Odia News Portal
Browsing Tag

West Bengal election

ବଙ୍ଗରେ ମମତାଙ୍କ ତୃତୀୟ ଇନିଂସ ଆରମ୍ଭ

ପଶ୍ଚିମବଙ୍ଗ: ଆଜି ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦରେ ବସିଛନ୍ତି ମମତା ବାନାର୍ଜୀ । ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମମତା ବାନାର୍ଜୀ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ । ରାଜଭବନରେ ଏହି ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । କୋଭିଡ ସ୍ଥିତିକୁ…

ନନ୍ଦିଗ୍ରାମରେ ଶୁଭେନ୍ଦୁଙ୍କ ଠାରୁ ହାରିଲେ ମମତା

କୋଲକାତା: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଆସନ ଉପରେ ସମସ୍ତେ ନଜରଥିବା ସମୟରେ ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀ ମମତାଙ୍କୁ ମାତ ଦେଇ ୧୬୨୨ ଭୋଟରେ ହାତେଇ ନେଇଛନ୍ତି | ନନ୍ଦିଗ୍ରାମ ଆସନରୁ ବିଜୟୀ ହୋଇଛନ୍ତି ବିଜେପିର ଶୁଭେନ୍ଦୁ ଅଧିକାରୀ ବିଜୟ ହୋଇଛନ୍ତି । ନିଜର ବିରୋଧୀ ତଥା ଟିଏମସି ନେତ୍ରୀ…

ପଶ୍ଚିମବଙ୍ଗରେ ଦିଦିଙ୍କ ହାତରୁ ଖସୁଛି ନନ୍ଦିଗ୍ରାମ ଆସନ !

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି ରହିଛି । ପଶ୍ଚିମବଙ୍ଗରେ ଉଭୟ ଟିଏମସି ଏବଂ ବିଜେପି ନିଜ ନିଜର ବିଜୟ ଦାବି କରୁଛନ୍ତି। ତେବେ ଏବେ ଏହା ଦେଖିବାକୁ ବାକି ରହିଲା ଯେ ବେଙ୍ଗଲର ଲୋକମାନେ କାହା ଉପରେ ବିଶ୍ୱାସ କରୁଛନ୍ତି |ପଶ୍ଚିମବଙ୍ଗରେ ବିଜେପିଠାରୁ ବହୁ…

ପଶ୍ଚିମବଙ୍ଗ ବିଧାନସଭା : ଆକଳନଠୁ ବହୁ ଆଗରେ ଟିଏମସି

କୋଲ୍‌କାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଶାସକ ତୃଣମୂଳ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହୋଇଥିଲେ ବି ସଦ୍ୟତମ ସୂଚନା ଅନୁସାରେ ସଂଖ୍ୟା ଗରିଷ୍ଠତା ସୀମା ଟପି ସମ୍ପ୍ରତି ‘ଟିଏମ୍‌ସି’ ‘ବିଜେପି’ ଠାରୁ ଆଗୁଆ ରହିଛି। ପୂର୍ବାହ୍ନ ୧୧ଟା…

ଦ୍ୱିତୀୟ ଥର ପାଇଁ କରୋନା ପଜିଟିଭ୍‌ ହେଲେ ବାବୁଲ ସୁପ୍ରିୟୋ

କୋଲକାତା: ଦେଶରେ ଅଣାୟତ୍ତ କରୋନା ସଂକ୍ରମଣ | ଦୈନିକ ୩ ଲକ୍ଷ ପାର କରୁଛି ସଂକ୍ରମଣ ସଂଖ୍ୟା । ଏହାରି ଭିତରେ ନିର୍ବାଚନ ଚାଲିଥିବା ପଶ୍ଚିମବଙ୍ଗରେ ସ୍ଥିତି ସାଙ୍ଘାତିକ ହେବାକୁ ବସିଲାଣି। ଆଜି କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବାବୁଲ ସୁପ୍ରିୟୋ ପୁଣି ଥରେ କରୋନାରେ ଆକ୍ରାନ୍ତ…

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା, ୪ ମୃତ

କୋଲକାତା: ପଶ୍ଚିମବଙ୍ଗରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ । ଏହି ପର୍ଯ୍ୟାୟରେ ୫ ଟି ଜିଲ୍ଲାର ୪୪ ଟି ଆସନ ପାଇଁ ମତଦାନ କରାଯାଉଛି ।ତେବେ କୁଚବିହାରର ସିତାଲକୁଚିରେ ବିଜେପି ଓ ଟିଏମସି କାର୍ଯ୍ୟକର୍ତ୍ତା ମୁହାଁମୁହିଁ ହୋଇଛନ୍ତି । ବୁଥ୍ ନମ୍ବର ୨୮୫ରେ ଥିବା ମତଦାନ…