IPhone ପାଇଁ ଡେଲିଭରୀ ବଏଙ୍କୁ ହତ୍ୟା
କର୍ଣ୍ଣାଟକରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଜଣେ ଯୁବକ ଆଇଫୋନ୍ ପାଇଁ ଏକ କମ୍ପାନୀର ଡେଲିଭରୀ ବଏଙ୍କୁ ଛୁରୀ ଭୁସି ହତ୍ୟା କରିଛନ୍ତି। କାହିଁକି ନା, ଯୁବକ ଜଣକ ଅନଲାଇନରେ ମଗାଇଥିବା ଆଇଫୋନର ପଇସା ଦେବାକୁ ଅସମର୍ଥ ଥିଲେ।
ମିଳିଥିବା ସୂଚନା ମୁତାବକ, ଏଠାରେ ରହୁଥିବା ୨୦!-->!-->!-->…
