Odia News Portal
Browsing Tag

t-20 world cup

ଆଜିଠୁ ଟି-୨୦ ବିଶ୍ୱକପ୍

ମସ୍କଟ : ରବିବାରଠାରୁ ଓମାନର ମସ୍କଟଠାରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆରମ୍ଭ ହେବ। ମ୍ୟାଚ୍‌ଗୁଡ଼ିକ ଓମାନ ଏବଂ ୟୁଏଇରେ ଆୟୋଜିତ ହେବ। ୧୬ ଦଳୀୟ ପ୍ରତିଯୋଗିତାରେ ମୋଟ ୪୫ ମ୍ୟାଚ୍ ଖେଳାଯିବ। ଆସନ୍ତାକାଲି ପ୍ରାରମ୍ଭିକ ପର୍ଯ୍ୟାୟର ଦୁଇଟି ମ୍ୟାଚ୍‌ରେ ଆୟୋଜକ ଓମାନକୁ ପାପୁଆ ନ୍ୟୁଗିନି ଏବଂ…

ଭାରତୀୟ ଟି-୨୦ ଦଳରେ ପରିବର୍ତ୍ତନ, ଏହି ଖେଳାଳୀଙ୍କ ସ୍ଥାନରେ…

ନୂଆଦିଲ୍ଲୀ: ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସ-୨୦ ବିଶ୍ୱକପ । ତେବେ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଦଳରେ ହୋଇଛି ପରିବର୍ତ୍ତନ । ଭାରତୀୟ ଟି-୨୦ ବିଶ୍ୱକପ୍ ଦଳରେ ପରିବର୍ତ୍ତନ ହୋଇଛି । ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ଜାଗା ନେଇଛନ୍ତି ଦ୍ରୁତ ବୋଲର ସାର୍ଦ୍ଦୁଲ ଠାକୁର । ବୁଧବାର…

ପ୍ରଥମଥର ଲାଗି ଟି-୨୦ ବିଶ୍ୱକପରେ ଲାଗୁ ହେବ ଏହି ନିୟମ

ନୂଆଦିଲ୍ଲୀ: ଚଳିତ ବର୍ଷ ପୁରୁଷ ଟି-୨୦ ବିଶ୍ୱକପ ଇତିହାସରେ ପ୍ରଥମ ଥର ପାଇଁ ଡିସିସନ୍ ରିଭ୍ୟୁ ସିଷ୍ଟମ (ଡିଆରଏସ୍) ବ୍ୟବହାର କରିବାକୁ ଆଇସିସି ନିଷ୍ପତ୍ତି ନେଇଛି। ଆଇସିସିର ବିବୃତ୍ତି ଅନୁଯାୟୀ, ପ୍ରତ୍ୟେକ ଇନିଂସରେ ଉଭୟ ଦଳକୁ ଡିଆରଏସ୍ ଅଧୀନରେ ଦୁଇଟି ରିଭ୍ୟୁ ସୁଯୋଗ ମିଳିବ। …

ଟି-୨୦ ବିଶ୍ୱକପ ଲାଗି ଦଳ ଘୋଷଣା କଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଦିନ ଯେତିକି ପାଖଉଛି ଟି-୨୦ ବିଶ୍ୱକପ ଲାଗି ଉତ୍ସାହ ସେତିକି ବଢ଼ୁଛି । ଏହାରି ଭିତରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିଶ୍ୱକପ ଲାଗି ଦଳ ଘୋଷଣା କରିଛି । ବୋର୍ଡ ଦ୍ୱାରା ଘୋଷଣା କରାଯାଇଥିବା ୧୫ ସଦସ୍ୟ ବିଶିଷ୍ଟ ଟିମ୍ ରେ କ୍ୟାପ୍ଟେନ ଆରୋନ ଫିଞ୍ଚ ଏବଂ ଷ୍ଟିଭ ସ୍ମିଥ ସାମିଲ ଅଛନ୍ତି ।…

ଘୋଷଣା ହେଲା ଟି-୨୦ ବିଶ୍ୱକପ ସୂଚୀ

ନୂଆଦିଲ୍ଲୀ: ଅକ୍ଟୋବରରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପ । ତେବେ ବିସିସିଆଇ ଏଥିଲାଗି ଘୋଷଣା କରାଯାଇଛି ସୂଚୀ । ଭାରତୀୟ ଦଳ ୨୪ ଅକ୍ଟୋବରରୁ ବିଶ୍ୱକପରେ ନିଜର ଅଭିଯାନ ଆରମ୍ଭ କରିବ । ବିରାଟ ବାହିନୀ ନିଜ ପ୍ରଥମ ମ୍ୟାଚ୍ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଖେଳିବ। ଅକ୍ଟୋବର…

ଗୋଟିଏ ଗ୍ରୃପରେ ଭାରତ- ପାକିସ୍ତାନ

ନୂଆଦିଲ୍ଲୀ: ଆସିଲା ଟି-୨୦ ବିଶ୍ୱକପ ତାଲିକା । ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପରେ ଭାରତ ଏବଂ ତାର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ଗୋଟିଏ ଗ୍ରୃପରେ ରହିଛନ୍ତି । ସୁପର ୧୨ ଗ୍ରୃପରେ ରହିଛନ୍ତି ଏହି ୨ ଟିମ୍ । ତେବେ ଲିଗ ମ୍ୟାଚରୁ ହିଁ ରୋମାଞ୍ଚକ ହେବ ବୋଲି କ୍ରିକେଟ…

ଅକ୍ଟୋବର ୧୭ରୁ ୟୁଏଇ ଓ ଓମାନରେ ଆୟୋଜିତ ହେବ ଟି-୨୦ ବିଶ୍ୱକପ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୧୭ ତାରିଖରୁ ୟୁଏଇ ଓ ଓମାନରେ ଖେଳାଯିବ ଟି-୨୦ ବିଶ୍ୱକପ । ଆଜି ଆଇସିସି ପକ୍ଷରୁ ଏଭଳି ସୂଚନା ଦିଆଯାଇଛି । କରୋନା ମହାମାରୀ ଯୋଗୁଁ ଭାରତରେ ଆୟୋଜନ ହେବାକୁ ଥିବା ଏହି ବଡ଼ ଟୁର୍ଣ୍ଣାମେଣ୍ଟ ୟୁଏଇ ଓ ଓମାନରେ ଖେଳାଯିବ । ୟୁଏଇର ଆବୁଧାବି, ଦୁବାଇ ଇଣ୍ଟର…