Odia News Portal
Browsing Tag

winter

ଡିସେମ୍ବର ପହିଲାରୁ ଆରମ୍ଭ ହେବ ବିଧାନସଭା

ଡିସେମ୍ବର ପହିଲାରୁ ଆରମ୍ଭ ହେବ ବିଧାନସଭା ଶୀତକାଳୀନ ଅଧିବେଶନ । ଏହାପୂର୍ବରୁ ସୋମବାର ଦିନ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି ।ଚଳିତ ବର୍ଷ ୨୬ ଦିନ ଚାଲିବ ବିଧାନସଭା ବୋଲି ବାଚସ୍ପତି ସୂଚନା ଦେଇଛନ୍ତି । ବାଚସ୍ପତି ଆହୁରୀ ମଧ୍ୟ କରିଛନ୍ତି ଯେ, ବିଧାନସଭା ଆସନ୍ତା ୧ ରୁ ୩୧…

ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ସମସ୍ତଙ୍କର ହେବ କୋଭିଡ ଟେଷ୍ଟ

ବିଧାନସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ ଆରମ୍ଭ ହୋଇଛି କୋଭିଡ଼ ଟେଷ୍ଟ । ବିଧାନସଭା ପରିସରରେ ଚାଲିଛି କୋଭିଡ଼ ଟେଷ୍ଟ । ସଦସ୍ୟଙ୍କ ସହ ବିଧାନସଭା କର୍ମଚାରୀ, ସୁରକ୍ଷାକର୍ମୀଙ୍କର ଆରଟିପିସିଆର ସହ ଆଣ୍ଟିବଡ଼ି ଟେଷ୍ଟ ମଧ୍ୟ କରାଯାଉଛି । ଏହା ୩ ଦିନ ଧରି ଚାଲିବ । ସେପଟେ ବିଧାୟିକା…

କାର୍ତ୍ତିକ ପୂର୍ଣ୍ଣିମା ଯାଏ ରାଜ୍ୟରେ ଶୀତ ଅନୁଭୂତ ହେବ ନାହିଁ

ଭୁବନେଶ୍ୱର : କାର୍ତ୍ତିକ ପୂର୍ଣ୍ଣିମା ଯାଏ ରାଜ୍ୟରେ ଶୀତ ଅନୁଭୂତ ହେବ ନାହିଁ। ବର୍ଷା ଓ ମେଘୁଆ ପାଗ ଯୋଗୁଁ ଗତ କିଛି ଦିନ ହେବ ରାଜ୍ୟରେ ଶୀତର ପ୍ର କୋପ କମିଛି। ପାରଦ ସ୍ତର ସ୍ଥିର ରହିଥିବା ବେଳେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଏବେ…

ଥରିଲାଣି ଦାରିଙ୍ଗବାଡ଼ି

ଭୁବନେଶ୍ୱର : ସାରା ରାଜ୍ୟରେ ଜାରି ରହିଛି ଥଣ୍ଡାର ପ୍ରଭାବ । ଉତ୍ତରରୁ ଉପକୂଳ, ଦକ୍ଷିଣରୁ ପଶ୍ଚିମ, ସବୁଠୁ ଥରାଇଲାଣି ଥଣ୍ଡା । ୬ ସହରରେ ଗତକାଲି ବି ୧୫ ଡିଗ୍ରୀ ତଳେ ରହିଛି ପାରଦ । ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା ସହର । ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ସେଲସିୟସ୍…

ଶୀତରେ ବି ବ୍ୟବହାର କରିପାରିବେ ୱାଇପସ୍

କୌଣସି ଠାରେ ବି ଆପଣ ଫ୍ରେସ ହେବା ପାଇଁ କିମ୍ବା ଚେହେରାକୁ ସଫା କରିବା ପାଇଁ ଫେସ ୱାଇପ୍ସ ବ୍ୟବହାର କରିଥାଆନ୍ତି । ଏହା ସହ ଚେହେରାରେ ଚମକ ଆଣିବା ପାଇଁ ବି ଏହା ଖୁବ ସହାୟକ ହୋଇଥାଏ । କିନ୍ତୁ ଅଧିକାଂଶଙ୍କର ଧାରଣା ଥାଏ ଫେସ ୱାଇପ୍ସକୁ କେବଳ ମାତ୍ର ଗରମ ଦିନ ମାନଙ୍କରେ ହିଁ ବ୍ୟବହାର…

ଶୀତରେ କେମିତି ପାଇବେ ସର୍ଦ୍ଦିରୁ ରକ୍ଷା

ଶୀତଋତୁର ଆଗମନରେ ଚାରିଆଡ଼େ ଏବେ ଶୀତର ଲହରୀ ଖେଳିଗଲାଣି । ଆଲମିରାରୁ ସ୍ୱେଟର୍ ଏବଂ ମୋଟା ମୋଟା କମ୍ବଳ ବାହାରିବା ଆରମ୍ଭ ହୋଇଗଲାଣି । ଏହି ସମୟରେ ଖାଦ୍ୟପେୟର ଉଚିତ୍ ଧ୍ୟାନ ନଦେଲେ ନାନା ପ୍ରକାରର ରୋଗ କୁଣିଆ ହୋଇ ଶରୀରକୁ ଚାଲିଆସନ୍ତି । ତେବେ ଏଥିପାଇଁ ଶରୀର ପ୍ରତି ଯତ୍ନବାନ୍ ହେବା…

ରାଜ୍ୟରେ ଧୀରେ ଧୀରେ ଅନୁଭୂତ ହେଲାଣି ଶୀତ

ରାଜ୍ୟରେ ଧୀରେ ଧୀରେ ଶୀତ ଅନୁଭୁତ ହେଲାଣି । ହେଲେ ସବୁ ଅଂଚଳର ଶୀତ ଠାରୁ ନିଆରା କନ୍ଧମାଳର ଶୀତ । ଶୀତ ସାଙ୍ଗକୁ ଘନ କୁହୁଡି କନ୍ଧମାଳର ପରିବେଶକୁ ଆକର୍ଷଣୀୟ କରିଛି । ଚଳିତ ବର୍ଷର ପହିଲି ଶୀତର ମଜା ଉଠାଇବା ସହ ଫିଟ୍ ରହିବା ପାଇଁ ପ୍ରାତଃ ଭ୍ରମଣରେ ବାହାରି ଯାଉଛନ୍ତି ଲୋକେ । ସ୍ଥାନୀୟ…

ଏଥର ଥରିବ ଓଡ଼ିଶା

ଭୁବନେଶ୍ୱର: ସରିଛି ବର୍ଷା । ଆରମ୍ଭ ହେଉଛି ଶୀତ । ରାଜ୍ୟରେ ଆରମ୍ଭ ହୋଇଛି ଶୀତ ଋତୁ । ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଚଳିତ ବର୍ଷ ପହିଲିଶୀତ ଅନୁଭୂତ ହୋଇଛି। ଅଞ୍ଚଳରେ ସର୍ବନିମ୍ନ ତାପମାତ୍ର ୧୧ ଡିଗ୍ରୀ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।…

ବହୁତ ଭିଜିଲା, ଏଥର ଜାଡ଼ିବ

ଭୁବନେଶ୍ୱର: ସରି ସରି ଯାଉଛି ବର୍ଷା ଦିନ । ଅକ୍ଟୋବର ୨୩ ସୁଦ୍ଧା ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୂ ବିଦାୟ ନେଇଯିବ । ଏଣୁ ଆଉ ରାଜ୍ୟରେ ବର୍ଷା ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୨୧ ତାରିଖ ଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ । ତେବେ…

କମୁଛି ପାରଦ

ଜିଲ୍ଲା ଅପାତ୍ତକାଳୀନ କାର୍ୟ୍ୟାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଓଡିଶାର ସବୁଠାରୁ ଥଣ୍ତା ସହର ଫୁଲବାଣୀର ତାପମାତ୍ରା ୮.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଓଡିଶାର କାଶ୍ମୀର ଦାରିଙ୍ଗବାଡିର ତାପମାତ୍ରା ୧୦.୫ ରହିଛି। ଚଳିତ ବର୍ଷ ଏହା ସର୍ବନିମ୍ନ ତାପମାତ୍ରା ଥିବା ବେଳେ ଆଗକୁ…