Odia News Portal
Monthly Archives

January 2019

ଏବେ ବି ସାଢ଼େ ଚାରି କୋଟି ଓଡ଼ିଆଙ୍କ ହୃଦୟର ରାଜା ନବୀନ

ଭୁବନେଶ୍ୱର () ବିରୋଧୀଙ୍କ କୌଣସି ଅଭିଯୋଗ ଓଡିଶାବାସୀଙ୍କ ମନକୁ ଛୁଉଁନି । ଏବେ ନବୀନ ଲୋକପ୍ରିୟତାରେ ସବୁଠୁ ଆଗରେ । ରାଜ୍ୟର ସର୍ବାଧିକ ଲୋକ ନବୀନଙ୍କୁ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡ଼େ ପଲିଟିକାଲ ଷ୍ଟକ ଏକ୍ସଚେଞ୍ଜ ରିପୋର୍ଟ…

ସମସ୍ୟା ବୁଝିବ କମିଟି

ଭୁବନେଶ୍ବର () ବିଭିନ୍ନ ସଂଗଠନ ଓ ସଂଘର ବିଭିନ୍ନ ସମସ୍ୟାର ଅନୁଧ୍ୟାନ ଓ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଆଜି ଏକ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି । ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି । ଏହି କମିଟିରେ ବାଣିଜ୍ୟ ଓ ପରିବହନ…

ପିଆଜ ଖାଇବା ଦ୍ୱାରା କେଉଁ କେଉଁ ଉପକାର ମିଳେ ଜାଣନ୍ତୁ …

ଖାଦ୍ୟକୁ ସ୍ବାଦିଷ୍ଟ କରିଥାଏ ପିଆଜ । ଏହା ସହିତ ପିଆଜର ରହିଛି ଅନେକ ଔଷଧୀୟ ଗୁଣ । ବେଶ୍ କିଛି ରୋଗକୁ ଭଲ କରିଥାଏ ଏହି ପିଆଜ । ପିଆଜରେ କେଲିସିନ ଏବଂ ଭିଟାମିନ୍ ‘ବି’ ପର୍ୟ୍ୟାପ୍ତ ପରିମାଣରେ ମିଳିଥାଏ। ପିଆଜ ଜିବାଣୁ ନିରୋଧକ, ମାନସିକ ଚାପକୁ ଭଲ କରେ, ଯନ୍ତ୍ରଣା ନିବାରକ, ମଧୁମେହ…

ଭୁବନେଶ୍ୱରର ଗୋଟିଏ ମଂଚରେ ଶ୍ରୀକାନ୍ତ ଓ କେଜି୍ରୱାଲ

ଆମ ଆଦମୀର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜି୍ରୱାଲଙ୍କ ଭୁବନେଶ୍ୱର ସଭାରେ ଆଜି ଦେଖିବାକୁ ମିଳିଛି ପୂର୍ବତନ କେନ୍ଦମନ୍ତ୍ରୀ ତଥା କଂଗ୍ରେସରୁ ବହିଷ୍କୃତ ନେତା ଶ୍ରୀକାନ୍ତ ଜେନାଙ୍କୁ । ଭୁବନେଶ୍ୱର ଲୋୟର ପିଏମଜି ଛକ ଠାରେ ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଆୟୋଜିତ ସଭାରେ ଏହି…

୫ରେ ଆନେ୍ଦାଳନକୁ ଓହ୍ଲାଇବେ ହାବିଲଦାର,ସିପାହୀ ମହାସଂଘ

ଆସନ୍ତା ୫ତାରିଖରୁ ଓଡିଶା ପୋଲିସ ହାବିଲଦାର ଓ ସିପାହୀ ମହାସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନେ୍ଦାଳନ କରିବ ବୋଲି ଘୋଷଣା କରିଛି । ଏହା ପୂର୍ବରୁ ସଂଘ ୪ତାରିଖରୁ କଳା ବ୍ୟାଚ ପରିଧାନ କରିବ । ଏହି ଦାବି ମଧ୍ୟରେ ଚୁକ୍ତି ଭିତ୍ତିକ ନିଯୁକ୍ତିର ଉଚ୍ଛେଦ, ୧୩ମାସିଆ ଦରମାକୁ ୨୦ ହଜାର ପରିବର୍ତ୍ତେ…

ଭିତରକନିକାରେ ମାତିଛନ୍ତି କାଠ ମାଫିଆ, ପଦା ହୋଇଗଲାଣି ଘଞ୍ଚ ଜଙ୍ଗଲ

ରାଜନଗର:  ଅସୁରକ୍ଷିତ ଭିତରକନିକା । ମାତିଛନ୍ତି କାଠ ମାଫିଆ । ପଦା ହୋଇଯାଉଛି ଘଞ୍ଚ ଜଙ୍ଗଲ । ବନ ସଂରକ୍ଷଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବନ ବିଭାଗର ନାକତଳେ ଚାଲିଛି ଜଙ୍ଗଲ ଚୋରୀ । ପ୍ରଶ୍ନ ଉଠୁଛି ଭିତରକନିକା ଜଙ୍ଗଲ କତେ ସୁରକ୍ଷିତ ? ଲୁଣା ଜଙ୍ଗଲ…

ମା’ ହେଲେ ଏକତା କପୁର

ମୁମ୍ବାଇ:  ହିନ୍ଦୀ ଫିଲ୍ମ ପ୍ରଯୋଜକ ତଥା ସିରିଏଲ ପ୍ରଯୋଜକ ଏକତା କପୁର ମା ହେଲେ । ଏକତା କପୁରଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି । ସରୋଗେସୀ ଜରିଆରେ ଏକତା ମା ହୋଇଛନ୍ତି । ଏକତା ମା ହେବାପରେ ଭେଟେରାନ ଅଭିନେତା ଜିତେନ୍ଦ୍ର କପୁର ଅଜା ହୋଇଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରି ଏକତା କପୁର ଏବଂ…

ଭୁବନେଶ୍ବରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ଭୁବନେଶ୍ବର: ଓଡ଼ିଶାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଭୁବନେଶ୍ବର ଲୋଏର ପିଏଜିରେ ଆୟୋଜିତ ସାମାଜିକ ନ୍ୟାୟ ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏଠାରେ ଆପ୍ କର୍ମୀଙ୍କୁ ମଧ୍ୟ ଗୁରୁମନ୍ତ୍ର ଦେବେ । ସାଧାରଣ ନିର୍ବାଚନ ପାଇଁ ତିନି ମାସ ସମୟ ଥିବା ବେଳେ, କେଜ୍ରିୱାଲଙ୍କ ଗସ୍ତ…

କଳାହାଣ୍ଡିରେ ମାଓବାଦୀଙ୍କ ବନ୍ଦ ପାଳନ

ଭବାନୀପାଟଣା : କଳାହାଣ୍ଡିରେ ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ । ଢେପଗୁଡା ଜଙ୍ଗଲରେ ଗଛ କାଟି ମୁଖ୍ୟ ରାସ୍ତା ଅବରୋଧ । ଫଳରେ ରାୟଗଡା-ଭବାନୀପାଟଣା ଯାତାୟତ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ବରେ ଯାନବାହାନ ଅଟକି ରହିଛି । ରାସ୍ତା ଅବରୋଧ ହଟାଇବାକୁ ପୋଲିସ…

ଚତୁର୍ଥ ଦିନିକିଆ: ୮ ୱିକେଟରେ ଜିତିଲା ନ୍ୟୁଜିଲାଣ୍ଡ

ପ୍ରଥମ ତିନୋଟି ଦିନିକିଆରେ ଏକ ତରଫା ଭାବେ ବିଜୟ ହାସଲ କରିଥିବା ଭାରତ ଏଠାରେ ଖେଳାଯାଇଥିବା ଚତୁର୍ଥ ଦିନିକିଆରେ ଲଜ୍ଜାଜନକ ଭାବେ ପରାଜିତ ହୋଇଛି। ଟ୍ରେଣ୍ଟ ବୋଲ୍ଟଙ୍କ ଘାତକ ବୋଲିଂ ବଳରେ ନ୍ୟୁଜିଲାଣ୍ଡ ଭ୍ରମଣକାରୀ ଭାରତକୁ ୮ ଓ୍ଵିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା…