Odia News Portal
Browsing Tag

vigilance raid

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

୫୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ । ତାଳଚେର RWSS ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାହୁ । କଣିହାଁ ଅଞ୍ଚଳର ଜଣେ ଠିକାଦାରଙ୍କର ବକେୟା ବିଲ୍‌ ପାସ୍‌ କରାଇ ଦେବାକୁ କହି ନେଉଥିଲେ ଲାଞ୍ଚ । ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଯାଞ୍ଚ କରୁଛି…

ମାଲକାନଗିରିରେ ଯନ୍ତ୍ରୀଙ୍କ ଘରୁ ମିଳିଲା ରେକର୍ଡ ପରିମାଣର ଟଙ୍କା

ମାଲକାନଗିରିର ଅଧିକ୍ଷଣ ଯନ୍ତ୍ରୀ ଆଶୀଷ କୁମାର ଦାସଙ୍କ ଘରୁ ମିଳିଲା 1 କୋଟି 36 ଲକ୍ଷ 75 ହଜାର ଟଙ୍କା । ଚତୁର୍ଥ ଦିନ ରେଡ ସମୟରେ ଭିଜିଲାନ୍ସ 1 କୋଟି 15 ଲକ୍ଷ ଟଙ୍କା ଜବତ କରିଛି । ପ୍ରଥମ ଦିନ 21 ଲକ୍ଷ 75 ହଜାର ଟଙ୍କା ଜବତ କରିଥିବା ବେଳେ 602 ଗ୍ରାମ ସୁନା ଜବତ କରିଥିଲା । ଜବତ…

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ-୧ ର ନିର୍ବାହୀ ଯନ୍ତ୍ରୀ ଆଶିଷ ଦାସ । ମାଲକାନଗିରି ଡି.ସି.ବି ବ୍ୟାଙ୍କରେ ନଗଦ ୧୦ ଲକ୍ଷ ଟଙ୍କା ଜମା କରିବାକୁ ଯାଇଥିବା ସମୟରେ ଦୁର୍ନୀତି ନିବାରଣ ବିଭାଗ ତରଫରୁ ଚଢ଼ାଉ କରାଯାଇ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦାସଙ୍କୁ ଗିରଫ…

ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ

ଭିଜିଲାନ୍ସ ଜାଲରେ କୃଷି ଅଧିକାରୀ । ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏମ୍. ଆନନ୍ଦ ରାଓଙ୍କ ଘରେ ଭିଜିଲାନ୍ସ୍ ଚଢାଉ । ଏକକାଳୀନ ୬ଟି ସ୍ଥାନରେ ଚଢାଉ ଜାରି ରହିଛି । ନବରଙ୍ଗପୁର ବାସଭବନ ସହ, ମାଲକାନଗିରି କାର୍ୟ୍ୟାଳୟ ବାସଭବନ ଏବଂ ବିଶାଖାପାଟଣାରେ ଚାଲିଛି ରେଡ୍ । ଆୟ ବହିର୍ଭୂତ…

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନରେ ଦୁର୍ନିତୀକୁ ଦିଆଯିବ ନାହିଁ ପ୍ରଶୟ । ଭିଜିଲାନ୍ସ ଜାଲରେ ପଡୁଛନ୍ତି ଜଣଙ୍କ ପରେ ଜଣେ ଲାଞ୍ଚୁଆ ବାବୁ । ଭୁବନେଶ୍ବର ଆର୍ ଆଣ୍ଡ ବି ଡିଭିଜନର ସହକାରୀ ଯନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ଘରେ ପଶିଛନ୍ତି ଭିଜିଲାନ୍ସ ଅଧିକାରୀ । ଏକକାଳୀନ ୬ଟି ସ୍ଥାନରେ…

ତାଲା ଭାଙ୍ଗି ଘରେ ପଶିଲେ ଭିଜିଲାନ୍ସ ଟିମ୍

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଗ୍ରାମ୍ୟ ପୂର୍ତ୍ତ ଇଲେକ୍ଟ୍ରିକାଲ ଡିଭିଜନ ନିର୍ବାହୀ ଯନ୍ତ୍ରୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗନ୍ନାଥ ସେଠୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି । ୫ଟି ସ୍ଥାନରେ ଏକକାଳୀନ ରେଡ ଚାଲିଛି । ନିର୍ବାହୀ ଯନ୍ତ୍ରୀଙ୍କ ଘରୁ ନଗଦ ୧୬.୭୦…

ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର

ଅତିରିକ୍ତ ଏଏସପି ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । କୋଟି କୋଟି ଟଙ୍କାର ଆୟ ବର୍ହିଭୁତ ସଂପତ୍ତି ଠୁଳ କରିବା ଅଭିଯୋଗରେ ନିକଟରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ ତ୍ରିନାଥ । ଏପର୍ଯ୍ୟନ୍ତ ରାଜ୍ୟ ସରକାର 152 ଜଣ ଅଧିକାରୀଙ୍କୁ ଦୁର୍ନୀତି ଅଭିଯୋଗରେ…

ଭିଜିଲାନ୍ସ ଜାଲରେ ସୁନାବେଡ଼ା ଆସିଷ୍ଟାଣ୍ଟ ଇଞ୍ଜିନିୟର

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ସୁନାବେଡ଼ା ଆସିଷ୍ଟାଣ୍ଟ ଇଞ୍ଜିନିୟର ମନୋଜ କୁମାର ପାତ୍ର । ଖୋର୍ଦ୍ଧା, ଗଜପତି, ଗଞ୍ଜାମ ଓ କୋରାପୁଟ ଜିଲ୍ଲାର ୬ଟି ସ୍ଥାନରେ ରେଡ୍ ଚାଲଇଛି । ଭୁବନେଶ୍ୱର ପୋଖରୀପୁଟ କୋନିକା ଆପାର୍ଟମେଣ୍ଟରେ…

ଲାଞ୍ଚ ନେଉଥବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବିଇଓ

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବ୍ଲକ ଶିକ୍ଷା ଅଧିକାରୀ । ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଶିକ୍ଷାଧିକାରୀ ବ୍ରଜ କୁମାର ନାୟକ, କ୍ଷୀରୋଦ ଚନ୍ଦ୍ର ନାୟକ ନାମକ ଜଣେ ଶିକ୍ଷକଙ୍କଠାରୁ ୩୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ଏ ନେଇ ଭିଜିଲାନ୍ସ…

ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜ ଅଫିସର

କନ୍ଧମାଳ : ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜ ଅଫିସର । କନ୍ଧମାଳ ଜିଲ୍ଲା କେ.ନୂଆଗାଁ ଫରେଷ୍ଟ ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରାଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହୋଇଛି। ବୈରାଗୀ ଚରଣ ବେହେରାଙ୍କ କେ.ନୂଆଗାଁ ସ୍ଥିତ କାର୍ୟ୍ୟାଳୟ,…