Odia News Portal
Browsing Tag

westbengal

ଟିଏମସିରେ ମିଶିଲେ ଲିଆଣ୍ଡର ପେସ୍

କୋଲକାତା: ପଶ୍ଚିମବଙ୍ଗରେ ଅଧିକ ବଳଶାଳୀ ହେବାକୁ ଲାଗିଛି ଟିଏମସି । ମମତା ବାନାର୍ଜୀଙ୍କ ନେତୃତ୍ୱରେ ସାରା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବହୁ ନେତା ବିଜେପି ଛାଡ଼ି ଟିଏମସିରେ ଯୋଗ ଦେଉଛନ୍ତି । ତେବେ ଆଜି ପୁଣି ଜଣେ ଷ୍ଟାର ଟିଏମସିରେ ସାମିଲ ହୋଇଛନ୍ତି । ଭାରତୀୟ ଟେନିସ ଖେଳାଳୀ…

ବିପୁଳ ଭୋଟରେ ଜିତିଲେ ମମତା

କୋଲକାତା: ପଶ୍ଚିମବଙ୍ଗର ଭବାନୀପୁର ଆସନରେ ବିପୁଳ ଭୋଟରେ ଜିତିଛନ୍ତି ମମତା ବାନାର୍ଜୀ । ୫୮ ଜହାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ଦିଦି । ବିଜେପି ପ୍ରାର୍ଥୀ ପ୍ରିୟଙ୍କାଙ୍କୁ ସେ ଶୋଚନୀୟ ଭାବେ ପରାଜିତ କରିଛନ୍ତି । ୨୧ ରାଉଣ୍ଡର ଗଣତି ପରେ ମମତା ବିଜୟୀ ହୋଇଛନ୍ତି । ଆନୁଷ୍ଠନିକ ଭାବେ…

ଭବାନୀପୁର ଆସନରେ ଦିଦି ଆଗରେ

କୋଲକାତା: ପଶ୍ଚିମବଙ୍ଗର ଭବାନୀପୁର ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ଆଜି ବାହାରୁଛି । ଟିଏମସି ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆସନରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ତେବେ ତୃତୀୟ ରାଉଣ୍ଡ ଗଣତି ସୁଦ୍ଧା ମମତା ଆଗରେ ରହିଛନ୍ତି । ସେ ବିଜେପି ପ୍ରାର୍ଥୀ…

ପାଚେରୀ ଭାଙ୍ଗିଲା ପଶ୍ଚିମବଙ୍ଗ

ବାଲେଶ୍ୱର: ନିର୍ମାଣାଧୀନ ପାଚେରିକୁ ପଶ୍ଚିମବଙ୍ଗ ପ୍ରଶାସନ ଭାଙ୍ଗିଥିବାର ଖବର ମିଳିଛି। ୫୦ଫୁଟରୁ ଅଧିକ ଓଡ଼ିଶା ଭିତରକୁ ପଶ୍ଚିମବଙ୍ଗ ପ୍ରଶାସନ ଧସେଇ ପଶି ପାଚେରି ଗଢିବା ଘଟଣାର ଖବର ପ୍ରସାରଣ ହେବାପରେ ପାଚେରୀ ଭାଙ୍ଗି ଦେଇଛି ପଶ୍ଚିମବଙ୍ଗ ପ୍ରଶାସନ। ସୂଚନା ମୁତାବକ ଚଳିତ ମାସ ୭…

ମମତାଙ୍କୁ ଭେଟିଲେ ବାବୁଲ ସୁପ୍ରିୟୋ, ଭେଟଘାଟ ପରେ ଏମିତି କହିଲେ ବାବୁଲ

କୋଲାତାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି ନିକଟରେ ଟିଏମସିରେ ଯୋଗଦେଇଥିବା ବାବୁଲ ସୁପ୍ରିୟୋ । ଟିଏମସିରେ ଯୋଗ ଦେବା ପରେ ସେ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କ ସହ ଏକ ମ୍ୟୁଜିକାଲ ମିଟିଂ କରିଛନ୍ତି । ଖବର ଅନୁଯାୟୀ ବାବୁଲ ସୁପ୍ରିୟୋ ତୃଣମୂଳ କଂଗ୍ରେସରେ…

ଓଡ଼ିଶାରେ ପୁଣି ପଶ୍ଚିମବଙ୍ଗର ଦାଦାଗିରି

ବାଲେଶ୍ୱର: ଆନ୍ଧ୍ର ପରେ ପରେ ପୁଣିଥରେ ଓଡ଼ିଶାରେ ଦାଦାଗିରି ଆରମ୍ଭ କରିଛି ପଶ୍ଚିମବଙ୍ଗ । ସୀମାନ୍ତରେ ତିଆରି କରିଛି ପାଚେରୀ । ଉଦୟପୁର ବେଳାଭୂମିରେ ଦ୍ଵିତୀୟ ଥର ପାଇଁ ପାଚେରୀ ନିର୍ମାଣ କାର୍ୟ୍ୟ କରୁଥିଲା ପଶ୍ଚିମବଙ୍ଗ। ସେଠାରେ ୧୪୪ ଧାରା ବଳବତ୍ତର ଥିଲେ ମଧ୍ୟ ପୁଣି ଜବରଦସ୍ତ…

ଟିଏମସିରେ ଯୋଗ ଦେବା ପରେ ଏମିତି କହିଲେ ବାବଲ ସୁପ୍ରିୟୋ

କୋଲକାତା: ଶନିବାର ଟିଏସିରେ ଯୋଗ ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ । କିଛିଦିନ ପୂବେ ସେ ବିଜେପିରୁ ଇସ୍ତଫା ଦେଇଥିଲେ ବାବୁଲ ସୁପ୍ରିୟୋ । ଟିଏମସିରେ ଯୋଗଦେବା ପରେ ବାବୁଲ କହିଛନ୍ତି କି, ମୋତେ କେବଳ ବେଞ୍ଚରେ ବସିବା ପସନ୍ଦ ନୁହଁ ତେଣୁ ମୁଁ ଦଳରୁ ଇସ୍ତଫା ଦେଇଛନ୍ତି…

ସତ୍ୟପାଠ ଦାଖଲ କଲେ ମମତା, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ଦିଦି

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପନିର୍ବାଚନ ଲାଗି ଗତକାଲି ନାମାଙ୍କନ ଭରିଥିବା ବେଳେ ଆଜି ସତ୍ୟପାଠ ଦାଖଲ କରିଛନ୍ତି । ନାମାଙ୍କନପତ୍ର ଦାଖଲ ସମୟରେ ସେ ସତ୍ୟପାଠରେ ନିଜ ସମ୍ପତ୍ତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସତ୍ୟପାଠ ଅନୁଯାୟୀ ତାଙ୍କ ପାଖରେ ନଗଦ ୬୯, ୨୨୫…

ଦିଦି ଭରିଲେ ନାମାଙ୍କନ

କୋଲକାତା: ନାମାଙ୍କନ ଭରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆସନ୍ତା ୩୦ ତାରିଖରେ ହେବାକୁ ଥିବା ଉପନିର୍ବାଚନ ଲାଗି ପ୍ରର୍ଥୀପତ୍ର ଦାଖଲକରିଛନ୍ତି ଦିଦି । ଭବାନୀପୁର ଆସନରୁ ପ୍ରତିଦ୍ୱନ୍ଦିତା କରିବେ ମମତା । ତେବେ ଆଜି ଉପନିର୍ବାଚନ ଲାଗି ନାମାଙ୍କନ ଭରିଛନ୍ତି । ଏହି…

ମମତାଙ୍କୁ ଟାର୍ଗେଟ କରିବେ ପ୍ରିୟଙ୍କା

କୋଲକାତା: ପଶ୍ଚିମବଙ୍ଗ ଉପନିର୍ବାଚନ ଦିନ ଯେତିକି ପାଖଉଛି ନିର୍ବଚନୀ ମଇଦାନ ସେତିକି ସରଗରମ ହେବାରେ ଲାଗିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ଆସନରୁ ଉପନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କ ବିପକ୍ଷରେ ବିଜେପିରୁ ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲ । । ସେହିପରି…