ଏବେ ବି ସାଢ଼େ ଚାରି କୋଟି ଓଡ଼ିଆଙ୍କ ହୃଦୟର ରାଜା ନବୀନ

ଭୁବନେଶ୍ୱର () ବିରୋଧୀଙ୍କ କୌଣସି ଅଭିଯୋଗ ଓଡିଶାବାସୀଙ୍କ ମନକୁ ଛୁଉଁନି । ଏବେ ନବୀନ ଲୋକପ୍ରିୟତାରେ ସବୁଠୁ ଆଗରେ । ରାଜ୍ୟର ସର୍ବାଧିକ ଲୋକ ନବୀନଙ୍କୁ ପଞ୍ଚମ

Read more

ସମସ୍ୟା ବୁଝିବ କମିଟି

ଭୁବନେଶ୍ବର () ବିଭିନ୍ନ ସଂଗଠନ ଓ ସଂଘର ବିଭିନ୍ନ ସମସ୍ୟାର ଅନୁଧ୍ୟାନ ଓ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଆଜି ଏକ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି

Read more

ପିଆଜ ଖାଇବା ଦ୍ୱାରା କେଉଁ କେଉଁ ଉପକାର ମିଳେ ଜାଣନ୍ତୁ …

ଖାଦ୍ୟକୁ ସ୍ବାଦିଷ୍ଟ କରିଥାଏ ପିଆଜ । ଏହା ସହିତ ପିଆଜର ରହିଛି ଅନେକ ଔଷଧୀୟ ଗୁଣ । ବେଶ୍ କିଛି ରୋଗକୁ ଭଲ କରିଥାଏ ଏହି ପିଆଜ

Read more

ଭୁବନେଶ୍ୱରର ଗୋଟିଏ ମଂଚରେ ଶ୍ରୀକାନ୍ତ ଓ କେଜି୍ରୱାଲ

ଆମ ଆଦମୀର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜି୍ରୱାଲଙ୍କ ଭୁବନେଶ୍ୱର ସଭାରେ ଆଜି ଦେଖିବାକୁ ମିଳିଛି ପୂର୍ବତନ କେନ୍ଦମନ୍ତ୍ରୀ ତଥା କଂଗ୍ରେସରୁ ବହିଷ୍କୃତ ନେତା ଶ୍ରୀକାନ୍ତ

Read more

୫ରେ ଆନେ୍ଦାଳନକୁ ଓହ୍ଲାଇବେ ହାବିଲଦାର,ସିପାହୀ ମହାସଂଘ

ଆସନ୍ତା ୫ତାରିଖରୁ ଓଡିଶା ପୋଲିସ ହାବିଲଦାର ଓ ସିପାହୀ ମହାସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନେ୍ଦାଳନ କରିବ ବୋଲି ଘୋଷଣା କରିଛି । ଏହା ପୂର୍ବରୁ ସଂଘ ୪ତାରିଖରୁ

Read more

ଭିତରକନିକାରେ ମାତିଛନ୍ତି କାଠ ମାଫିଆ, ପଦା ହୋଇଗଲାଣି ଘଞ୍ଚ ଜଙ୍ଗଲ

ରାଜନଗର:  ଅସୁରକ୍ଷିତ ଭିତରକନିକା । ମାତିଛନ୍ତି କାଠ ମାଫିଆ । ପଦା ହୋଇଯାଉଛି ଘଞ୍ଚ ଜଙ୍ଗଲ । ବନ ସଂରକ୍ଷଣ ପାଇଁ ସରକାର କୋଟି କୋଟି ଟଙ୍କା

Read more

ଭୁବନେଶ୍ବରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ଭୁବନେଶ୍ବର: ଓଡ଼ିଶାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଭୁବନେଶ୍ବର ଲୋଏର ପିଏଜିରେ ଆୟୋଜିତ ସାମାଜିକ ନ୍ୟାୟ ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏଠାରେ ଆପ୍

Read more

କଳାହାଣ୍ଡିରେ ମାଓବାଦୀଙ୍କ ବନ୍ଦ ପାଳନ

ଭବାନୀପାଟଣା : କଳାହାଣ୍ଡିରେ ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ । ଢେପଗୁଡା ଜଙ୍ଗଲରେ ଗଛ କାଟି ମୁଖ୍ୟ ରାସ୍ତା ଅବରୋଧ । ଫଳରେ ରାୟଗଡା-ଭବାନୀପାଟଣା ଯାତାୟତ ବାଧାପ୍ରାପ୍ତ

Read more

ଚତୁର୍ଥ ଦିନିକିଆ: ୮ ୱିକେଟରେ ଜିତିଲା ନ୍ୟୁଜିଲାଣ୍ଡ

ପ୍ରଥମ ତିନୋଟି ଦିନିକିଆରେ ଏକ ତରଫା ଭାବେ ବିଜୟ ହାସଲ କରିଥିବା ଭାରତ ଏଠାରେ ଖେଳାଯାଇଥିବା ଚତୁର୍ଥ ଦିନିକିଆରେ ଲଜ୍ଜାଜନକ ଭାବେ ପରାଜିତ ହୋଇଛି। ଟ୍ରେଣ୍ଟ ବୋଲ୍ଟଙ୍କ

Read more