Odia News Portal
Browsing Tag

Virat Kohli

ପତ୍ନୀ ଅନୁଷ୍କାଙ୍କ ସହ ଫଟୋ ସେୟାର କଲେ କୋହଲି

ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଟି-୨୦ ସିରିଜ ପାଇଁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି। କ୍ରିକେଟ୍ ରୁ ଏହି ବିରତିକୁ ବିରାଟ ତାଙ୍କ ପରିବାର ସହିତ ବିତାଉଛନ୍ତି | ରବିବାର ଦିନ ସେ ସୋସିଆଲ ମିଡିଆରେ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଏକ ସେଲଫି ସେୟାର…

ଏମିତି ଜନ୍ମଦିନ ପାଳିଲେ ବିରାଟ, ଦେଖନ୍ତୁ ଭିଡିଓ

ଦୁବାଇ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କ ଶୁକ୍ରବାର ଥିଲା ଜନ୍ମଦିନ । ୩୩ ବର୍ଷରେ ପାଦ ଥାପିଛନ୍ତି ବିରାଟ । ଟି-୨୦ ବିଶ୍ୱକପରେ ଗତକାଲି ସ୍କଟଲ୍ୟାଣ୍ଡ ବିପକ୍ଷରେ ଭାରତର ବିଶାଳ ବିଜୟ ପରେ ଜନ୍ମଦିନକୁ ବେଶ ଧୁମଧାମରେ ପାଳନ କରିଛନ୍ତି କୋହଲି । ସାଥି ଖେଳାଳୀଙ୍କ ମେଳରେ…

ବିରାଟ କୋହଲିଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ଅଜଣା କଥା

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସଂଘର୍ଷମୟ ଜୀବନୀ ବିଷୟରେ ଜଣାଇବୁ । ଗଲିବୟ ଚିକୁରୁ କିପରି ବନିନେ ରନ ମେସିନ । ପିଲାଦିନରୁ ଆରମ୍ଭ କରି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ପର୍ଯ୍ୟନ୍ତ କେମିତି ରହିଛି ବିରଟଙ୍କ କ୍ରିକେଟ ଯାତ୍ରା ସେସମ୍ପର୍କରେ ଦେବୁ ସମ୍ପୂର୍ଣ୍ଣ ବିରରଣୀ ।…

କୋହଲିଙ୍କୁ ଗମ୍ଭୀରଙ୍କ ଚେତାବନୀ

ଦୁବାଇ: ଟି-୨୦ ବିଶ୍ୱକପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଲାଗି ଚାରିଆଡ଼େ ଚର୍ଚ୍ଚା । ଖେଳାଳୀଙ୍କ ସହ ସେମାନଙ୍କ ପରିବାରକୁ ମଧ୍ୟ ସମାଲୋଚନା କରୁଛନ୍ତି ପ୍ରଂଶସକ । ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡଠାରୁ ହାରିବା ପରେ ଆଜି ବିରାଟ କୋହଲି ବାହିନୀ ଆଫଗାନିସ୍ତାନକୁ ଭେଟିବ। ପ୍ରଥମ ଦୁଇଟି ମ୍ୟାଚ…

ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରଦର୍ଶନକୁ ନେଇ ଏମିତି କହିଲେ ବିରାଟ

ନୂଆଦିଲ୍ଲୀ: ଅଲମ୍ପିକ୍ସର ପ୍ରଥମ ଚାରି ଦିନରେ ଭାରତକୁ ମିଳିଛି ମାତ୍ର ଗୋଟିଏ ପଦକ । ଯାହା ପ୍ରଥମ ଦିନରୁ ହିଁ ଭାରୋଉୋଳନକାରୀ ମିରାବାଇ ଚାନୁ ଆଣିଥିଲେ । କିନ୍ତୁ ଏହା ପରେ ଆଉ ଗୋଟିଏ ବି ପଦକ ଜିତି ପାରି ନାହିଁ ଭାରତ । ଅଲମ୍ପିକ୍ସରେ ଦ୍ୱିତୀୟ ପଦକ ହାସଲ କରିବା ପାଇଁ ପ୍ରାଣ ପ୍ରଣେ ଉଦ୍ୟମ…

ବାପା ମା ହେଲେ ବିରୁଷ୍କା

ନୂଆଦିଲ୍ଲୀ: ବାପା ହେଲେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି । ଅନୁଷ୍କା ଶର୍ମା ଆଜି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଅନୁଷ୍କା ଓ ବିରାଟଙ୍କ ଝିଅ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଜନ୍ମ ହୋଇଛି । ଏହାସହ ବାପା, ମା ହୋଇଛନ୍ତି ବିରାଟ ଓ ଅନୁଷ୍କା । ଏ​‌ ନେଇ କୋହଲି ଖୁସି…

କୋହଲିଙ୍କୁ ପଛରେ ପକାଇଲେ ବୁମରା

ଭାରତୀୟ ଦଳର ଖେଳାଳୀ ଯଶପ୍ରୀତ ବୁମରା ଶ୍ରୀଲଙ୍କା ଗସ୍ତରେ ଦଳକୁ ପ୍ରବ୍ୟାବର୍ତ୍ତନ କରିଛନ୍ତି । ୨୦୨୦ରେ ବୁମରା ପ୍ରାୟ ସବୁ ଫର୍ମାଟ୍‌ରେ କ୍ରିକେଟ୍ ଖେଳିଛନ୍ତି। ବୁମରା ୯ଟି ଦିନିକିଆ, ୮ ଟି-୨୦ ଓ ୪ଟି ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି। ତେବେ ଏହା ବାବଦରେ ସେ ବିସିସିଆଇଠୁ ୨୦୨୦ ବର୍ଷ ପାଇଁ…