Odia News Portal
Browsing Tag

swadhikar

୧୩ରେ ଉନ୍ମୋଚିତ ହେବ ନୂଆ ଭାରତୀୟ ଜର୍ସି

ମୁମ୍ବାଇ : ଆଗାମୀ ଟି-୨୦ ବିଶ୍ବକପ୍ରେ ଭାରତୀୟ ଦଳ ନୂଆ ଜର୍ସି ପରିଧାନ କରିବ। ଚଳିତ ମାସ ୧୭ ତାରିଖରୁ ୟୁଏଇ ଏବଂ ଓମାନରେ ମିଳିତ ଭାବେ ଆୟୋଜିତ ହେବାକୁ ଯାଉଥିବା ଏହି ବିଶ୍ବକପ୍ ପାଇଁ ଭାରତୀୟ ଦଳର ନୂଆ ଜର୍ସି ଆସନ୍ତା ୧୩ ତାରିଖରେ ଉନ୍ମୋଚିତ ହେବ ବୋଲି ଭାରତୀୟ କ୍ରିକେଟ୍ ବୋର୍ଡ…

ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଲକାନଗିରି ପଂଚାୟତରେ ଦୁଇ ଭଉଣୀଙ୍କର ପୋଖରୀରେ ବୁଡି ମୃତ୍ୟୁ ହୋଇଛି । ବାପାମା' କାମକୁ ଯାଇଥିବା ବେଳେ ପୋଖରୀରେ ଦୁଇ ଭଉଣୀ ବୁଡ଼ି ଯାଇଥିବା ନେଇ ସୂଚନା ମିଳିଛି । ମାଲକାନଗିରି ଜିଲ୍ଲା ପୋଡ଼ାକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ମଙ୍ଗ ଗାଁରେ ଏମିତି ଏକ…

ଭିଜିଲାନ୍ସ ଜାଲରେ ଜଳ ସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ

ଯାଜପୁର: ଭିଜିଲାନ୍ସ ଜାଲରେ ଜଳ ସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ। କେଉଁଝର ଜିଲ୍ଲା ଆନନ୍ଦପୁର ବୈତରଣୀ ଜଳ ସମ୍ପଦ ବିଭାଗର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ବିଧାନ ଚନ୍ଦ୍ର ସାହୁଙ୍କ ନିକଟରୁ ୧୦ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ। ସେ ଟଙ୍କା ନେଇ ଯାଉଥିବା ଖବର ପାଇଥିଲା ଭିଜିଲାନ୍ସ।…

ବଲାଙ୍ଗୀର ସିଭିଲ କୋର୍ଟ ପରିସରରେ ଲାଇଭ ଇନ ହ୍ୟାଣ୍ଡ ଟ୍ରେନିଂ ପୋଗ୍ରାମ ଅନୁଷ୍ଠିତ

ବଲାଙ୍ଗୀର: ଆଜି ବଲାଙ୍ଗୀର ସିଭିଲ କୋର୍ଟ ପରିସରରେ ଏକ " ଲାଇଭ ଇନ ହାଣ୍ଡ୍ସ ଟ୍ରେନିଂ ପ୍ରୋଗ୍ରାମ " ବଲାଙ୍ଗୀର ,ସୋନପୁର ଓ ବୌଦ୍ଧ ଜିଲ୍ଲାମାନଙ୍କର ଆଇନଜୀବୀଙ୍କ ପାଇଁ ଆୟୋଜନ କରାଯାଇଛି . ଏହି ଟ୍ରେନିଂ ପ୍ରୋଗ୍ରାମଟି ବିଶେଷ କରି ମାନ୍ୟବର ଉଚ୍ଚତ୍ତମ ନ୍ୟାୟାଳୟଙ୍କ ତତ୍ତ୍ୱାବଧାନରେ…

ଆସନ୍ତା ୧୧ରୁ ଟ୍ୱିନସିଟିରେ କଡାକଡି ହେବ ନାଇଟ କର୍ଫ୍ୟୁ

ଭୁବନେଶ୍ୱର: ଆଗକୁ ଆସୁଛି ପାର୍ବଣ ଋତୁ । ଟ୍ୱିନସିଟିରେ ଭିଡ ବଢିବାର ଯଥେଷ୍ଟ ସମ୍ଭାବନା ଅଛି । ଏହାସହିତ ବର୍ତ୍ତମାନ ସମୟରେ କଟକ -ଭୁବନେଶ୍ୱରରେ କରୋନା ସଂକ୍ରମଣ ଅଧିକ ରହୁଛି । ଏହାକୁ ଦୃଷ୍ଟିରେ ରଖି ପାର୍ବଣରେ ଭିଡ ହ୍ରାସ ପାଇଁ ଆସନ୍ତା ୧୧ ତାରିଖରୁ ଟ୍ୱିନସିଟିରେ ନାଇଟ୍ କର୍ଫ୍ୟୁ ଅବଧି…

ଆର୍ୟନଙ୍କ ପାଇଁ ଶାହାରୁଖଙ୍କ ହାତରୁ ଗଲା ବିଜ୍ଞାପନ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ପୁଅ ଆର୍ୟନ ଖାନ ଗିରଫ ହେବା ପରେ ଏବେ ଏହାର ପ୍ରଭାବ ତାଙ୍କ ବାପା ଶାହରୁଖ ଖାନଙ୍କ ପେସାଦାର ଜୀବନ ଉପରେ ମଧ୍ୟ ପଡ଼ିଛି। ଲର୍ନିଂ ଆପ୍ ବାଇଜୁସ୍ ଏବେ ଶାହାରୁଖଙ୍କ ସମସ୍ତ ବିଜ୍ଞାପନ ଉପରେ ରୋକ୍ ଲଗାଇବାକୁ ନିଷ୍ପତ୍ତି ନେଇଛି । କ୍ରୁଜ୍…

ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାଚରଣ ଘଟଣା, ପୂଜକ ଗିରଫ

ପୁରୀ: ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାଚରଣ ଘଟଣାରେ ପୂଜକ ଗିରଫ । ପୂଜକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ପୂଜକ ଜଣକ ହେଲେ ସଂଗ୍ରାମ ଦାସ । ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ପରିସରରେ ବାମନ ମନ୍ଦିରରେ ହାଇଦ୍ରାବାଦରୁ ଆସିଥିବା ଜଣେ ନାବାଳିକାଙ୍କୁ ଅସଦାଚରଣ…

ସ୍ୱାମୀଙ୍କ ସାମ୍ନାରେ ୮ ଜଣ ମିଶି ସ୍ତ୍ରୀଙ୍କୁ କଲେ ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ବର୍ବର, ନୃଂଶସ , ଆଭବନୀୟ ଏବଂ ଲଜ୍ଜା । ସ୍ୱାମୀଙ୍କ ସାମ୍ନାରେ ଦୁଷ୍କର୍ମ କଲେ । ୮ ଜଣ ମିଶି ମହିଳାଙ୍କୁ ଚଳନ୍ତା ଟ୍ରେନରେ ଗଣଦୁଷ୍କର୍ମ । ମୁମ୍ବାଇରୁ ଲକ୍ଷେ୍ନø ଯାଉଥିବା ଏକ ଚଳନ୍ତା ଟ୍ରେନରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ପୀଡ଼ିତାଙ୍କ ସ୍ୱାମୀ ଏନେଇ ଅଭିଯୋଗ କରିବା ପରେ…

ପୁଣି ଚର୍ଚ୍ଚାରେ ଅନୁଭବଙ୍କ ପୋଷ୍ଟ, ଜାଗୃତିଙ୍କ ସହ ଫଟୋ ପୋଷ୍ଟ କରି ଏମିତି ଲେଖିଲେ ସାଂସଦ

ଭୁବନେଶ୍ୱର: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ସୁନ୍ଦର ଅଭିନୟ ତ ଆଉ କେତେବେଳେ ପାରିବାରିକ କଳହ । ବର୍ଷାଙ୍କ ସହ ତାଙ୍କର ପାରିବାରିକ ମାମଲାର ଅନ୍ତ ଘଟି ନଥିବାବେଳେ ଅନୁଭବ ବାନ୍ଧବୀ ଜାଗୃତି ଶୁକ୍ଲାଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ…

ଟ୍ୱିନସିଟିରେ ନିଶାକାରକୁ ନେଇ ଏମିତି କହିଲେ ସିପି

ଭୁବନେଶ୍ୱର: ଦୈତନଗରୀରେ ବଢ଼ିବାରେ ଲାଗିଛି ନିଶା କାରବାର । ପ୍ରତିଦିନ ଧରା ହେଉଛନ୍ତି ବେପାରୀ । ଏହାରି ଭିତରେ ୨୦୨୧ରେ ଟୁଇନସିଟିରେ ନିଶା କାରବାରକୁ ନେଇ ବଡ଼ ଖୁଲାସା କରିଛନ୍ତି ସିପି । ୨୦୨୧ ବର୍ଷରେ ବର୍ତ୍ତମାନ ସୁଦ୍ଧା ଟ୍ଵିନସିଟିରେ ଜବତ ହେଲାଣି ୧୦କିଲୋ ବ୍ରାଉନ ସୁଗାର। ଗିରଫ ହେଲେଣି…