Odia News Portal
Yearly Archives

2019

୧୨ ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ବର()  ୧୨ ଜିଲ୍ଲାକୁ ସତର୍କ ସୂଚନା ଜାରି ।ଆଗାମୀ ୨୪ ଘଣ୍ଟା ଭିତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।କଳାହାଣ୍ଡି, ଗଞ୍ଜାମ, ସୋନପୁର, ମାଲକାନଗିରି, କୋରାପୁଟ,ନବରଙ୍ଗପୁର,ନୂଆପଡା,ବରଗଡ, କଟକ,ବୌଦ୍ଧ,ଦେବଗଡ ଓ ସମ୍ବଳପୁର ଜିଲ୍ଲା ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

ପାଣ୍ଡିଆନଙ୍କୁ ନୂଆ ଦାୟିତ୍ୱ , କଣ ଜାଣନ୍ତୁ

ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଗୁରୁ ଦାୟିତ୍ୱ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଦାୟିତ୍ୱ ସହ 5-ଟି ମନ୍ତ୍ରର ଟ୍ରାନ୍ସଫରମେସନ ବା ପରିବର୍ତ୍ତନ ଓ ଇନିସିଏଟିଭ ବା ନୂଆ ସମ୍ଭାବନାର ସଚିବ ଦାୟିତ୍ୱ ମିଳିଛି ।…

ବିଜେପି ନେତାଙ୍କ ସେକ୍ସ ଭିଡିଓ ପୁଣି ଭାଇରାଲ

ଶିମଲା : ଭାରତୀୟ ଜନତା ପାର୍ଟି  (ବିଜେପି)ର ଜନୈକ ନେତା ଓ ତାଙ୍କ ବାନ୍ଧବୀଙ୍କ ସେକ୍ସ ଭିଡିଓ ପୁଣି ସୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ହିମାଚଳ ପ୍ରଦେଶ ବିଜେପିର ଯୁବନେତାଙ୍କୁ ଦେଖାଯାଉଛି। କୁହାଯାଉଛି ଏହି ଭାଇରାଲ ଭିଡିଓ କୌଣସି ହୋଟେଲର ବାଥରୁମର ବୋଲି।  ତେବେ ଗଣମାଧ୍ୟ…

ନୂଆ ଲୁକ୍‌ରେ ଖିଲାଡୀ କୁମାର

ମୁମ୍ବାଇ: ବଲିଉଡ୍‌ର ‘ଖିଲାଡୀ’ ଅକ୍ଷୟ କୁମାର ଏବେ ତାଙ୍କ ଆଗାମୀ ଫିଲ୍ମ ‘ମିଶନ୍‌ ମଙ୍ଗଲ୍‌’କୁ ନେଇ ବହୁତ ବ୍ୟସ୍ତ ଅଛନ୍ତି। ତାଙ୍କର ଏହି ଫିଲ୍ମ ଅଗଷ୍ଟ ୧୫ ତାରିଖରେ ରିଲିଜ୍‌ ହେବ। କିନ୍ତୁ ତା’ ପୂର୍ବରୁ ଅକ୍ଷୟ ତାଙ୍କର ଆଗାମୀ ଫିଲ୍ମ ସମ୍ପର୍କରେ ଘୋଷଣା କରି ଏହାର ପୋଷ୍ଟର ଶେଆର୍…

ପଟ୍ଟନାୟକିଆ ଟ୍ରିପଲ ମର୍ଡର ମାମଲାରେ ଆଉ ଦୁଇ ଅଭିଯୁକ୍ତ ଗିରଫ

ପୁରୀ : ପିପିଲି ପଟ୍ଟନାଇକିଆ ଟ୍ରିପଲ୍‌ ମର୍ଡର ଘଟଣାରେ ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ। ସେମାନଙ୍କୁ ଗିରଫ କରିଛି ପୁରୀ ପୋଲିସ। ଦୁଇ ଅଭିଯୁକ୍ତ ହେଲେ ମିଟୁ ବେହେରା ଓ ପୁନିଆ ଓରଫ ପ୍ରହ୍ଲାଦ ବେହେରା। ସିସିଟିଭି ଫୁଟେଜରୁ ଏମାନଙ୍କୁ ଚିହ୍ନଟ କରାଯାଇଥିଲା। ଏକ ଜଙ୍ଗଲରୁ ଦୁହିଁଙ୍କୁ ପୋଲିସ ଗିରଫ…

କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ବନ୍ଧତ୍ୱପୂର୍ଣ୍ଣ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଟାଟା ଷ୍ଟିଲ ଏକାଦଶ ଚମ୍ପିଆନ

ଭୁବନେଶ୍ୱର : ଟାଟା ଷ୍ଟିଲ୍ ପକ୍ଷରୁ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ବନ୍ଧତ୍ୱପୂର୍ଣ୍ଣ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଟାଟା ଷ୍ଟିଲ ଏକାଦଶ ଚମ୍ପିଆନ ହୋଇଛି । ଏହି ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ୪ଟି ଟିମ୍ ଟାଟା ଷ୍ଟିଲ୍ ଏକାଦଶ, ମିଡିଆ ଏକାଦଶ, ଲିଡର୍ସ ଏକାଦଶ ଏବଂ ବ୍ୟୁରୋକ୍ରାଟ୍ସ ଏକାଦଶ…

ଖାଲି ପଡ଼ିଥିବା ଇନ୍ସପେକ୍ଟର, ଏସଆଇ ଓ ଏଏସଆଇ ପଦବୀ ପୂରଣ କରାଯାଉ

କଟକ : ସମସ୍ତଙ୍କୁ ସୁରକ୍ଷା ଯୋଗାଇ ଦେଉଥିବା ପୋଲିସ, ଏବେ ମାଗୁଛି ନିଜ ପାଇଁ ସୁରକ୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ ଉପରେ ଆକ୍ରମଣକୁ ଦୃଷ୍ଟିରେ ରଖି ଆଜି ପୋଲିସ ଆସୋସିଏସନ ପକ୍ଷରୁ ସରକାରଙ୍କ ନିକଟରେ ଦାବି ରଖାଯାଇଛି । ଡାକ୍ତରମାନଙ୍କ ସୁରକ୍ଷା ପାଇଁ ଯେଭଳି ଆଇନ କରାଯାଇଛି,…

ଆର୍ୟଲ୍ୟାଣ୍ଡରେ ଅମ୍ବାତି ରାୟିଡୁଙ୍କ ଧମାଲ, ୫୮ଟି ବଲରେ୧୦୦ ରନ

ନୂଆଦିଲ୍ଲୀ : ଓ୍ବେଷ୍ଟଇଣ୍ଡିଜ ଗସ୍ତ ନେଇ ଭାରତୀୟ ଟିମର ମୁଖ୍ୟ ଚୟନ କର୍ତ୍ତା ଏମଏସକେ ପ୍ରସାଦ ଗତ ରବିବାର ଦିନ ମୁମ୍ବାଇ ଓ୍ବାଙ୍ଖ​‌ଡେ ଷ୍ଟାଡିୟମରେ ଖେଳାଳିଙ୍କ ନାଁ ଘୋଷଣା କରିଥିଲେ। ୨୦୧୯ ବିଶ୍ବକପରେ ସାମିଲ ଥିବା ଅମ୍ବାତି ରାୟିଡୁଙ୍କୁ ଏମଏସକେ ପ୍ରସାଦ ଓ୍ବେଷ୍ଟଇଣ୍ଡିଜ ଗସ୍ତରୁ ବାଦ…

କଂଗ୍ରେସର ୧୧ ଓ ଜେଡିଏସର ୩ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ବାଚସ୍ପତି

ବେଙ୍ଗାଲୁରୁ : ଦୁଇ ଦିନ ତଳେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ବି.ଏସ୍. ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ବିଧାନସଭାରେ ୟେଦ୍ୟୁରପ୍ପାଙ୍କ ନୂଆ ସରକାର ବହୁମତ ସାବ୍ୟସ୍ତ କରିବା ପୂର୍ବରୁ କର୍ଣ୍ଣାଟକ ନାଟକରେ ଆସିଛି ନୂଆ ମୋଡ । କର୍ଣ୍ଣାଟକ ବାଚସ୍ପତି କେ.ଆର. ରମେଶ କୁମାର…

ବାଲେଶ୍ବରରେ ମାତିଛନ୍ତି ଲୁଟେରା : ୨୫ ଲକ୍ଷ ଟଙ୍କାର ଗହଣା ଲୁଟିନେଲେ

ବାଲେଶ୍ବର : ବାଲେଶ୍ବରରେ ମାତିଛନ୍ତି ଲୁଟେରା । ଅଳଙ୍କାର ଦୋକାନରୁ ଲୁଟିନେଲେ ୨୫ ଲକ୍ଷ ଟଙ୍କାର ଗହଣା । ବସ୍ତା ଥାନା ହଳଦୀପାଳ ବଜାରରେ ଥିବା ଗହଣା ଦୋକାନରୁ ୫୦୦ ଗ୍ରାମ ସୁନା ଓ ୧୫କେଜି ରୂପା ଲୁଟି ନେଇଛନ୍ତି । ଅଳଙ୍କାର ଦେ।କାନରେ ଲୁଟ୍ ପରେ ବଜାର ସ୍ଥିତ ସିଣ୍ଡିକେଟ ବ୍ୟାଙ୍କ ଏଟିଏମରୁ…