Odia News Portal
Yearly Archives

2019

ଯାତ୍ରୀମାନଙ୍କୁ ବଡ ଝଟକା : ନୂଆବର୍ଷରେ ଭାରତୀୟ ରେଳବାଇ ଟିକେଟ୍ ଦର ବଢାଇଲା

ନୂଆଦିଲ୍ଲୀ : ନୂଆବର୍ଷରେ ଭାରତୀୟ ରେଳବାଇର ମହଙ୍ଗା ଗିଫ୍ଟ । ଜାନୁଆରୀ ୧ ତାରିଖରୁ ମହଙ୍ଗା ହେବ ରେଳଯାତ୍ରା । ନୂଆବର୍ଷରେ ଭାରତୀୟ ରେଳବାଇ ଟିକେଟ୍ ଦର ବଢାଇ ଯାତ୍ରୀମାନଙ୍କୁ ଏକ ବଡ ଝଟକା ଦେଇଛି । ଦୂରସ୍ଥାନକୁ ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ଏହାର ବଡ ପ୍ରଭାବ ପଡିବ । କାରଣ ଭାରତୀୟ…

ପ୍ରଦୀପ ଜେନାଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର : ୧୯୮୯ ବ୍ୟାଚର ଆଏଏସ ଅଫିସର ଶ୍ରୀ ପ୍ରଦୀପ ଜେନା ଓ ଶ୍ରୀମତି ମୋନା ଶର୍ମାଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି । ତାଙ୍କ ସହିତ କେନ୍ଦ୍ରୀୟ ଡେପୁଟେସନରେ ଥିବା ପରାଗ ଗୁପ୍ତାଙ୍କୁ ମଧ୍ୟ ପଦୋନ୍ନତି ଦିଆଯାଇଛି । ଶ୍ରୀ ଜେନା ଅତିରିକ୍ତ ମୁଖ୍ୟ ଶାସନ…

IPS ସ୍ତରରେ ଅଦଳବଦଳ

ଭୁବନେଶ୍ବର : ଆଇପିଏସ୍‌ ସ୍ତରରେ ଅଦଳବଦଳ । କ୍ରାଇମବ୍ରାଞ୍ଚ ଏଡିଜି ହୋଇଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ । ତାଙ୍କୁ ଅତିରିକ୍ତ ଡିଜି ଆଇନ ଶୃଙ୍ଖଳା ଦାୟିତ୍ୱ ଦିଆଯାଇଛି । ସେହିପରି ଜେଲ୍‌ ବିଭାଗ ଡିଜି ଭାବରେ ଏସ୍‌. କେ. ଉପାଧ୍ୟାୟଙ୍କୁ ମିଳିଛି ନିଯୁକ୍ତି । ଆଇନ ଶୃଙ୍ଖଳା ଏଡିଜି ଥିବା…

ରେକର୍ଡ ଭାଙ୍ଗିଲା ସାଇ ବାବାଙ୍କ ଦାନର ପରିମାଣ

ଏବର୍ଷ ଶିରିଡି ସାଇ ବାବାଙ୍କ ମନ୍ଦିରକୁ ମିଳିଛି ରେକର୍ଡ ପରିମାଣର ଦାନ ୨୮୭କୋଟି ଟଙ୍କା । ଗୁପ୍ତଦାନ ଭାବେ ମିଳିଛି ୧୫୬କୋଟି ୪୯ଲକ୍ଷ ୨ହଜାର ୩୫୦ଟଙ୍କା । ସମୁଦାୟ ଦାନ ଅର୍ଥରେ ରହିଛି ନଗଦ ୬୦କୋଟି ୮୪ଲକ୍ଷ ୮ହଜାର ୫୯୦ଟଙ୍କା । ୧୯୦୪୮.୮୬୦ ଗ୍ରାମ ସୁନା ଓ ୩୯୧୭୫୭.୪୭୦ ଗ୍ରାମ ରୁପା ବି ଦାନ…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଅଭିନେତ୍ରୀଙ୍କ ଫଟୋ

ମୁମ୍ବାଇ() ନେପାଳୀ ଅଭିନେତ୍ରୀ ଅଦିତୀ ବୁଧାଥୋକୀ ନିଜ କାତିଲାନା ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ରୂପରୁ ଯେତିକି ସୁନ୍ଦର ଗୁଣେରେ ମଧ୍ୟ ସେତିକି ସୁନ୍ଦର। ନିଜ ସ୍ବପ୍ନ ପୂରଣ କରିବା ପାଇଁ ଅଦିତୀ ନେପାଲ ଛାଡି ମାୟାନଗରୀ ମୁମ୍ବାଇରେ ପାଦ ଦେଇଥିଲେ। ଏବେ ବଲିଉଡରେ ନିଜ…

ପୁରୀ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସଂଶା କଲେ ଧର୍ମେନ୍ଦ୍ର

ପୁରୀ() ପୁରୀରେ Transformation ଓ  promotion in tourism sector କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସଂଶା କଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପୁରୀରେ ହୋଇଥିବା ଉନ୍ନତିକୁ ଦେଖି ମୁଖ୍ୟମନ୍ତ୍ରୀଙ୍କୁ ପ୍ରସଂଶା କରି କହିଛନ୍ତି, ରାଜ୍ୟ ସରକାରଙ୍କ…

ଜିରୋ ନାଇଟ ଉପରେ ପୋଲିସର କଡ଼ା ନଜର ରହିବ: ଅଭୟ

ଭୁବନେଶ୍ୱର() ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ନୂଆବର୍ଷ ପାଳନ । ନୂଆ ବର୍ଷ ପାଳନ ପାଇଁ ଚାରିଆଡେ ଉତ୍ସବର ମାହୋଲ । ସେପଟେ ନବବର୍ଷ ପାଇଁ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପୋଲିସ ଡିଜି ଅଭୟ । ନୂଆବର୍ଷ ପାଳନ ବେଳେ ଜନସାଧାରଣଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ । ଜିରୋ ନାଇଟ୍…

ବଜାରକୁ ଆସିଲା ଜିଓ ମାର୍ଟ

ନୂଆଦିଲ୍ଲୀ() ମୁକେଶ ଅମ୍ୱାନୀ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ (ଆରଆଇଏଲ) ଆରମ୍ଭ କରିଛି ଜିଓମାର୍ଟ। ଆରଆଇଏଲର ରିଟେଲ କମ୍ପାନୀ ରିଲାଏନ୍ସ ରିଟେଲ ସୋମବାରଠୁ ନିଜର ଜିଓ ଟେଲିକମ ଗ୍ରାହକଙ୍କୁ ବିକିବା ଆରମ୍ଭ କରିଛି। ଏଥିପାଇଁ ଜିଓମାର୍ଟ ସାଇଟକୁ ଯାଇ ପଞ୍ଜିକରଣ କରିବାକୁ ପଡ଼ିବ।…

ନୂଆବର୍ଷରେ ବଢିବ ସୁନାଦର

ନୂଆଦିଲ୍ଲୀ () ନୂଆବର୍ଷରେ ବଢିବ ସୁନାଦର । ଗବେଷଣା ନିର୍ଦ୍ଦେଶକ କହିବାନୂସାରେ, ନୂଆବର୍ଷରେ ସୁନାଦର ୪୫ହଜାର ଟପିବା ସମ୍ଭାବନା ରହିଛି । ନୂଆ ବର୍ଷରେ ମଧ୍ୟ ବିଶ୍ୱ ଅର୍ଥନୀତି କ୍ଷେତ୍ରରେ ଅସ୍ଥିରତା ଅବ୍ୟାହତ ରହିବ । ଚୀନ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଜାରି ରହିବ । ଏହା ଫଳରେ…

ବିଜୟ କେତନଙ୍କ ଚାନ୍ଦା କଲେକ୍ସନ ଏଜେଣ୍ଟ ଥିଲେ ସନ୍ତୋଷ

ଭୁବନେଶ୍ୱର () ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେବା ପରେ ଅନେକ ଅସମାହିତ ପ୍ରଶ୍ନ ଉଠିଛି। ସେ କାହାଠୁ ଓ କାହିଁକି ଲାଞ୍ଚ ନେଉଥିଲେ। ଭିଜିଲାନ୍ସ ତାଙ୍କୁ କେମିତି ଜାଲ ବିଛାଇ ଟ୍ରାପ କରିଥିଲା । ବିଜୟ ଉପାଧ୍ୟାୟ ଓ ଗିରଫ ହୋଇଥିବା ୟେସ ବ୍ୟାଙ୍କ ଲୋକ…