Odia News Portal
Browsing Tag

bharat bandh

‘ଭାରତ ବନ୍ଦ’ର ଆଜି ଦ୍ୱିତୀୟ ଦିନ

କେନ୍ଦ୍ରୀୟ ଟ୍ରେଡ ୟୁୁନିୟନଙ୍କ ଭାରତ ବନ୍ଦ ଡାକରାର ଆଜି ଦ୍ୱିତୀୟ ଦିନ । ପ୍ରଥମ ଦିନରେ ବେଳେ ବନ୍ଦର ପ୍ରଭାବ ମିଶ୍ର ରହିଥିଲା । ବିଶେଷ କିଛି ପ୍ରଭାବ ପଡ଼ି ନଥିଲା । କିଛି ସ୍ଥାନରେ ବନ୍ଦର ସାମାନ୍ୟ ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ଅଧିକାଂଶ ସ୍ଥାନରେ ସେଭଳି ପ୍ରଭାବ ପଡ଼ିନଥିବା…

ଭୁବନେଶ୍ୱରରେ ଅଟକିଲା ବସ୍ , ଟ୍ରେନ୍

ଅଟକିଲା ଟ୍ରେନ, ଅଟକୁଛି ବସ୍ । ୧୨ ଦଫା ଦାବି ନେଇ ଆଜିଠୁ ଦୁଇ ଦିନିଆ ବନ୍ଦ ଡାକରା ଦେଇଛନ୍ତି ଟ୍ରେଡ ୟୁନିୟନ ସଙ୍ଗଠନ । ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ । ଭୁବନେଶ୍ୱର, କଟକ, ସମ୍ବଲପୁର, ବାଲେଶ୍ୱର ଭଳି ବିଭିନ୍ନ ସହରରେ ଆଜି ବନ୍ଦର ପ୍ରଭାବ ଦେଖିବାକୁ…

ରାଜଧାନୀରେ ଭାରତ ବନ୍ଦର ପ୍ରଭାବ, ଫସି ରହିଲା ଆମ୍ଵୁଲାନ୍ସ

ରାଜଧାନୀରେ ଭାରତ ବନ୍ଦର ପ୍ରଭାବ। ଫସି ରହିଲା ଆମ୍ଵୁଲାନ୍ସ। ଜୟଦେବ ବିହାର ନିକଟରେ ଆଗକୁ ଯାଇପାରିଲାନି ଆମ୍ବୁଲାନ୍ସ। ଶେଷରେ ରାସ୍ତା ନଛାଡିବାରୁ ଫେରିଗଲା ଆମ୍ବୁଲାନ୍ସ । ସୂଚନା ଅନୁଯାୟୀ, ସୋମବାରଠୁ ୨ ଦିନିଆ ଭାରତ ବନ୍ଦ ଡାକରା ଦେଇଛି ଟ୍ରେଡ୍ ୟୁନିୟନ। କେନ୍ଦ୍ର ସରକାରଙ୍କ ବିଭିନ୍ନ…

ଭାରତ ବନ୍ଦ: କେବଳ ହାଟ ବଜାର ବନ୍ଦ…

ଭୁବନେଶ୍ୱର: ଆଜି ସର୍ବଭାରତୀୟ ବ୍ୟବସାୟୀ ସଂଘ ତରଫରୁ ଭାରତ ବନ୍ଦ ଡାକରା ଦିଆଯାଇଛି | ତେବେ ଭାରତ ବନ୍ଦର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି । ସାରା ରାଜ୍ୟରେ ଆଜି ସକାଳୁ ଦୋକାନ ବଜାର ବନ୍ଦ ରହିଛି । ତେବେ ଓଡିଶାର ପ୍ରାୟ ୨୦ ଲକ୍ଷ ବ୍ୟବସାୟୀ ଏହି ବନ୍ଦ ଡାକରାରେ ସାମିଲ…

ଆଜି ୨୪ ଘଣ୍ଟିଆ ଭାରତ ବନ୍ଦ

ଭୁବନେଶ୍ବର: ଆଜି ୨୪ ଘଣ୍ଟିଆ ସର୍ବଭାରତୀୟ ବନ୍ଦ ଡାକରା ଦେଇଛନ୍ତି ବ୍ୟବସାୟୀ ସଂଘ । ଓଡିଶାର ପ୍ରାୟ ୨୦ ଲକ୍ଷ ବ୍ୟବସାୟୀ ଏହି ବନ୍ଦ ଡାକରାରେ ସାମିଲ ହେବେ । ଜିଏସଟି ନିୟମ ପରିବର୍ତନ, ଅନଲାଇନ ବ୍ୟବସାୟ ଉପରେ ଆଇନ ଆଣିବା ଏବଂ ଖାଦ୍ୟ ନିରାପତ୍ତା ମାନ ଆଇନକୁ ପରିବର୍ତ୍ତନ କରିବା ଦାବିରେ…