Odia News Portal
Browsing Tag

winter season

ରାଜ୍ୟରେ ପୁଣି ବଢିଲା ଶୀତ ଥରିଲା ଓଡିଶା

ରାଜ୍ୟରେ ବଢିଲା ଜାଡ, ଥରିଲା ଓଡିଶା । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ, ଓଡିଶା ର ୧୦ଟି ସହରର ରାତ୍ରି ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା। ଦାରିଙ୍ଗବାଡ଼ି ଏବଂ ଫୁଲବାଣୀ ସବୁଠାରୁ ଥଣ୍ଡା ସହର। ଏହି ଦୁଇ ସହରରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରି ରେକର୍ଡ କରାଯାଇଛି।…

ଆଜିଠୁ ଲେଉଟିବ ଶୀତ

ଆଜିଠୁ ପୁଣି ଫେରିବ ଶୀତ । କିଛି ଦିନ ଧରି ଲାଗିରହିଥିବା ବର୍ଷା କମିବା ସହ ଆଜି ପାଗରେ ପରିବର୍ତ୍ତନ ଆସିବ । ଆଜି ସକାଳ ସାଢେ ଆଠଟା ପର୍ୟ୍ୟନ୍ତ ବର୍ଷା ହେବା ନେଇ ୨୧ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟ ଭିତରେ ବିଶେଷ କରି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର…

ରାଜ୍ୟକୁ ଫେରିବ ଶୀତ

ଦିନକ ପରେ ରାଜ୍ୟକୁ ଫେରିବ ଶୀତ । ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୩ ତାରିଖରେ ଶୀତଲହରୀ ପାଇଁ ୫ଟି ଜିଲ୍ଲା ଝାରସୁଗୁଡ଼ା, ବରଗଡ଼, ସୋନପୁର, ସମ୍ବଲପୁର ଓ ବଲାଙ୍ଗିରକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। । ବିଶେଷ କରି ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ…

ଧୀରେ ଧୀରେ କମୁଛି ଶୀତର ଲହରୀ

ରାଜ୍ୟରେ କମୁଛି ଶୀତର ଳହରୀ । ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ । ୧୦ ଡିଗ୍ରୀ ତଳେ ରହିଛି ୫ଟି ସହରର ତାପମାତ୍ରା। ସର୍ବନିମ୍ନ ରାତି ତାପମାତ୍ରା ୮ଡିଗ୍ରୀ ସେଲସିୟସ ସହ ସୁନ୍ଦରଗଡ଼ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି। ଫୁଲବାଣୀ ଓ ଦାରିଙ୍ଗିବାଡ଼ିରେ ତାପମାତ୍ରା ୮.୫ ଡିଗ୍ରୀ ସେଲସିୟସ…

ଖସୁଛି ପାରଦ ବଢୁଛି ଜାଡ

ସାରା ଓଡିଶାକୁ ଥରାଉଛି ଶୀତ । ଦିନରେ ଘରୁ ବାହାରିବା ବି ଲୋକଙ୍କ ପାଇଁ ମୁସ୍କିଲ ହୋଇପଡିଲାଣି । ଗତ କିଛିଦିନ ହେଲା ଶୀତର ପ୍ରକୋପ ଏତେ ବଢିବାରେ ଲାଗିଛି, ପାରଦ ତଳମୁହାଁ ହୋଇ ରାଜ୍ୟର ୧୯ ଜିଲାରେ ୧୦ ଡିଗ୍ରୀ ସେଲ୍ସିୟସକୁ ହ୍ରାସ ପାଇଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସମାନ ଅବସ୍ଥା।

ଥରିଲାଣି ଓଡ଼ିଶା

ଭୁବନେଶ୍ୱର : ଧିରେ ଧିରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ରାଜ୍ୟର ୬ଟି ସହରରର ରାତ୍ରି ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ୯.୫ ଡିଗ୍ରୀ ସହ ଦାରିଙ୍ଗବାଡ଼ି ସବୁଠାରୁ ଥଣ୍ଡା ସହର ହୋଇଛି । ସେହିପରି କୋରାପୁଟରେ ୧୨.୨, ଫୁଲବାଣୀରେ ୧୨.୬, କେନ୍ଦୁଝରରେ ୧୪.୨ ଡିଗ୍ରୀ,…

ହାଡ଼ଭଙ୍ଗା ଶୀତରେ ଥରହର ସାରା ଓଡ଼ିଶା

ଭୁବନେଶ୍ୱର ()  ରାଜ୍ୟରେ ପ୍ରବଳ ହୋଇଛି ଶୀତ ଲହରୀ । ଆଂଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ରାଜ୍ୟର ୯ଟି ସହରରେ ତାପମାତ୍ରା ୯ ଡିଗ୍ରୀ ତଳେ ରହିଛି । ସୋନପୁର ସହରେ ସର୍ବନିମ୍ନ ୪ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ପାଣିପାଗ କେନ୍ଦ୍ରରୁ ମିଳିବା ସୂଚନା…

ଲଘୁଚାପ ନିଷ୍କ୍ରିୟ, ଆସୁଛି ଶୀତ

ଭୁବନେଶ୍ଵର() ୨ଦିନ ଧରି ଲଗାଣ ବର୍ଷାରେ ବେହାଲ ହୋଇପଡିଥିଲେ ରାଜ୍ୟବାସୀ। ଏପରିକି ବର୍ଷା ବିତ୍ପାତ କାରଣରୁ ସ୍କୁଲ କଲେଜ ସବୁ ଛୁଟି ଘୋଷଣା କରାଯାଇଥିଲା। ତେବେ ଲଘୁଚାପ ନିଷ୍କ୍ରିୟ ହୋଇଛି। ଆଜି ଲଘୁଚାପ ନିଷ୍କ୍ରିୟ ହୋଇଛି। ଆସାମ ଯାଏଁ ଟ୍ରପ ଲାଇନ୍ ସୃଷ୍ଟି ହୋଇଛି। ଏଥିପାଇଁ ଆଜି କିଛି…

୩୧ ଯାଏଁ ଶୀତର ଲହରୀ

ହାଡଭଙ୍ଗା ଶୀତ। ଜାଡରେ ଥରୁଛି ସାରା ଓଡ଼ିଶା। ଗାଁଠୁ ସହର , ଉପାନ୍ତରୁ ଉପକୂଳ ସବୁଠି ଶୀତର ଲହରୀ। ଲାଗାତାର ୪ଦିନ ହେଲାଣି ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିଛି। ୧୦ଡିଗ୍ରୀ ତଳକୁ ଖସିଛି ୯ଟି ସହରର ତାପମାତ୍ରା। ୩୧ତାରିଖ ଯାଏଁ ଏପରି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା…

ଥରୁଛି ଓଡିଶା

ରାଜ୍ୟର କୌଣସି ଗୋଟିଏ ବି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ନାହିଁ। କିନ୍ତୁ ଥରୁଛି ସାରା ରାଜ୍ୟ। ଦକ୍ଷିଣରୁ ପଶ୍ଚିମ, ଉପକୂଳ, ଉତ୍ତର ଓଡ଼ିଶାକୁ ଦୁଇ ଦିନ ହେଲା ଏମିତି ଅସ୍ତବ୍ୟସ୍ତ କଲାଣି କୋହଲା ପାଗ। ଭୀଷଣ ଜାଡ଼ ମାଡ଼ି ଆସିବା ଭଳି ସଙ୍କେତ ଦେଉଛି। ମନାଲି, ସିମଲା,…