Odia News Portal
Browsing Tag

temple

ଆଉ ଅଳ୍ପ ସମୟ ମଧ୍ୟରେ ବସିବ ପୁନର୍ଗଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ: ନିକଟରେ ଶ୍ରମନ୍ଦିର ପରିଚାଳନା କମିଟି ଗଠନ ହୋଇଛି । ତେବେ ନୂଆ କମିଟି କଣ ସଂସ୍କାର ଆଣୁଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର । ତେବେ ପୁନର୍ଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ ଆଜି ବସିବ । ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମଧ୍ୟ ଯୋଗ ଦେବେ…

ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଆଜି ୪ ଘଣ୍ଟା ଲାଗି ଶ୍ରୀମନ୍ଦିରରେ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଆଜି ଭାଦ୍ରବ ମାସ କୃଷ୍ଣ ତୃତୀୟା ତିଥି। ଏହି ଅବସରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନୀତି ଗୁପ୍ତ ନୀତି ହୋଇଥିବାରୁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ୟ୍ୟନ୍ତ…

ଧର୍ମାନୁଷ୍ଠାନ ଖୋଲିବା ନେଇ ଗାଇଡ୍ ଲାଇନ୍ ଜାରି କଲା ବିଏମସି

ଆସନ୍ତା ସେପ୍ଟେମ୍ବର ମାସରୁ ବିଏମସି ଅଞ୍ଚଳରେ ଖୋଲିବାକୁ ଯାଉଛି ଧର୍ମାନୁଷ୍ଠାନ । ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାରେ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଅନୁମତି ମିଳିଥିବା ବେଳେ ବିଏମସି ଅଞ୍ଚଳରେ ଧର୍ମାନୁଷ୍ଠାନ ଖୋଲିବା ନେଇ ବିଏମସି ଟିକେ ଡେରିରେ ନିଷ୍ପତି ନେଇଥିଲା । ତେବେ…

ଶ୍ରୀମନ୍ଦିର ପରିଚାଳନା କମିଟି ପୁନର୍ଗଠିତ

ପୁରୀ: ପୁନର୍ଗଠିତ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି । ୧୦ ଜଣ ସଦସ୍ୟଙ୍କୁ ମନୋନୀତ କଲେ ରାଜ୍ୟ ସରକାର । ବରିଷ୍ଠ ଅଇନିଜୀବି ଅଶୋକ ମହାପାତ୍ର ହେଲେ ସଦସ୍ୟ । ମୁକ୍ତି ମଣ୍ଡପକୁ ପ୍ରତିନିଧିତ୍ୟ କରିବେ ଅଶୋକ ମହାପାତ୍ର । ପୂଜାପଣ୍ଡା ନିଯୋଗ ସେବାୟତ ମାଧବ ପୂଜାପଣ୍ଡା ସଦସ୍ୟ ।…

ଅଗଷ୍ଟ ୨୩ ତାରିଖରୁ ଭୁବନେଶ୍ୱର ମହାନଗର ନିଗମର ଅଞ୍ଚଳରେ ଖୋଲିବ ଧର୍ମାନୁଷ୍ଠାନ

ଅଗଷ୍ଟ ୨୩ ତାରିଖରୁ କରୋନା କଟକଣା ଭିତରେ ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ । ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଗୁରୁଦ୍ୱାରକୁ ଭକ୍ତଙ୍କ ପାଇଁ ଖୋଲିବାକୁ ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମୁନିସପାଲ କର୍ପୋରେସନ୍ । ତେବେ ଶ୍ରୀ ଲିଙ୍ଗରାଜ ମନ୍ଦିର ଖୋଲିବ କି ନାହିଁ, ଏହି ନିଷ୍ପତ୍ତି…

ଖୋଲିଲା ଘଟଗାଁ ମା ତାରିଣୀ ମନ୍ଦିର

ଖୋଲିଲା ଘଟଗାଁର ମା’ ତାରିଣୀ ମନ୍ଦିର । ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶକ୍ତି ପୀଠ ଘଟଗାଁର ମା’ ତାରିଣୀ ମନ୍ଦିର ମଙ୍ଗଳବାରଠୁ ଖୋଲିଛି। କରୋନା କଟକଣା ମାନି ମାଆଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । କଟକଣାକୁ ବଧ୍ୟାତାମୂଳକ କରାଯାଇଛି। ମନ୍ଦିର ମଧ୍ୟକୁ ୧୦ ବର୍ଷରୁ କମ ଓ ୬୫ ବର୍ଷରୁ ଅଧିକ…

ଆଜିଠୁ ଖୋଲିଲା ଖୋର୍ଦ୍ଧା ଜିଲ୍ଲାର ଧର୍ମାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରଭାବ କମୁଥିବା ବେଳେ ରାଜ୍ୟରେ ଆରମ୍ଭ ହୋଇଛି ଅନଲକ୍ ପର୍ଯ୍ୟାୟ । କଟକଣା କୋହଳ ହେବା ସହିତ ଧିରେ ଧିରେ ପୁଣି ସବୁ କିଛି ପୂର୍ବ ସ୍ଥିତିକୁ ଫେରୁଛି । ଅନ୍ୟପଟେ ଦୀର୍ଘ ଦିନର ଅପେକ୍ଷା ପରେ ଏବେ ଭକ୍ତ ଓ ଭଗବାନଙ୍କ ମିଳନ ହେବାକୁ…

ଭୁବନେଶ୍ୱରରେ ଖୋଲିବ ଧର୍ମାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଭନ୍ନ ପ୍ରସିଦ୍ଧ ଧର୍ମାନୁଷ୍ଠାନମାନ ଖୋଲିଲାଣି । ଧବଳେଶ୍ୱରଙ୍କଠାରୁ ଆରମ୍ଭ କରି ବଳଦେବଜୀୟଙ୍କ ପୀଠ ସବୁଠି ଭକ୍ତଙ୍କ ପ୍ରବେଶ ହେଲାଣି । ଭୁବନେଶ୍ୱରରେ ଧର୍ମାନୁଷ୍ଠାନ ଖୋଲିବା ପାଇଁ ବିଏମସି କମିଶନରଙ୍କ ବୈଠକ ଅନୁଷ୍ଠିତ ହୋଇଛି । ବିଭିନ୍ନ…

ଆସନ୍ତାକାଲିଠୁ ଜଗତସିଂହପୁର ଜିଲ୍ଲାରେ ଖୋଲିବ ଧର୍ମାନୁଷ୍ଠାନ

ଜଗତସିଂହପୁର: ଆସନ୍ତାକାଲିଠୁ ଜଗତସିଂହପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ । ଜିଲ୍ଲାପାଳ-ମନ୍ଦିର କର୍ମକର୍ତ୍ତାଙ୍କ ଆଲୋଚନା ପରେ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଶାରଳା ପୀଠ, ଗୋରଖନାଥ ପୀଠ ସହ ସମସ୍ତ ମନ୍ଦିର ଖୋଲିବାକୁ ଅନୁମତି ରହିଛି । ସକାଳ ୭ଟା ୩୦ରୁ ସନ୍ଧ୍ୟା ଆଳତୀ…

କରୋନା କଟକଣା ମଧ୍ୟରେ ଖୋଲିଲା ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନ

ଭୁବନେଶ୍ୱର: କରୋନା କଟକଣା ଲାଗି ଦୀର୍ଘଦିନ ହେବ ବନ୍ଦ ହୋଇ ପଡି ରହିଥିବା ଧର୍ମାନୁଷ୍ଠାନ ଆଜିଠାରୁ ଖୋଲିଛି । ଉପାନ୍ତରୁ ଉପକୂଳର ପ୍ରାୟ ଧର୍ମାନୁଷ୍ଠାନ ଖୋଲିଛି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର ଖୋଲିଥିବା ବେଳେ କେନ୍ଦ୍ରାପଡ଼ାର ବଳଦେବ ଜୀଉଙ୍କ ମନ୍ଦିର ମଧ୍ୟ…