Odia News Portal
Yearly Archives

2018

ମହାବନ୍ଦ ର ଦ୍ୱିତୀୟ ଦିନରେ ୫ ଜିଲ୍ଲା ପ୍ରଭାବିତ

ହାଇକୋର୍ଟ ବେଂଚ ପ୍ରତିÂା ଦାବିରେ ପଶ୍ଚିମ ଓଡିଶା ମହାବନ୍ଦ ଡାକରା ଆଜି ଦ୍ୱିତୀୟ ଦିନରେ ପହଂଚିଛି । ଫଳରେ ଏଥିରେ ୫ଟି ଜିଲ୍ଲା ପ୍ରଭାବିତ ହେବା ସହିତ ୧୨ ରୁଟରେ ରେଳ ଚଳାଚଳ ଠପ ହୋଇଯାଇଛି । ବ୍ୟବସାୟ ପ୍ରତିÂାନ ଗୁଡିକ ବନ୍ଦ ହେବା ଫଳରେ କାରବାର ମଧ୍ୟ ମାନ୍ଦା ପଡିଛି । ସମ୍ବଲପୁର,…

ଦଳ ପରିତ୍ୟକ୍ତ ନୂଆ ଦଳ ସନ୍ଧାନରେ

ଭୁବନେଶ୍ବର () ବିଜେପିରୁ ଇସ୍ତଫା ଦେଲେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ । ଏଥିସହିତ ଦିଲ୍ଲୀପ ରାୟ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ସେ ନିଜ ଇସ୍ତଫାପତ୍ର ବାଚସ୍ପତିଙ୍କୁ ପ୍ରଦାନ କରିଛନ୍ତି । ତାଙ୍କ ଇସ୍ତଫାକୁ ବାଚସ୍ପତି ଗ୍ରହଣ କରିବା ସହ ରାଉଲକେଲା ଆସନଟି ଖାଲି ପଡିବା…

ଲୋକଙ୍କ ଭବାବେଗରେ ନବୀନ : ବିରୋଧୀ ଜଳକା

ଭୁବନେଶ୍ବର () : ବିଜେପୁର ଉପନିର୍ବାଚନରେ ବିଜେଡିର ବିଜୟକୁ ଦଳ ଯେଭଳିଭାବେ ଆଜି ପର୍ଯ୍ୟନ୍ତ ବାନ୍ଧି ରଖିଛି ତାହା ଏବେ ବିରୋଧିଙ୍କୁ ଚିନ୍ତାରେ ପକାଇଛି । ଏହି ଧାରା ବଜାୟ ରହିଲେ ଲୋକଙ୍କ ନିକଟକୁ ଯିବା କଷ୍ଟକର ହୋଇପଡିବ ବୋଲି ବିରୋଧି ବିଜେପି ଓ କଂଗ୍ରେସ ନେତାମାନେ ଖୋଲା ମତ ଦେଉଛନ୍ତି ।…

ବିଜେପିରୁ ଦିଲୀପ ରାୟଙ୍କ ଇସ୍ତଫା

ଆସନ୍ତା କାଲି ରାଉରକେଲାର ବିଜେପି ବିଧାୟକ ଦିଲୀପ ରାୟ ବିଜେପି ଦଳରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି । ତେବେ ସେ ତାଙ୍କର ଇସ୍ଥଫା ଦେବା ପରେ କେଉଁ ଦଳରେ ବିଶିବେ ତାହା ଘୋଷଣା କରିନଥିଲେ ମଧ୍ୟ ସେ ଖୁବ ଶୀଘ୍ର ବିଜେଡିରେ ଯୋଗ ଦେବେ ବୋଲି ଜଣାପଡିଛି । ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣି…

ଭାରତୀୟ କ୍ରିକେଟିୟରଙ୍କ ଜଲୱା

ଭଲ ଫର୍ମରେ ଥିବା ଅଧିନାୟକ ବିରାଟ କୋହଲି(୬୪) ଓ ଯୁବ ବ୍ୟାଟସମ୍ୟାନ ପୃଥ୍ଵୀ ସ(୬୬) ସମେତ ପାଞ୍ଚ ଜଣ ଭାରତୀୟ ବ୍ୟାଟସମ୍ୟାନଙ୍କ ଅର୍ଦ୍ଧଶତକ ବଳରେ ଭାରତ କ୍ରିକେଟ୍ ଅଷ୍ଟ୍ରେଲିଆ ଏକାଦଶ ବିପକ୍ଷ ବର୍ଷାବାଧିତ ଅଭ୍ୟାସ ମ୍ୟାଚର ଦ୍ଵିତୀୟ ଦିନରେ ୯୨ ଓଭରରେ ସବୁ ଓ୍ଵିକେଟ୍ ହରାଇ ୩୫୮ ରନ କରିଛି।…

ମାନସିକ ଚାପରେ ଅଛନ୍ତି କି? କରନ୍ତୁ ପ୍ରତିକାର

ଆଜି କାଲି ଦୁନିଆରେ ଡିପ୍ରେସନ ବା ମାନସିକ ଚାପ ରୋଗ ସବୁଠାରୁ ବଡ ସମସ୍ୟା ଭାବରେ ସାମନାକୁ ଆସିଛି। ଡିପ୍ରେସନରେ ମଣିଷ ଅସ୍ତବ୍ୟସ୍ତ ହୋଇପଡିଥାଏ। ମଣିଷ ଭିତରେ ନକାରାତ୍ମକ ଚିନ୍ତାଧାରା ଆସିଥାଏ। ଏହି ସମସ୍ୟା ଆହୁରି ମଧ୍ୟ ବଢ଼ିଯାଇଥାଏ ଯେତେବେଳେ ମଣିଷ ଏକୁଟିଆ ରହିଥାଏ। ଯଦି ଆପଣ ମଧ୍ୟ…

ଘରେ ପିମ୍ପୁଡି ନହେବାର ଉପାୟ

ପିମ୍ପୁଡ଼ି ଏକ ଛୋଟ ପୋକ ହୋଇଥିଲେ ମଧ୍ୟ ଘରକୁ ଅନେକ ପ୍ରକାରର ବ୍ୟାକ୍ଟେରିଆ ଏବଂ ରୋଗ ନେଇ ପ୍ରବେଶ କରିଥାଏ । ଏହା ଛଡ଼ା ପିମ୍ପୁଡ଼ି କାମୁଡ଼ିବା ଦ୍ୱାରା ଯନ୍ତ୍ରଣା ଅନୁଭୂତ ହେବା ସହ ବିଭିନ୍ନ ପ୍ରକାରର ସଂକ୍ରମଣ ମଧ୍ୟ ହୋଇଥାଏ । ଶିଶୁଥିବା ଘରେ ଏହା ପିମ୍ପୁଡ଼ି ଅଧିକ ମାତ୍ରାରେ କ୍ଷତିକାରକ…

ପ୍ରିୟଙ୍କାଙ୍କ ବାହାଘରରେ ମୋବାଇଲ ଭୟ

ଚର୍ଚ୍ଚିତ ଯୋଡ଼ି ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନସ୍ଙ୍କ ବିବାହକୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଇଛି। ଚଳିତ ସପ୍ତାହରେ ରାଜସ୍ତାନ୍ର ଜୋଧପୁରର ଉମୈଦ ପ୍ୟାଲେସରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନସ୍ଙ୍କ ମଧ୍ୟରେ ବିବାହ ଉତ୍ସବ ହେବାକୁ ଥିବା ବେଳେ ତା’ପୂର୍ବରୁ ଉକ୍ତ ପ୍ୟାଲେସ୍ରେ…

ଆଇପିଏସ ଅଫିସରଙ୍କ ଆତ୍ମହତ୍ୟା

ଦିଲ୍ଲୀ ପୋଲିସ ମୁଖ୍ୟାଳୟର ୧୦ମହଲା ଛାତ ଉପରୁ ଡେଇଁ ଜଣେ ଆଇପିଏସ ଅଫିସର ଆତ୍ମହତ୍ୟା କରିବା ଘଟଣା ପୋଲିସ ବାହିନୀରେ ଚାଂଚଲ୍ୟ ଖେଳାଇ ଦେଇଛି । ଆତ୍ମହତ୍ୟା କରିଥିବା ଅଫିସର ଜଣକ ଜଣେ ପୋଲିସ ଏସିପି ଏବଂ ତାଙ୍କର ବୟସ ୫୫ ବର୍ଷ ହେବ । ତାଙ୍କ ନାମ ପ୍ରେମ ବଲ୍ଲଭ ଓ ସେ ଦିଲ୍ଲୀରେ କାର୍ଯ୍ୟରତ…

ଟଳିଲା ଆଉଜଣେ ମାଓବାଦୀ

ଛତିଶଗଡର ମୁଲେର ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ମାଓବାଦୀର ମୃତ୍ୟୁ ଘଟିଛି । ତା ଠାରୁ ବନ୍ଧୁକ, ଗୁଳିଗୋଳା ଓ ଅନ୍ୟାନ୍ୟ ବିସ୍ଫୋରକ ଜବତ କରାଯାଇଛି । ଏବେବି ସେଠାରେ ପୋଲିସ ସର୍ଚ ଅପରେସନ ଚାଲୁ ରଖିଛି । ଏବଂ ଅନ୍ୟ ମାଓବାଦୀ ମାନେ ନିକଟସ୍ଥ ଜଙ୍ଗଲରେ…