ଥର ପାଇଁ ଆସାମରେ ବିଜେପି ସରକାର ହେବାକୁ ଯାଉଛି । ଭୋଟ ଗଣତି ଜାରି ରହିଛି । ବିଜେପି ଆଗୁଆ ରହିଛି । ହିମନ୍ତ ବିଶ୍ବଶର୍ମା ଦ୍ବିତୀୟ ଥର…

ବାଣପୁର ଉପକାରାଗାରରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ

ବାଣପୁର ଉପକାରାଗାରରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ । ମୃତକ ଜଣକ ବାଣପୁର ଥାନା ବାହାଡାଖୋଲା ଶାନ୍ତିନଗରର ଶଠ ରାଉତରାୟ । ତାଙ୍କ ବୟସ ୮୫ ବର୍ଷ ବୋଲି ଜଣାପଡ଼ିଛି । କଏଦୀ ଜଣକ ବ୍ରହ୍ମପୁର ଏମକେସିଜି ମେଡିକାଲ ଚିକିତ୍ସିତ ହୋଇ ପାଞ୍ଚଦିନ ପରେ ଗତ କାଲି ସନ୍ଧ୍ୟାରେ ଜେଲକୁ…

ଆଜି ୧.୨୩ ଲକ୍ଷ ବଞ୍ଚିତ ମହିଳାଙ୍କ ଖାତାକୁ ଆସିବ ସୁଭଦ୍ରା ଟଙ୍କା, ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା

ଆଉ କିଛି ସମୟ ପରେ ଖାତାକୁ ଆସିବ ସୁଭଦ୍ରା ଯୋଜନା ଟଙ୍କା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପୂର୍ବରୁ ବଡ଼ ଘୋଷଣା କରିଥିଲେ । ସେହି ମୁତାବକ ଆଜି ମହିଳାଙ୍କ ଖାତାକୁ ଆସିବ ସୁଭଦ୍ରା ଯୋଜନା ଟଙ୍କା । ୧ ଲକ୍ଷ ୨୩ ହଜାର ୮୪୯ ଜଣ ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ସହାୟତା । ଏହି…

୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, କନ୍ଧମାଳରୁ ଆସୁଥିଲା ଭୁବନେଶ୍ୱର

୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । କନ୍ଧମାଳରୁ ଭୁବନେଶ୍ୱରକୁ ଆସୁଥିବା ବେଳେ ପିତାପଲ୍ଲୀରେ ମାଡ଼ିବସିଲା ଅବକାରୀ ବିଭାଗ । ଚଢ଼ଉରେ ଜଟଣୀ ଏକ୍ସାଇଜ୍ ଟିମକୁ ମିଳିଛି ବଡ଼ ସଫଳତା । ଆଜି ସକାଳ ପ୍ରାୟ ୭ଟା ସମୟରେ ପିତାପଲ୍ଲୀ ଫ୍ଲାଏଓଭର ନିକଟରେ ଚଢ଼ଉ କରି ଏକ କ୍ବିଣ୍ଟାଲ…

ଥାନା ଭିତରେ ପଶିଲା ହାତୀ, ଗଛ ଉପାଡିବା ସହ ଗାଡିମୋଟର କରିଛି ଭଙ୍ଗାରୁଜା

ଥାନା ଭିତରେ ପଶି ଭଙ୍ଗାରୂଜା କଲା ଦନ୍ତା ହାତୀ । ବାଲେଶ୍ବର ଜିଲ୍ଲା ବାହାବଳପୁର ସାମୁଦ୍ରିକ ଥାନା ଭିତରେ ଏକ ଦନ୍ତା ହାତୀ ପଶି ଗଛ ଉପାଡିବା ସହ ଗାଡି ମଟର ଭଙ୍ଗାରୂଜା କରିଛି । ଗତ ୪ ଦିନ ଧରି ଚାନ୍ଦିପୁର ଅଞ୍ଚଳରୁ ଏହି ଦନ୍ତା ହାତୀଟି ପଶି ଆସି ବାହାବଳପୁର ଅଞ୍ଚଳରେ ଏଣେତେଣେ…

୫ରାଜ୍ୟ ବିଧାନସଭା ନିର୍ବାଚନ: କଂଗ୍ରେସର ପ୍ରଥମ ପ୍ରତିକ୍ରିୟା; ସନ୍ଧ୍ୟାରେ ବିଜେପି ମୁଖ୍ୟାଳୟ ଯିବେ ପ୍ରଧାନମନ୍ତ୍ରୀ…

ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ହାଇଭୋଲଟେଜ୍ ପ୍ରତିଦ୍ବନ୍ଦ୍ବିତାଠାରୁ ତାମିଲନାଡ଼ୁରେ ତ୍ରିମୁଖୀ ଲଢେଇ, କେରଳରେ ଏଲଡିଏଫ୍‌ ଓ ୟୁଡିଏଫ୍‌ ମଧ୍ୟରେ ଛକାପଞ୍ଝା ଓ ଆସାମରେ ବିଜେପି-କଂଗ୍ରେସ ମହାସଂଗ୍ରାମ ମଧ୍ୟରେ କାହାର ହେବ ବାଜିମାତ୍‌ ସେ ନେଇ ସମସ୍ତଙ୍କ…

ଅବାଧ ଗଛକଟା ସହ ପୋଡୁଚାଷ: ଟାଙ୍ଗରା ହୋଇଗଲାଣି ଗୁପ୍ତେଶ୍ବର ଜଙ୍ଗଲ

ବୈପାରିଗୁଡା ବ୍ଲକ ଗୁପ୍ତେଶ୍ୱର ବନାଞ୍ଚଳ ଅଧୀନସ୍ଥ ତାଲୁର ଓ ଶିରିବେଡା ଜଙ୍ଗଲରେ କିଛି ଦିନ ହେଲା ବିଚଳିତ କରିଲା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଅବାଧରେ ଗଛକଟା ସହ ବେଧଡ଼କ ଚାଲିଛି ପୋଡ଼ୁଚାଷ। ନିଆଁ ଲଗାଇ ଜଙ୍ଗଲକୁ ପଦା କରାଯାଉଛି। ଫଳରେ ଟାଙ୍ଗରା ହୋଇଗଲାଣି ଗୁପ୍ତେଶ୍ୱର ଜଙ୍ଗଲ।…