Odia News Portal
Browsing Tag

westbengal

ଆସନ୍ତା ୩୦ରେ ହେବ ମମତାଙ୍କ ଭାଗ୍ୟ ନିର୍ଦ୍ଧାରଣ

କୋଲକାତା: ଆସନ୍ତା ୩୦ରେ ହେବ ଉପନିର୍ବାଚନ । ପଶ୍ଚିମବଙ୍ଗରେ ଉପନିର୍ବାଚନ ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗର ଭବାନୀପୁର ସମେତ ସମସେରଗଞ୍ଜ ଓ ଜଙ୍ଗିପୁର ବିଧାନସଭା ଆସନ ପାଇଁ ତାରିଖ ଘୋଷଣା ସରିଛି । ଏଠାରେ ସେପ୍ଟେମ୍ବର ୩୦ ରେ ଭୋଟ ଗ୍ରହଣ ହେବ ଓ ଅକ୍ଟୋବର…

ପଶ୍ଚିମବଙ୍ଗରେ ପାଳନ ହେବ ‘ଖେଲା ହୋବେ’ ଦିବସ

କୋଲକାତା: ନିକଟରେ ସରିଛି ପଶ୍ଚିମବଙ୍ଗ ନିର୍ବାଚନ । ବିଜେପି ଓ ଟିଏମସି ମଧ୍ୟରେ ଏଠାରେ କଡା ଟକ୍କର ହୋଇଥିଲା । କିଏ ଏଠାରେ ବିଜୟ ହେବ ତାକୁ ନେଇ ଲାଗି ରହିଥିଲା ସସ୍ପେନ୍ସ । ମ୍ରା ସବୁକିଛି ଭୁଲ ପ୍ରମାଣିତ କରି ଏଠାରେ ବିପୁଳ ପରିାମାଣରେ ବିଜୟ ହୋଇଥିଲେ ମମତହ ବାନାର୍ଜୀଙ୍କ ଦଳ ଟିଏମସି ।…

ଆଜି ଟିଏମସିରେ ଯୋଗ ଦେଇପାରନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ୍‌

କୋଲକାତା: ପଶ୍ଚିମବଙ୍ଗରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଦିଦିଙ୍କ କ୍ରେଜ୍ । ନିକଟରେ ଯାଇଥିବା ସାଧାରଣ ନିର୍ବାଚନରେ ବିଜେପିକୁ ବିପୁଳ ସଂଖ୍ୟାରେ ହରାଇଥିବା ଟିଏମସି ଧିରେ ଧିରେ ଅଧିକ ଶକ୍ତିଶାଳୀ ହେବାକୁ ବସିଲାଣି । ବିରୋଧୀ ଶିବିର ଛାଡ଼ି ଟିଏମସିକୁ ବହୁ ନେତା ପ୍ରତ୍ୟାବର୍ତ୍ତନ କରୁଥିବା…

ପଶ୍ଚିମବଙ୍ଗରେ ଆରମ୍ଭ ହେଲା ଅନଲକ୍ ପ୍ରକ୍ରିୟା

କୋଲକାତା: ଦିଲ୍ଲୀ ପରେ ପଶ୍ଚିମବଙ୍ଗରେ ଖୋଲିଛି ଲକଡାଉନ । ପଶ୍ଚିମବଙ୍ଗରେ କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ଯାଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ କୋଭିଡ୍ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ଅନଲକ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତେବେ ଏହି ସମୟରେ…

ମୁକୁଲଙ୍କୁ ଟାର୍ଗେଟ କଲେ ଦିଲ୍ଲୀପ

କୋଲକାତା: ବିଜେପି ଛାଡ଼ି ପୁଣିଥରେ ଟିଏମସିକୁ ଫେରିଛନ୍ତି ପଶ୍ଚିମବଙ୍ଗର ଚର୍ଚ୍ଚିତ ରାଜନେତା ମୁକୁଲ ରାୟ । ବିଜେପି ଛାଡ଼ିବା ପରେ ତାଙ୍କୁ ଭାଷାରେ ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷ । ସେ କହିଛନ୍ତି କି ଯିଏ କଟ ମନିରେ ଅଭ୍ୟସ୍ତ ସେମାନେ ବିଜେପିରେ ରହିପାରିବେ…

କୃଷକଙ୍କ ଲାଗି ଖୁସି ଖବର, ବର୍ଷକୁ ମିଳିବ ୧୦ ହଜାର ଟଙ୍କା

କୋଲକାତା: କରୋନା କାଳରେ କୃଷକଙ୍କ ଲାଗି ଖୁସି ଖବର । କୃଷକଙ୍କ ଲାଗି ବଡ଼ ଘୋଷଣା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କୃଷକ ବନ୍ଧୁ ଯୋଜନା ଘୋଷଣା କରିଛନ୍ତି ମମତା । ଏହି ଯୋଜନାରେ ରାଜ୍ୟର ସମସ୍ତ କୃଷକ ମାନଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଦେବେ ରାଜ୍ୟ ସରକାର । ଗତକାଲି…