Odia News Portal
Browsing Tag

cricket

କଣ କହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି

ଆସନ୍ତା ମାସରେ ଏସିଆ କପ୍ ଆୟୋଜନ ପାଇଁ ଏକ ବୈଠକ ହେବାକୁ ଯାଉଛି, ତା’ପରେ ଏସିଆ କପ୍ କେଉଁଠି ଆୟୋଜନ ହେବ ତାହା ଜଣାପଡ଼ିବ । ପାକିସ୍ତାନ କ୍ରିକେଟ୍ ବୋର୍ଡ ପାକିସ୍ତାନରେ ଏସିଆ କପ୍ ଆୟୋଜନ କରିବାକୁ ଚାହୁଁଥିବା ବେଳେ ବିସିସିଆଇ ନିରପେକ୍ଷ ସ୍ଥାନରେ ଏସିଆ କପ୍ ଆୟୋଜନ କରିବାକୁ ଚାହୁଁଛି ।…

୩ ଟି ଫର୍ମାଟର କ୍ୟାପ୍ଟେନ ହେଲେ ରୋହିତ ଶର୍ମା

ଭାରତୀୟ କ୍ରିକେଟ ଦଳର ଟେଷ୍ଟ ଟିମକୁ ମିଳିଲା ନୂଆ ଅଧିନାୟକ । କ୍ରିକେଟର ତିନୋଟି ଯାକ ଫର୍ମାଟର ଅଧିନାୟକ ହେଲେ ରୋହିତ ଶର୍ମା । ଏନେଇ ବିସିସିଆଇ ପ୍ରେସମିଟରେ ରୋହିତ ଶର୍ମାଙ୍କ ନାଁ ଘୋଷଣା କରିଛି । ଏଥିସହ ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ଓ ଟେଷ୍ଟ ସିରିଜ୍ ଲାଗି ଭାରତୀୟ ଦଳ ଘୋଷଣା…

ଟପ୍ ୧୦ରୁ ବାହାରିଲେ ବିରାଟ କୋହିଲି

ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ନିଜର ଟି-୨୦ ସିରିଜ ଶେଷ କରିଛି । ଯେଉଁଥିରେ ଦଳ କ୍ଲିନ୍ ସୁଇପ୍ କରିଛି । ତେବେ ଏହାପରେ ଏବେ ସଦ୍ୟ ପ୍ରକାଶିତ ଟି-୨୦ ରାକିଙ୍ଗରେ ଦଳର ଅଧିନାୟକଙ୍କୁ ମିଳିଛି ବଡ ଫାଇଦା । ଆଇସିସି ଟି-୨୦ ରାକିଙ୍ଗରେ ଦୁଇଟି ସ୍ଥାନ ଉପରକୁ ଉଠିଛନ୍ତି ଟି-୨୦ ଅଧିନାୟକ…

ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ

ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ମିଳିଛି ହତ୍ୟା ଧମକ। ‘ଆଇଏସ୍‌ଆଇଏସ୍‌ କଶ୍ମୀର’ ତାଙ୍କୁ ମାରି ଦେବାକୁ ଧମକ ଦେଇଛି। ଏନେଇ ସେ ବୁଧବାର ଦିଲ୍ଲୀ ପୁଲିସ୍ ନିକଟରେ ଅଭିଯୋଗ କରିଛନ୍ତି। ଏହା ପରେ ତାଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗମ୍ଭୀରଙ୍କୁ…

ବିଲେଇ ସହ ଖେଳୁିଥିବାର ନଜର ଆସିଲେ ବିରାଟ

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ୨୫ ନଭେମ୍ବରରେ ଟେଷ୍ଟ ସିରିଜ ଆରମ୍ଭ ହେବ । ଏହି ମ୍ୟାଚ୍ ପାଇଁ କାନପୁରରେ ଉଭୟ ଟିମର ଖେଳାଳୀ ପହଞ୍ଚିଛନ୍ତି । ତେବେ ପ୍ରଥମ ମ୍ୟାଚରେ ବିରାଟ କୋହଲି ବିଶ୍ରାମ ନେଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଦଳ ସହ ଯୋଗ ଦେବେ । ତେବେ ଦ୍ୱିତୀୟ ଟେଷ୍ଟରେ ଟିମ ସହ…

ପ୍ରତିଶୋଧ ନେଲା ଭାରତ

ନୂଆ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଓ ନୂଆ ଅଧିନାୟକ ରୋହିତ ଶର୍ମାଙ୍କ ଯୁଗ ବିଜୟରୁ ଆରମ୍ଭ ହୋଇଛି । ଟି-୨୦ ବିଶ୍ବକପ୍‌ରୁ ଭାରତ ବିଦାୟର ପ୍ରମୁଖ କାରଣ ପାଲଟିଥିବା ନ୍ୟୁଜିଲାଣ୍ଡକୁ ମାତ୍ର କିଛି ଦିନ ପରେ ଏହି ଦୁଇ ଜଣଙ୍କ ବଳିଷ୍ଠ ରଣନୀତି ବଳରେ ୫ ୱିକେଟ୍‌ରେ ହରାଇ ଦେଇଛି ଭାରତ । ତା’ ସହ…

ପାକିସ୍ତାନର ବିଜୟ ରଥ ରୋକି ପାରିବ କି ଅଷ୍ଟ୍ରେଲିଆ?

ଦୁବାଇ: ଚଳିତ ଟି-୨୦ ବିଶ୍ୱକପରେ ପାକିସ୍ତାନ ଲିଗ ପର୍ଯ୍ୟାୟରେ ଅପରାଜେୟ ରହିଛି । ଲିଗ ପର୍ଯ୍ୟାୟରେ ପାକିସ୍ତାନ ଦମଦାର ପ୍ରଦର୍ଶନ କରିବା ସହ ପ୍ରଥମ ଦଳ ଯିଏକି ଚଳିତ ବିଶ୍ୱକପରେ ହାରିନାହିଁ । ତେବେ ଆଜି ଦ୍ୱିତୀୟ ସେମିଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛି ପାକିସ୍ତାନ ।…

ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ବ୍ରାଭୋ

ଦୁବାଇ: କାରବିଆନ ଦକ୍ଷ ଅଲରାଉଣ୍ଡର ତଥା ଡେଥ ଓଭର ସ୍ପେଶାଲିଷ୍ଟ ଡ୍ୱେନ ବ୍ରାଭୋ ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି । ଗୁରୁବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ପରାଜୟ ପରେ ସେ ନିଜର ଅବସର ଘୋଷଣା କରିଛନ୍ତି । ତେବେ ୧୮ ବର୍ଷର କ୍ରିକେଟ କ୍ୟାରିୟର ଭିତରେ ସେ ଅନେକ କ୍ଷ୍ୟାତି…

ଜାଣନ୍ତୁ କଣ କଲେ ସେମିରେ ପହଞ୍ଚିବ ଭାରତ

ଦୁବାଇ: ଭାରତର ଲଗାତାର ପରାଜୟ ପରେ ଏବେ ଦଳ ଚିନ୍ତାରେ ରହିଛି । ସେମିଫାଇନାଲ ଆଶା ଏବେ ମଉଳିବାରେ ଲାଗିଛି । ତେବେ ଶେଷ ସମୟରେ ଭାରତ ସେମିକୁ ଯାଇପାରେ ବୋଲି ଆକଳନ କରାଯାଉଛି । କେବଳ ମ୍ୟାଚ୍ ଫଳାଫଳ ନୁହେଁ କିଛି ଚମକ୍ରାରୀ ହେଲେ ହିଁ ଟିମ୍ ଇଣ୍ଡିଆ ପାଇଁ ସେମିଫାଇନାଲ ଦ୍ୱାର ଖୋଲିବ । ଆଉ…

ଆଜି ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ

ଦୁବାଇ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଆ‌ଉ ଏକ ପ୍ରତୀକ୍ଷିତ ମୁକାବିଲାରେ ରବିବାର ଭରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ। ସେମିଫାଇନାଲ୍ ପ୍ରବେଶ ଦୃଷ୍ଟିରୁ ଭାରତ ପାଇଁ ଏହି ମ୍ୟାଚ୍‌ର ଢେର ମହତ୍ତ୍ବ ରହିବ। ନ୍ୟୁଜିଲାଣ୍ଡ ମ୍ୟାଚ୍ ଟିମ୍ ଇଣ୍ଡିଆ ପାଇଁ କର ବା ମର ସଦୃଶ ହେବ। ହାରିଲେ…