Odia News Portal
Browsing Tag

temple

ଆଜି ମହାପ୍ରଭୁଙ୍କ ପଇତା ଲାଗି ନୀତି

ଶ୍ରୀମନ୍ଦିରରେ ଆଜି ମାର୍ଗଶୀର କୃଷ୍ଣ ଦଶମୀ ତିଥିରେ ଶ୍ରୀଜିଉଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀଜିଉ ନୂଆ ପଇତା ପରିଧାନ କରିବେ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ଅପରାହ୍ନ ୪ଟା ରୁ ଏହି ନୀତିକାନ୍ତି ଆରମ୍ଭ ହେବ । ଏହି ଉପଲକ୍ଷେ ଅପରାହ୍ନ…

ଦୀପାବଳିରେ ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ବଡ଼ଦାଣ୍ଡରେ ବଡ଼ବଡ଼ୁଆ ମନା। ଦୀପାବଳି ଦିନ ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ କାଠି ଜାଳିବା ମନା। ବନ୍ଦ ରହିବ ସାଧାରଣ ଦର୍ଶନ। ବୀରଗୋବିନ୍ଦପୁର ଦକ୍ଷିଣକାଳୀଙ୍କ ନିକଟରେ ଜାରି ହେବ ୧୪୪ଧାରା। ଏନେଇ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ଭବତାରଣ ସାହୁ। ଶ୍ରୀମନ୍ଦିର ସମ୍ମୁଖରେ ବଡ଼ବଡ଼ୁଆ…

ଶ୍ରୀକ୍ଷେତ୍ରରେ ପୁଣିଥରେ ଆରମ୍ଭ ହେଲା ଉଚ୍ଛେଦ କାମ

ପୁରୀ: କିଛି ଦିନର ବ୍ୟବଧାନ ପରେ ଶ୍ରୀମନ୍ଦିର ଚାରିପାଖରୁ ପୁଣି ଉଚ୍ଛେଦ ଆରମ୍ଭ ହୋଇଛି । ଶ୍ରୀନହର ସମ୍ମୁଖରେ ଥିବା ଶ୍ରୀମନ୍ଦିର କାର୍ଯ୍ୟାଳୟର ପୁରାତନ କୋଠାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି । ଶ୍ରୀମନ୍ଦିରର ୭୫ ମିଟର ଐତିହ୍ୟ କରିଡର ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୯୬…

ମହାପ୍ରଭୁଙ୍କ ଦର୍ଶନ ଲାଗି ନୂଆ ନିୟମ, ଏଣିକି…

ପୁରୀ: ପୁରୀ ବାସୀଙ୍କ ପାଇଁ ଖୁସି ଖବର । ଏଣିକି ବିନା ଲାଇନରେ ଛିଡା ହୋଇ ଦର୍ଶନ କରିପାରିବେ କେବଳ ଜିଲ୍ଲା ବାସୀ । ପୌରାଞ୍ଚଳ ବାସୀଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ଵାରରେ ପ୍ରବେଶ ପ୍ରସଙ୍ଗ ନେଇ ବୈଠକ ବସିଥିଲା । ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।ନଭେମ୍ବର ୧ରୁ ପଶ୍ଚିମ ଦ୍ଵାର ଦେଇ…

ପୁଣି ଆରମ୍ଭ ହେଲା ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ଉଚ୍ଛେଦ କାମ

ପୁରୀ: ଶ୍ରୀକ୍ଷେତ୍ରର ହେଉଛି ଉନ୍ନତିକରଣ । ଶ୍ରୀମନ୍ଦିର ୭୫ ମିଟର ସୁରକ୍ଷା ଜୋନ ମଧ୍ୟରେ ପୁଣିଥରେ ଉଚ୍ଛେଦ ଆରମ୍ଭ ହୋଇଛି। ସୋମବାର ବାସେଳୀ ସାହି ମୌଜା ଗାଣ୍ଡୁଆଚଉରା ଛକରେ ଥିବା ୩ଟି ଘରୋଇ କୋଠାକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ପ୍ରତ୍ୟକ୍ଷ…

ଶ୍ରୀକ୍ଷେତ୍ର ଶ୍ରୀନଅରରେ ସୁନିଆଁ ଉତ୍ସବ ପାଳିତ

ପୁରୀ: ଶ୍ରୀକ୍ଷେତ୍ରରେ ପ୍ରତିଦିନ ଉତ୍ସବ । ଜଗାର ପ୍ରତିଦିନ ରହିଛି ଅନେକ ନୀତି ନିୟମ । ବାର ମାସରେ ତେର ପର୍ବ ହୋଇଥିବା ବେଳେ ପୁରୀରେ କିନ୍ତୁ ପ୍ରତିଦିନ ଉତ୍ସବ ଭଳି ଲାଗେ । ତେବେ ଗଜପତିଙ୍କ ଶ୍ରୀନଅରରେ ପାଳିତ ହୋଇଛି ସୁନିଆଁ ଉତ୍ସବ । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ରାଜତ୍ୱର…

ଆଜି ବଡ଼ ଦେଉଳରେ ରାଧାଷ୍ଟମୀ ପର୍ବ

ପୁରୀ: ଶ୍ରୀକ୍ଷେତ୍ରରେ ସବୁଦିନ ପର୍ବ । ମହାପ୍ରଭୁଙ୍କ ପ୍ରତିଦିନ ରହୁଛି ନୂଆ ନୂଆ ନୀତି । ନଗର ପରିକ୍ରମା କରି ଶ୍ରୀଜମ୍ୱେଶ୍ୱରଙ୍କ ମନ୍ଦିରରେ ଶ୍ରୀସୁଦର୍ଶନ ମହାପ୍ରଭୁ ବିଜେ କରିବେ। ଶ୍ରୀଜମ୍ବେଶ୍ୱର ଠାକୁରେ ଦେବେ ବଡ଼ଦେଉଳ ଆୟବ୍ୟୟର ହିସାବ । ପରମ୍ପରା ଅନୁଯାୟୀ ଜମ୍ବେଶ୍ୱର ମହାଦେବଙ୍କ…

ଆଜିଠୁ ତିନିଦିନ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: ଆଜିଠୁ ତିନିଦିନ ବନ୍ଦ ରହିବ ଶ୍ରୀମନ୍ଦିର । ଶ୍ରୀମନ୍ଦିର ବନ୍ଦ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସୋମବାରଠୁ ଶ୍ରଦ୍ଧାଳୁଙ୍କ ଲାଗି ମନ୍ଦିର ଖୋଲିବାକୁ ଥିବା ବେଳେ, ନୂଆ କଟକଣା ଅନୁଯାୟୀ ଦର୍ଶନ କରିବେ ଶ୍ରଦ୍ଧାଳୁ । ପ୍ରଶାସନର ସୂଚନା ଅନୁଯାୟୀ, ଆଜି ଗଣେଶ…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କୃଷ୍ଣ ବଳରାମ ବେଶ, ଜାଣନ୍ତୁ ଏହି ବେଶର କଣ ରହିଛି ରହସ୍ୟ

ପୁରୀ: ସେ କାଳିଆ ସାଆନ୍ତ । ତାଙ୍କର ବାର ମାସରେ ତେର ପର୍ବ । ଆଉ ଶ୍ରୀମନ୍ଦିରରେ ବାର ମାସରେ ମହାପ୍ରଭୁଙ୍କ ଅନେକ ବେଶ ଅନୁଷ୍ଠିତ ହୋଇଥାଏ । ସେହିଅନୁଯାୟୀ ଭାଦ୍ରବ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି ଅସରରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ କୃଷ୍ଣ ବଳରାମ ବେଶ । ମଧ୍ୟାହ୍ନ ଧୂପ ବଢିବା ପରେ…

ଆଜି ମହାପ୍ରଭୁଙ୍କ ରାହୁରେଖା ନୀତି

ପୁରୀ: ଶ୍ରୀକ୍ଷେତ୍ରରେ ସବୁଦିନ ଯାତ୍ରା । କାଳିଆ ଠାକୁରଙ୍କ ନୀତି ନିୟମ ନିଆରା । ତେବେ ଆଜି ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ହୋଇଥିବାରୁ ମହାପ୍ରଭୁଙ୍କ ରାହୁରେଖା ନୀତି ସମ୍ପନ୍ନ ହେବ । ଅପରାହ୍ନ ୨ ଟାରୁ ସର୍ବସାଧାରଣଙ୍କ ପାଇର୍ ଦର୍ଶନ ବନ୍ଦ ରହିବ । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ…