Odia News Portal
Monthly Archives

September 2019

ଘରୁ ଝିଟିପିଟି, ଅସରପା ଓ ମାଛି ଘଉଡ଼ାଇବାକୁ ଚାହୁଁଥିଲେ, ଆପଣାନ୍ତୁ ଏହି ଘରୋଇ ଉପାୟ

ଭୁବନେଶ୍ୱର : ସମସ୍ତଙ୍କ ଘରେ ବର୍ଷର ବିଭିନ୍ନ ସମୟରେ କିଛି ନା କିଛି ପୋକ ମାଛି ଦେଖିବାକୁ ମିଳିଥାଏ। ମଶା, ମାଛି, ଅସରପା, ଝିଟିପିଟି ବର୍ଷକ ବାରମାସ ଘରେ ହଇରାଣ କରିଥାନ୍ତି। ଏହିସବୁ କୀଟପତଙ୍ଗ ଓ ସରିସୃପ ଥରେ ଘରେ ବସା ବାନ୍ଧିଲେ, ଯିବାର ନାଁ ଧରନ୍ତିନି। ଆଉ ଏଥିରୁ ରକ୍ଷା ପାଇବା ଲାଗି…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା …

ମେଷ - ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି କେତେକାଂଶରେ ବ୍ୟାହତ ହେବ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ, ରାଜନୀତି, ସଭାସମିତି ଓ କଳା, କ୍ରୀଡ଼ା ପାଇଁ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ନିକଟ ସମ୍ପର୍କୀୟମାନଙ୍କ ମିଥ୍ୟା ଅଭିଯୋଗ ସକାଶେ ନିଜ ଲୋକ ମାନଙ୍କୁ…

ଏହି ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ସହ ଆଉ ଏକ ଗୀତ ରେକର୍ଡ କଲେ ରାନୁ,ଦେଖନ୍ତୁ ଭିଡିଓ

ମୁମ୍ବାଇ()  ଷ୍ଟେସନରେ ଗୀତ ଗାଉଥିବା ରାନୁ ମଣ୍ଡଳ ଆଜି ଗୋଟେ ପରେ ଗୋଟେ ସଫଳତାର ପାହାଚ ଅତିକ୍ରମ କରି ଚାଲିଛନ୍ତି। କଣ୍ଠଶିଳ୍ପୀ ହିମେଶ ରଶମିୟାଙ୍କ ସହ ରାନୁ ଗୀତ ଗାଇବା ପରେ ଏବେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଉଦିତ୍ ନାରାୟଣ ଙ୍କ ସହ ଗୀତ ରେକର୍ଡ କରିଛନ୍ତି ରାନୁ । ଏକ ନୂଆ ଗୀତ କେହ ରହି ହେ…

କୋଣାର୍କରେ ଟେଣ୍ଟ ସିଟି ନିର୍ମାଣ କରାଯିଵ : ମନ୍ତ୍ରୀ

ଭୁବନେଶ୍ବର : ସୂଚନା ଓ ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା କୋଣାର୍କ, ରାମଚଣ୍ଡୀ ଏବଂ ଚନ୍ଦ୍ରଭାଗା ଅଞ୍ଚଳ ପରିଦର୍ଶନ କରି ଏହି ସବୁ ଅଞ୍ଚଳକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବା ଉପରେ ପର୍ଯ୍ୟଟନ ସଚିବ ଶ୍ରୀ ବିଶାଲ କୁମାର ଦେବ…

କାଲିଠୁ ଭୁବନେଶ୍ୱରର ଏହି ୨ ସ୍ଥାନରେ ମିଳିବ ଲର୍ଣ୍ଣିଂ ଲାଇସେନ୍ସ

ଭୁବନେଶ୍ୱର()  ଗ୍ରାହକଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ଦେବା ପାଇଁ ରାଜଧାନୀ ଭୁବନେଶ୍ୱରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପରିବହନ ବିଭାଗ ସହିଦନଗରସ୍ଥିତ ବିଏମ୍ସି କାର୍ୟ୍ୟାଳୟ ଓ ଓଏସଆରଟିସି (ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ) ପରିସରରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି। ଏହି ୨ଟି କେନ୍ଦ୍ରରୁ…

ପୂଜା କମିଟି ଗୁଡିକୁ ସେସୁର ଚେତାବନୀ

ଭୁବନେଶ୍ବର()  ପାର୍ବଣ ଋତୁରେ ପୂଜା ପାଇଁ ସହରରୁ ପଲ୍ଲୀ ପୂଜା ପେଣ୍ଡାଲ ଗୁଡିକରେ ଚାଲିଛି ଜୋରଦାର ପ୍ରସ୍ତୁତି । ଆଉ ଏହାରି ମଧ୍ୟରେ ପୂଜା ପୂର୍ବରୁ ପୂଜା କମିଟି ଗୁଡିକୁ ସତର୍କ କରାଇଛି ସେସୁ । ବେଆଇନ ଭାବେ ହୁକ ପକାଇ ବିଦ୍ୟୁତ ସଂଯୋଗ ନେଉଥିବା ପୂଜା କମିଟି ଉପରେ ଦୃଢ କାର୍ୟ୍ୟାନୁଷ୍ଠାନ…

ଏଣିକି ସର୍ବସାଧାରଣରେ ଚୁମ୍ବନ ପାଇଁ ଲାଗିବ ଫାଇନ

ସାଉଦି ଦେଶର ଅର୍ଥନୀତି ମୁଖ୍ୟତଃ ତୈଳ ଉତ୍ତୋଳନ ହୋଇଥିବାବେଳେ ବର୍ତ୍ତମାନ ପର୍ୟ୍ୟଟନକୁ ମଧ୍ୟ ଗୁରୁତ୍ୱ ଦିଆଯାଇ ଅର୍ଥନୀତିର ଦିଗ ବଦଳାଇବାର ପ୍ରୟାସ କରାଯାଇଛି। ଏକ ବିବୃତିରେ ସାଉଦି ସରକାର ନୂଆଁ ନିୟମ କରିଛନ୍ତି । ନୂଆ ନିୟମ ଅନୁଯାୟୀ ଉଭୟ ମହିଳା ଓ ପୁରୁଷ ଶାଳୀନତାର ସହ ପୋଷାକ…

ଆର୍ମିର ଫୁଲ ଫର୍ମ କଣ ଜାଣନ୍ତୁ …

ଭୁବନେଶ୍ୱର() ଭାରତୀୟ ସେନା ଅର୍ଥାତ ଆର୍ମି ନାଁ ସାମ୍ନାକୁ ଆସିବା ମାତ୍ରେ ଗର୍ବରେ ଛାତି ଚଉଡା ହୋଇଯାଏ । ବିଶ୍ୱର ୨ୟ ବଡ ଶକ୍ତିଶାଳି ସେନା ହେଉଛି ଭାରତୀୟ ଆର୍ମି । ତେବେ ଆପଣ ଜାଣିଛନ୍ତି କି ଆର୍ମିର ଫୁଲ ଫର୍ମ କଣ ? ଆସନ୍ତୁ ଜାଣିବା ... ଆର୍ମିର ଫୁଲ ଫର୍ମ ହେଉଛି ALERT REGULAR…

ଟ୍ରେନରେ ବାଜିଥାଏ ୧୧ ପ୍ରକାର ହର୍ନ: ଜାଣନ୍ତୁ

ଆପଣମାନେ କେବେ ଧ୍ୟାନ ଦେଇଛନ୍ତି, ଟ୍ରେନ୍ରେ କେତେ ପ୍ରକାର ହର୍ନ ବାଜିଥାଏ। କହିରଖୁଛୁ ଟ୍ରେନ୍ରେ ୧୧ ପ୍ରକାର ହର୍ନ ବାଜିଥାଏ। ଗୋଟିଏ ଛୋଟ ହର୍ନ: ଗୋଟିଏ ଛୋଟ ହର୍ନ ବାଜିବା ଅର୍ଥ ଟ୍ରେନ୍ଟି ପଟ୍ରି ଉପରକୁ ଆସିଯାଇଛି ଏବଂ ଏହାର ସଫା ସୁତରା କରିବାର ସମୟ ହୋଇଯାଇଛି। ୨ଟି ଛୋଟ ହର୍ନ:…

ଟାଇଗରଙ୍କ ପଛରେ ପାଗଳ ଏହି ଅଭିନେତ୍ରୀ

ମୁମ୍ବାଇ ()  ଚର୍ଚ୍ଚାରେ ବଲିଉଡ ଅଭିନେତା ଟାଇଗର ଶ୍ରଫ । ୨୦ ବର୍ଷର ସୁନ୍ଦରୀ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଟାଇଗର ଶ୍ରଫଙ୍କୁ ବହୁତ ପସନ୍ଦ କରନ୍ତି। ଷ୍ଟୁଡେଣ୍ଟ ଅଫ ଦ ୟିଅର ୨ ଫିଲ୍ମରେ ଅଭିନୟ କରି ଅନନ୍ୟା ବଲିଉଡରେ ପାଦ ଦେଇଥିଲେ। ଏକ ସାକ୍ଷାତକାରରେ ଅନନ୍ୟାଙ୍କୁ ପଚାରାଯାଇଥିଲା…