Odia News Portal
Browsing Tag

rbi

ସେପ୍ଟେମ୍ବର ମାସରେ ୧୨ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେଉଁଦିନ ପଡୁଛି ଛୁଟି

ଭୁବନେଶ୍ୱର: ଯଦି ଆପଣଙ୍କର କୌଣସି ବ୍ୟାଙ୍କ କାମ ଅଛି ତେବେ ଶୀଘ୍ର କାମ ସାରିଦିଅନ୍ତୁ । ସେପ୍ଟେମ୍ବର ମାସରେ ୧୨ଦିନ ବନ୍ଦ ରହିବ ବ୍ୟାଙ୍କ । ଆରବିଆଇ ସରକାରୀ ଛୁଟି ମୁତାବକ୬ଦିନ ବନ୍ଦ ହେବାକୁଥିବା ବେଳେ ୪ଟି ରବିବାର ଓ ଦୁଇଟି ଶନିବାର ତଥା ଦ୍ୱିତୀୟ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହିବ ।…

ଆରବିଆଇର ବଡ଼ ଘୋଷଣା

ମୁମ୍ବଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଶୁକ୍ରବାର ତାହାର ଆର୍ଥିକ ନୀତିର ସମୀକ୍ଷା ଅବସରରେ ରେପୋ ରେଟ ୪%, ଏମଏସଏଫ ୪.୨୫% ଏବଂ ରିଭର୍ସ ରେପୋ ରେଟ୍ ୩.୩୫%ରେ ଅପରିବର୍ତ୍ତିତ ରଖିଛି। ମୁଖ୍ୟ ପଲିସି ରେଟଗୁଡିକ ଅପରିବର୍ତ୍ତିତ ରଖିବା ସପକ୍ଷର ଆରବିଆଇ ଆର୍ଥିକ ନୀତି କମିଟି ୫:୧ ମତ…

କରୋନାର ଦ୍ୱିତୀୟ ଲହରରେ ୨ ଲକ୍ଷ କୋଟି କ୍ଷତି ହୋଇଛି: ଆରବିଆଇ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରରେ ଦେଶରେ ଅନେକ କ୍ଷତି ହୋଇଛି । ଅନେକଙ୍କ ଜୀବନ ଯାଇଥିବାବେଳେ ବହୁ ଲୋକ ଜୀବିକା ମଧ୍ୟ ହରାଇଛନ୍ତି । ତେବେ ଦେଶର ଅର୍ଥନୀତି ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିବା କୁହାଯାଉଛି । କରୋନାର ଦ୍ୱିତୀୟ ଲହର ଯୋଗୁଁ ଚଳିତ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତିରେ ଦୁଇ…

ଆରବିଆଇର ବଡ଼ ଘୋଷଣା

ନୂଆଦିଲ୍ଲୀ: ଆଇବିଆଇର ବଡ଼ ଘୋଷଣା । ଅପରିବର୍ତ୍ତିତ ରହିବ ରେପୋ ରେଟ୍ । ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ର ମୌଦ୍ରିକ ନୀତି ସମିତି (ଏମପିସି) ବୈଠକ ଆଜି ସମାପ୍ତ ହୋଇଛି । ଏହି ବୈଠକ ଜୁନ୍ ୨ ତାରିଖରେ ଆରମ୍ଭ ହୋଇଥିବା ବେଳେ ଏହା ଆଜି ସମାପ୍ତ ହୋଇଛି । କରୋନାର ଦ୍ୱିତୀୟ…

ଗୁଜବକୁ ଆର୍‌ବିଆଇର ଖଣ୍ଡନ

ଭୁବନେଶ୍ୱର: ଖୁବ୍ ଶୀଘ୍ର ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍‌ ବଜାରରୁ ପ୍ରତ୍ୟାହାର ହେବା ନେଇ ଗୁଜବକୁ ଖଣ୍ଡିତ କରିଛି ଆର୍‌ବିଆଇ | ଏହି ଖବରକୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଗୁଜବ‌ ବୋଲି ଟ୍ୱିଟ୍‌ କରି ସୂଚନା ପ୍ରଦାନ କରିଛି । ସୂଚନାନୁଯାୟୀ, ନିକଟ ଅତୀତରେ ବିଭିନ୍ନ…

ଆଗାମୀ ସମୟରେ ଷ୍ଟକ୍ ମାକେର୍ଟର ଦିଗ ବଦଳିବ

ନୂଆଦିଲ୍ଲୀ() ସେୟାର ବଜାରରେ ଟଙ୍କା ଲଗାଉଥିବା ଲୋକଙ୍କୁ ସତର୍କବାଣୀ ଶୁଣାଇଛନ୍ତି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଏକ ଇଣ୍ଟରଭ୍ୟୁରେ ଶକ୍ତିକାନ୍ତ କହିଛନ୍ତି ଯେ, ଘରୋଇ ବଜାରର ପରିସ୍ଥିତି ସହ ଅର୍ଥବ୍ୟବସ୍ଥାର ପ୍ରକୃତ ସ୍ଥିତି ମେଳ ଖାଉନାହିଁ । ଏଭଳି ପରିସ୍ଥିତିରେ ଆଗାମୀ…

ବିଶ୍ୱ ଅର୍ଥନୀତିରେ ଏବେବି ସୁଧାର ଆସିନାହିଁ

ନୂଆଦିଲ୍ଲୀ()  ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ମୁଦ୍ରାନୀତି ସମ୍ପର୍କରେ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ୧. କୋଭିଡ଼ ୧୯ ସ୍ଥିତିକୁ ଆଖିଆଗରେ ରଖି ରେପୋ ହାର ଅପରିବର୍ତିତ ରଖାଯାଇଛି । ୨. ରେପୋ ରେଟ ୪% ରଖାଯାଇଛି । ୩. ବିଶ୍ୱ ଅର୍ଥନୀତିରେ ଏବେବି ସୁଧାର…

ଆଉ ଖୋଲା ବଜାରରୁ ଋଣ କରିବାକୁ ପଡିବନାହିଁ, RBIରୁ ଉଠିବ ୨୫୦୦କୋଟି

ଭୁବନେଶ୍ୱର() କରୋନା ସଙ୍କଟ ସମୟରେ ଓଡିଶା ସରକାର ରିଜର୍ଭ ବ୍ୟାଙ୍କ୍‍ରେ ଗଚ୍ଛିତ ରଖିଥିବା ଅର୍ଥରୁ ଏବେ ୨୫୦୦ କୋଟି ଟଙ୍କା ଉଠାଇ ପାରିବେ । ରିଜର୍ଭବ୍ୟାଙ୍କ୍‍ ଏଥିପାଇଁ ଅନୁମତି ଦେବା ଫଳରେ ରାଜ୍ୟ ସରକାରଙ୍କୁ ଆଉ ଖୋଲା ବଜାରରୁ ଋଣ କରିବାକୁ ପଡିବନାହିଁ । ରାଜ୍ୟ ସରକାର ରିଜର୍ଭ…

ପୁଣି ୩ମାସ ପାଇଁ ବଢିଲା ଇଏମଆଇ ଅବଧି

ନୂଆଦିଲ୍ଲୀ() ଇଏମଆଇକୁ ନେଇ ଆରବିଆଇ ପକ୍ଷରୁ ଏକ ବଡ଼ ଘୋଷଣା ହୋଇଛି । ପୁଣି ୩ମାସ ପାଇଁ ଇଏମଆଇ ଅବଧି ବଢ଼ିଛି । ଜୁନ ୧ରୁ ଅଗଷ୍ଟ ୩୧ ଯାଏଁ ସମୟସୀମାକୁ ବୃଦ୍ଧି କରାଯାଇଛି । ଏନେଇ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । ପୂର୍ବରୁ ୩ମାସ ପାଇଁ ଘୋଷଣା କରିଥିଲା ଆରବିଆଇ ।…