Odia News Portal
Browsing Tag

swadhikar

ନୀରବିଗଲେ ସୁର ସାମ୍ରାଜ୍ଞୀ ଆଶା ଭୋସଲେ

ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ପ୍ରସିଦ୍ଧ ପ୍ଲେ-ବ୍ୟାକ୍ ସିଙ୍ଗର ଆଶା ଭୋସଲେ ୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସାତ ଦଶନ୍ଧିରୁ ଅଧିକ ସମୟ ଧରି ନିଜର ଯାଦୁକରୀ କଣ୍ଠସ୍ୱରରେ କୋଟି କୋଟି ଶ୍ରୋତାଙ୍କୁ ବିମୋହିତ କରିଥିବା ଅପ୍ରତିଦ୍ୱନ୍ଦ୍ୱୀ ଗାୟିକା ଆଶା ଭୋସଲେଙ୍କୁ…

ଯମୁନା ଡଙ୍ଗା ବୁଡ଼ି ଘଟଣାରେ ୧୧ ମୃତ, ୫ ଏଯାଏଁ ନିଖୋଜ ; ଠିକାଦାର ଏବଂ ନାବିକ ଗିରଫ

ମଥୁରା ବୃନ୍ଦାବନର କେଶି ଖାଟରେ ଯମୁନା ନଦୀରେ ଡଙ୍ଗା ବୁଡିବା ଯୋଗୁଁ ଏଯାଏଁ ୧୧ ଜଣଙ୍କ ଜୀବନ ଚାଲିଯାଇଛି । ପଞ୍ଜାବ ଲୁଧିଆନାରୁ ଆସିଥିବା ଶ୍ରଦ୍ଧାଳୁ ଯମୁନାରେ ପରିକ୍ରମା କରୁଥିବା ବେଳେ ଡଙ୍ଗାଟି ବୁଡ଼ିଯାଇଥିଲା । ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ଘଟଣାରେ ଏଯାଏଁ…

ଓଡ଼ିଶା ଫେରିଲେ ମେରାଇନ ଅଫିସର ଅଶୋକ, ୩୬ ଦିନ ଧରି ହର୍ମୁଜରେ ଫସି ରହିଥିଲେ

ଓଡ଼ିଶା ଫେରିଲେ ହର୍ମୁଜରେ ଫସିଥିବା ମେରାଇନ ଅଫିସର । ଭୁବନେଶ୍ୱରରେ ପହଞ୍ଚିଲେ ଅଶୋକ ଦୀକ୍ଷିତ। ଷ୍ଟ୍ରେଟ ଅଫହର୍ମୁଜ ଠାରେ ପ୍ରାୟ ୩୬ ଦିନ ପର୍ଯ୍ୟନ୍ତ ଅଟକି ରହିଥିଲେ ଅଶୋକ । ଭାରତୀୟ ନୌସେନାର କଡା ସୁରକ୍ଷା ବଳୟ ମଧ୍ୟରେ ସେ ଭାରତକୁ ଫେରିଛନ୍ତି । ନିଜ ଜନ୍ମ ମାଟିରେ ପହଂଚିଛନ୍ତି ଅଶୋକ ।…

ଇସ୍କନ ଅଦିନିଆ ରଥଯାତ୍ରା ଜାରି ରଖିଲେ ନିଆଯାଇପାରେ ଆଇନଗତ କାର୍ଯ୍ୟାନୁଷ୍ଠାନ: ଗଜପତି ମହାରାଜା

ଜଗନ୍ନାଥ ମନ୍ଦିରର ପାରମ୍ପରିକ ରୀତିନୀତିରୁ ବିଚ୍ୟୁତି ହୋଇ ବାରମ୍ବାର ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା କରୁଛି ଇସ୍କନ । ଚଳିତ ବର୍ଷ ଅତିଥିରେ ଭାରତ ବାହାରେ 80 ସ୍ଥାନରେ ରଥଯାତ୍ରା ଓ 10ଟି ସ୍ଥାନରେ ସ୍ନାନଯାତ୍ରା ଆୟୋଜନ ହେବାର ସମ୍ଭାବନା ଅଛି । ଏନେଇ ଉଦବେଗ ପ୍ରକାଶ କରିଛନ୍ତି ପୁରୀ…

ମାଛ ପାଇଁ ଅଲିଭ ରିଡଲେ ବଳି ! ପେଣ୍ଠ ବେଳାଭୂମିରେ ଭାସୁଛନ୍ତି ଅନେକ ମୃତ କଇଁଛ

ଗହୀରମଥାରେ ଅସୁରିକ୍ଷିତ କି ଅଲିଭ ରିଡଲେ କଇଁଛ ? କାରଣ ଗତ ଦୁଇ ଦିନ ମଧ୍ୟରେ ପେଣ୍ଠ ବେଳାଭୂମିରେ ଲାଗିଛନ୍ତି ୧୩ ମୃତ କଇଁଛ । ବନବିଭାଗ ଏସବୁ କଇଁଛକୁ ପୋତୁଥିବା ବେଳେ ଅଲିଭ ରିଡଲେ କଇଁଛଙ୍କ ମୃତ୍ୟୁ ପରିବେଶପ୍ରେମୀଙ୍କୁ ବ୍ୟଥିତ କରିଛି ।ରାଜନଗର ବ୍ଲକ ପେଣ୍ଠ ବେଳାଭୂମିରେ ୨…

ଚନ୍ଦ୍ରରୁ ଫେରିଲେ ନାସାର ୪ ମହାକାଶଚାରୀ, ସଫଳ ହେଲା ଆର୍ଟେମିସ୍-୨ ମିଶନ

ଚନ୍ଦ୍ରରୁ ଫେରିଲେ ନାସାର ୪ ମହାକାଶଚାରୀ । ସଫଳ ହେଲା ଆର୍ଟେମିସ୍-୨ ଚନ୍ଦ୍ର ଅଭିଯାନ । ୪ ଲକ୍ଷ କିଲୋମିଟର ଦୂରରୁ ଫେରିଲେ ୪ ମହାକାଶଚାରୀ । ୯ ଦିନର ରୋମାଞ୍ଚକର ଯାତ୍ରା ଶେଷ । ଆଜି ଭୋରୁ ପ୍ରଶାନ୍ତ ମହାସାଗରର ସାନ ଡିଏଗୋ ଉପକୂଳରେ ସଫଳତାର ସହ ଅବତରଣ କଲା ଓରିଅନ ମହାକାଶ ଯାନ।…

ଅଫିସରେ ଟଳି ପଡ଼ିଲେ ଡ଼ିଏଫଓ, କାମ କରୁଥିବା ବେଳେ ହେଲା ହୃଦଘାତ

ଅଫିସରେ କାମ କରୁଥିବା ସମୟରେ ଡ଼ିଏଫଓଙ୍କ ମୃତ୍ୟୁ । ହୃଦଘାତରେ କାର୍ଯ୍ୟରତ ଡ଼ିଏଫଓଙ୍କ ମୃତ୍ୟୁ । ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ କାର୍ଯ୍ୟରତ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସୌଭାଗ୍ୟ ରଞ୍ଜନ ସାହୁଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା…

ଭାରସାମ୍ୟ ହରାଇ ଟ୍ରକ ପଛରେ ପିଟିଲା ଆମ୍ବୁଲାନ୍ସ, ଜଣେ ଆଟେଣ୍ଡାଣ୍ଟ ମୃତ

ଭାରସାମ୍ୟ ହରାଇ ଟ୍ରକ ପଛରେ ପିଟିଲା ଆମ୍ବୁଲାନ୍ସ, ଜଣେ ଆଟେଣ୍ଡାଣ୍ଟ ମୃତ । ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତର । ଆମ୍ବୁଲାନ୍ସଟି ଭୁବନେଶ୍ଵରରୁ ଅନୁଗୁଳ ଫେରୁଥିଲା । ଢେଙ୍କାନାଳ ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳ ନିକଟରେ ଘଟିଛି ଏହି ଦୁର୍ଘଟଣା । ଟ୍ରକଟି ରାସ୍ତା କଡ଼ରେ…

ଭୁବନେଶ୍ୱର ସାଲିଆ ସାହିରେ ପୁଣି ହଣାକଟା, ଭାଇକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଭାଇ

ଭୁବନେଶ୍ୱର ସାଲିଆ ସାହିରେ ପୁଣି ହଣାକଟା । ଭାଇକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଭାଇ । ବଡ ଭାଇ ଭୁଜାଲି ଚୋଟରେ ସାନ ଭାଇ ଗୁରୁତର । ମୈତ୍ରୀ ବିହାର ପୋଲିସ ପହଞ୍ଚି ଆରମ୍ଭ କରିଛି ତଦନ୍ତ ।ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ସାଲିଆ ସାହି ମହାବୀର ନଗରରେ…

ରାଜଧାନୀରେ ଚାଲିଥିଲା ଆତଙ୍କୀ ଷଡ଼ଯନ୍ତ୍ର, ୟୁନିଟ୍ ୬ ଅଞ୍ଚଳରୁ ଗିରଫ କଲା ଦିଲ୍ଲୀ ପୋଲିସ

ଭୁବନେଶ୍ୱରରୁ ଆତଙ୍କବାଦୀ ଲିଙ୍କ ଅଭିଯୋଗରେ ଜଣେ ଯୁବକ ଗିରଫ । ମହମ୍ମଦ ଇମ୍ରାନକୁ ଗିରଫ କଲା ଦିଲ୍ଲୀ ପୋଲିସର ସ୍ପେସାଲ୍ ବ୍ରାଞ୍ଚ । ୟୁନିଟ୍ ୬ଅଞ୍ଚଳରୁ କମିଶନରେଟ ପୋଲିସ ସହାୟତାରେ ଇମ୍ରାନକୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଏହି ସୂଚନା ଦେଇଛନ୍ତି ।…