ଭିଜିଲାନ୍ସ ଜାଲରେ ସୋନପୁର ଉପଜିଲ୍ଲାପାଳ
ଭିଜିଲାନ୍ସ ଜାଲରେ ସୋନପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ କିରାଣୀ ରମେଶ ପ୍ରସାଦ ନାଗ । ଗୁରୁବାର ସକାଳୁ ସକାଳୁ ରମେଶଙ୍କ ବଲାଙ୍ଗୀର ଶାନ୍ତିପଡା ଓ ତାଲପାଲିପଡା ଘରେ ଚଢାଉ କରିଛି ଭିଜିଲାନ୍ସ । ସେହିପରି ସୋନପୁର ଅଫିସରେ ମଧ୍ୟ ଚଢାଉ ଚାଲିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ!-->…