Odia News Portal
Browsing Tag

swadhikar

କେମିତି ଚିହ୍ନିବେ କାର୍ବାଇଟ୍ ଦିଆ କଦଳୀ  

ପେଟ ଏବଂ ହୃଦୟକୁ ଛାଡ଼ିଦେଲେ ଶରୀରକୁ ଫୁର୍ତ୍ତିବାନ୍ ରଖିବାରେ ମଧ୍ୟ ଏହି ଫଳ ସହାୟକ ହୁଏ । କିନ୍ତୁ ବର୍ତ୍ତମାନ ସମୟରେ କାର୍ବାଇଡ଼୍ ଉପାୟରେ କଦଳୀ ପଚା ଯାଉଥିବାରୁ ଏହା ଶରୀର ଉପରେ ସେତେଟା ଭଲ ପ୍ରଭାବ ପକାଇନଥାଏ । ଆପଣ ଯଦି ପ୍ରାକୃତିକ ଉପାୟରେ ପାଚିଥିବା କଦଳୀ ବଜାରରେ ଖାଇବାକୁ…

ଶୀତରେ କେମିତି ପାଇବେ ସର୍ଦ୍ଦିରୁ ରକ୍ଷା

ଶୀତଋତୁର ଆଗମନରେ ଚାରିଆଡ଼େ ଏବେ ଶୀତର ଲହରୀ ଖେଳିଗଲାଣି । ଆଲମିରାରୁ ସ୍ୱେଟର୍ ଏବଂ ମୋଟା ମୋଟା କମ୍ବଳ ବାହାରିବା ଆରମ୍ଭ ହୋଇଗଲାଣି । ଏହି ସମୟରେ ଖାଦ୍ୟପେୟର ଉଚିତ୍ ଧ୍ୟାନ ନଦେଲେ ନାନା ପ୍ରକାରର ରୋଗ କୁଣିଆ ହୋଇ ଶରୀରକୁ ଚାଲିଆସନ୍ତି । ତେବେ ଏଥିପାଇଁ ଶରୀର ପ୍ରତି ଯତ୍ନବାନ୍ ହେବା…

ବିନା ଛୁଞ୍ଚିରେ ପିଲାଙ୍କୁ ଟିକା

କୋଭିଡ ଟିକା ଜାଇଡସ କାଡିଲାର ଦର ସ୍ଥିର କଲେ କେନ୍ଦ୍ର ସରକାର । ଗୋଟିଏ ଡୋଜର ଦାମ ୨୬୫ ଟଙ୍କା ସ୍ଥିର ହୋଇଛି । ଏହି ଟିକା ବିନା ଛୁଞ୍ଚିରେ ଦିଆଯିବ । ଏହି ପ୍ରକ୍ରିୟାକୁ ଫାର୍ମାଜେଟ୍ ବୋଲି କୁହାଯାଉଛି । ଏହି ଫାର୍ମାଜେଟ୍ ପ୍ରକ୍ରିୟା ପାଇଁ ଟିକା ବାଦ୍ ଅତିରିକ୍ତ ୯୩ ଟଙ୍କା ଦେବାକୁ ହେବ…

ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା

୧୦ ତାରିଖ ଆଡ଼କୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ପ୍ରଭାବରେ ଓଡ଼ିଶା ମଧ୍ୟକୁ ପୂର୍ବ ଦିଗରୁ ଉଷ୍ମ ଓ ଆର୍ଦ୍ର ବାୟୁ ପ୍ରବେଶ କରିବ । ଏହା ପ୍ରଭାବରେ ରାତ୍ରି ତାପମାତ୍ରା ସାମାନ୍ୟ ବୃଦ୍ଧି ଘଟିବା ସହ ଶୀତ କମିବ । ଏହାବ୍ୟତୀତ ୧୦ରୁ ୧୨ତାରିଖ ଯାଏ ରାଜ୍ୟର…

ଆଜି ନବୀନ ଓ ଜଗନଙ୍କ ଭେଟ

କୋଟିଆ ବିବାଦ ଜାରି ରହିଥିବା ବେଳେ ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ । ଜଗନ ୪ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବାର କାର୍ଯ୍ୟକ୍ରମ ରହିଛି । ବିବାଦ ଭିତରେ ଦୁଇ ରାଜ୍ୟର ମୁଖ୍ୟଙ୍କ ମଧ୍ୟରେ ଆଲୋଚନା ହେବାକୁ…

ନୂଆପଡ଼ାରେ ଆରମ୍ଭ ହେଲା ସ୍ମାର୍ଟ କାର୍ଡ ବିତରଣ

ନୂଆପଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆପଡ଼ା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ  ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି। ଭର୍ଚୁଆଲ ମାଧ୍ୟମରେ ସଦର ମିନି ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ୧ଲକ୍ଷ ୭୨ ହଜାର ୬୪୩ ଜଣଙ୍କୁ ବିଜୁ ସ୍ବାସ୍ଥ୍ୟ…

ପୁରୁଷମାନେ ଛାଡିଦିଅନ୍ତୁ ଏହି ୩ ଖରାପ ଅଭ୍ୟାସ: ଶରୀର ହୋଇଯିବ ଶକ୍ତ

ଭୁବନେଶ୍ୱର: ଆଜିର ଏହି ବ୍ୟସ୍ତ ବହୁଳ ଜୀବନରେ ମଣିଷ ଏତେ ମଗ୍ନ ହୋଇଯାଇଛି ଯେ ତାକୁ  ବିଭିନ୍ନ ରୋଗର ସମୁଖୀନ ହେବାକୁ ପଡୁଛି । ଏହି ରୋଗ ଫଳରେ ମଣିଷ ଦିନକୁ ଦିନ ଦୁର୍ବଳ ହୋଇଯାଉଛି । ପୂର୍ବେ ଲୋକମାନେ ନିଜ ଦିନଚର୍ଯ୍ୟା ସହିତ ଖାଦ୍ୟପେୟ ଉପରେ ଧ୍ୟାନ ରଖି ୧୦୦ ବର୍ଷ ପର୍ଯ୍ୟନ୍ତ ଜୀବିତ…

ଟିମ୍ ଇଣ୍ଡିଆକୁ କଡ଼ା ସମାଲୋଚନା କଲେ କପିଲ ଦେବ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଭାରତ ସେମିରେ ନପହଞ୍ଚିବାକୁ ନେଇ ଚାରିଆଡ଼ୁ ଟମ୍କୁ ସମାଲୋଚନା କରାଯାଉଛି । ଆଇପିଏଲ ଯୋଗୁଁ ଭାରତୀୟ ଖେଳାଳୀ ଜାତୀୟ ଖେଳ ଉପରେ ଧ୍ୟାନ ଦେଉ ନାହାନ୍ତି । ଆଇପିଏଲ ବ୍ୟାନ କରିବା ଲାଗି ମଧ୍ୟ କିଛି କ୍ରିକେଟର ଏବଂ ପ୍ରଂଶସକମାନେ ମତପ୍ରକାଶ କରିଛନ୍ତି । ତେବେ…

କେବେ କମିବ ପରିବା ଦର

ଭୁବନେଶ୍ୱର: କାର୍ତ୍ତିକରେ କନ୍ଦଉଛି ପରିବାର । ଉପାନ୍ତରୁ ଉପକୂଳ ସବୁଠି ପରିବା ଦର ଆକାଶଛୁଅାଁ । ବ୍ରହ୍ମପୁର ମର୍ଦ୍ଦରାଜ ଭେଣ୍ଡିଂ ଜୋନ୍ ପରିବା ଦର ବାଇଗଣ କିଲୋ ୫୦ ଟଙ୍କା ରହିଥିବା ବେଳେ ଟମାଟୋ ୮୦, ଦେଶୀ କଟକି ପୋଟଳ ୬୦, ହାୱାଡା ପୋଟଳ ୫୦, ତୋରଡ଼ା ୫୦, ବିନ୍ସ ୧୦୦, ଫୁଲକୋବି ଶହେ,…

ଶାହାରୁଖ ଖାନଙ୍କ ମ୍ୟାନେଜରଙ୍କୁ ମୁମ୍ବାଇ ପୋଲିସର ସମନ

ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ ମାମଲାକୁ ନେଇ ଏନସିବିର ଖୋଳତାଡ ଜାରି ରହିଛି । ଜୋରଜବରଦସ୍ତି ଟଙ୍କା ମାଗିବା ଅଭିଯୋଗରେ ଯାଞ୍ଚ କରୁଥିବା ମୁମ୍ବାଇ ପୋଲିସ ଏବେ ତାର ତଦନ୍ତ ବଢାଇଛି । ଏବେ ଶାହାରୁଖ ଖାନଙ୍କ ମ୍ୟାନେଜରଙ୍କୁ ଡକାଯାଇଛି । ମ୍ୟାନେଜର ପୂଜା ଦଦଲାନିଙ୍କୁ…