Odia News Portal
Browsing Tag

malkanagiri

ନିଲମ୍ବିତ ଏଏସଆଇଙ ଘରେ ଭିଜିଲାନ୍ସ ଚଢ଼ାଉ

ମାଲକାନଗିରି ଜିଲ୍ଲା ମାଥିଲି ଥାନା କର୍ତ୍ତନପାଲି ଫାଣ୍ଡିର ନିଲମ୍ବିତ ଏଏସଆଇ ଜୟଦାସ ଖରାଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି । ମାଲକାନଗିରି, କୋରାପୁଟ ଓ ସୁନାବେଡ଼ା ସମେତ ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ।…

ମାଲକାନଗିରିରେ ନିର୍ମାଣ ହେବ ବିମାନବନ୍ଦର

ମାଲକାନଗିରିରେ ନିର୍ମାଣ ହେବ ବିମାନବନ୍ଦର। ତ୍ୱରିତ ଭାବେ ଏହାର ନିର୍ମାଣ ନେଇ ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି। ୨୦୨୪ ଜାନୁଆରୀ ସୁଦ୍ଧା ଅନ୍ତଃରାଜ୍ୟ ବିମାନବନ୍ଦର କାର୍ଯ୍ୟକ୍ଷମ ହେବ। ମାଲକାନଗିରି ଜିଲ୍ଲା ରାଜ୍ୟ…

ମାଲକାନଗିରି ରେ ପୁଣି ମାତିଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଛତିଶଗଡ ସିମାନ୍ତ ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ର ଉନ୍ମତ କାଣ୍ଡ । ତିନଟି ଟ୍ରକକୁ ନିଆଁ ଲଗାଇ ପୋଡି ଦେଲେ ଲାଲ୍ ବାହିନୀ । ଧନରା ଥାନା ଅନ୍ତର୍ଗତ ରାଜପୁର ଗାଁ ନିକଟରେ ଘଟିଛି ଏହି ଘଟଣା । ଟ୍ରକ୍ ଗୁଡିକ ଜଗଦଲପୁର ରୁ ରାୟପୁର ଯାଇଥିବା ସମୟରେ ହିରଙ୍ଗିଝାଡ…

ନିର୍ବାଚନ ପୂର୍ବରୁ ପାର୍ଥୀ ନିଖୋଜ

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ୨ ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେପି ପ୍ରାର୍ଥୀ ନିଖୋଜ। ବିଜେପି ପ୍ରାର୍ଥୀ ରୀନା କବାସୀଙ୍କୁ ଖୋଜୁଛି ଦଳ।କାଲିମେଳା ଥାନାରେ ଅଭିଯୋଗ କଲା ବିଜେପି । ହାତରେ ମାତ୍ର କିଛି ଘଣ୍ଟାର ସମୟ। ଶେଷ ପ୍ରାର୍ଥୀ ତାଲିକା ପ୍ରକାଶ ହେବାକୁ ଥିବା…

ମାଲକାନଗିରରେ ମାଓବାଦୀ ଏନକାଉଣ୍ଟର

ମାଲକାନଗିରି: ମାଲକାନଗିରି ସୀମାରେ ପୋଲିସ ର ଏନକାଉଣ୍ଟର । ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ ହୋଇଛି । ମୃତ ମାଓବାଦୀ ମହୁପଦର ଏଲଓଏସ କମାଣ୍ଡର ମୁନି ବୋଲି ଜଣାପଡ଼ିଛି । ମୁନି ନାଁରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ସୂଚନା ଅନୁସାରେ କଟେକଲ୍ୟାଣ ଥାନା…

ମାଲକାନଗିରିରେ ମାଓବାଦୀଙ୍କ ଉନ୍ମତ କାଣ୍ଡ

ମାଲକାନିଗିରି: ମାଲକାନିଗିରି ମାଓବାଦୀଙ୍କ ଉନ୍ମତ କାଣ୍ଡ । ପ୍ରଜାକୋର୍ଟରେ ଦେଲେ ମୃତ୍ୟୁଦଣ୍ଡ । ମାଲକାନିଗିରି ଜିଲ୍ଲା ମହୁପଦର କେରିମିଟି ଗାଁରେ ପ୍ରଜାକୋର୍ଟରେ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଲେ ଆନନ୍ଦ । ସୂଚନା ଅନୁସାରେ ଗତ ଗୁରୁବାର ଦିନ ଆନନ୍ଦଙ୍କୁ ଘରୁ ଡାକି…

ଶୁଭେଚ୍ଛା ନାଁ ରେ ଛାଇ ଗଲାଣି ଆଶାୟୀ ପ୍ରାର୍ଥୀଙ୍କ ବ୍ୟାନର

ମାଲକାନଗିରି: ଇଂରାଜି କ୍ୟାଲେଣ୍ଡର ନବବର୍ଷ ୨୦୨୨ ଆଣିଦେଇଛି ରାଜନେତାଙ୍କ ପାଇଁ ନିଆରା ବର୍ଷ । । ଆଗକୁ ଅସୁଛି ପଞ୍ଚାୟତ ନିର୍ବାଚନ । କେତେକ ଅଚିହ୍ନା ମୁହଁ ସହ ପ୍ରମୁଖ ରାଜନୈତିକ ଦଳର ଥିବା ନେତାଙ୍କ ଚେହେରା ଶୁଭେଚ୍ଛା ବ୍ୟାନର ରେ ରାସ୍ତାଘାଟ କାନ୍ଥବାଡ଼ରେ ଛାଇ ଗଲାଣି। ଏମଭି ୭୯ ଛକରେ…

ପୋଲିସ ମାଓବାଦୀ ମୁହା ମୁହିଁ

ଯବାନ ଙ୍କ ଟାର୍ଗେଟ ରେ ଅଛନ୍ତି ମାଓବାଦୀ । ତେଲେଙ୍ଗାନା ଓ ଛତିଶଗଡ଼ ସୀମାରେ ପୋଲିସ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଘଟଣାସ୍ଥଳରୁ ୬ ମାଓବାଦୀଙ୍କ ମୃତଦେହ ଉଦ୍ଧାର । ଏହାସହ ବହୁତ ପରିମାଣର ବନ୍ଧୁକ ଓ ଗୁଳି ଜବତ କରାଯାଇଛି । ସୂଚନାନୁସାରେ ତେଲେଙ୍ଗାନା କୋତ୍ତାଗୁଡମ ଅଞ୍ଚଳରେ ମାଓବାଦୀ…

ପୁଣି ମାତିଲେ ଲାଲ ବାହିନୀ

ମାଲକାନଗିରି: ପୁଣି ମାତିଲେ ଲାଲ ବାହିନୀ । ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ଯବାନ ଗୁରୁତର। ମାଲକାନଗିରି ଜିଲ୍ଲା ସୀମାନ୍ତ ଦାନ୍ତେୱାଡା ଜିଲ୍ଲାରେ ଘଟିଛି ହିଂସାକାଣ୍ଡ । ବଦଲି ଉଜଚୠ କ୍ୟାମ୍ପ ନିକଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି। ମାଓ ଦମନ ଅପରେସନେର ଊଜଏ ଯବାନ…

ସତ ଖବର ପ୍ରସାରଣ କରି ଜେଲ ଗଲେ ୫ ସାମ୍ବାଦିକ

ସତ ଖବର ଦେଖାଇ ଜେଲ ଗଲେ ୫ ସାମ୍ବାଦିକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ । ସୂଚନାନୁସାରେ, ଜିଲ୍ଲାର କୋରକୋଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଅବ୍ୟବସ୍ଥା ଖବର ପ୍ରସାରଣ କରିଥିଲେ ୫ ସାମ୍ବାଦିକ । ତେବେ ଡାକ୍ତର ଓ ମେଡିକାଲ କର୍ମଚାରୀମାନେ ସାମ୍ବାଦିକଙ୍କ…