ହଷ୍ଟେଲରେ ପରିବେଷିତ ହେଉଛି ଲୁହା ପରି ଟାଣ ପରାଠା, ଇଣ୍ଟରନେଟରେ ଭିଡିଓ ଭାଇରାଲ
ଯଦି ଆପଣ କେବେ ହଷ୍ଟେଲ୍ରେ ରହିଛନ୍ତି ତ ଆପଣଙ୍କର ଅନେକ ମିଠା ସ୍ମୃତି ରହିଥିବ। ନିଜ ବନ୍ଧୁଙ୍କ ସହ ବିତାଇଥିବା ସେ ଦିନ ସବୁ ମନେ ପଡ଼ିଲେ ଆଜି ବି ଆପଣଙ୍କୁ ଖୁସି ଲାଗୁଥିବ। ପରୀକ୍ଷାର ଏକ ଦିନ ପୂର୍ବରୁ ରାତି ଅନିଦ୍ରା ହୋଇ ପାଠ ପଢ଼ିବାରୁ ନେଇ ସାଙ୍ଗମାନଙ୍କ ସହ ଅନର୍ଗଳ ଗପ ସବୁ ଗୋଟାଏ!-->…
