କୁକୁଡା ପାଇଁ ହତ୍ୟାକାଣ୍ଡ
ରାଉରକେଲା() ରାଉରକେଲାରେ କୁକୁଡା ପାଇଁ ଜଣେ ନାବାଳିକାକୁ ପିଟି ପିଟି ହତ୍ୟା କରାଯାଇଛି ।ମୃତକଙ୍କ ନାଁ ରୋଶନି ଡୁଙ୍ଗଡୁଙ୍ଗ। କୁକୁଡା ମୃତ୍ୟୁକୁ ନେଇ ଉତ୍ତକ୍ଷିତ ହୋଇପଡିଥିବା ପଡୋଶୀ ଗତକାଲି ରାତିରେ ନାବାଳିକା ଜଣକୁ ଆକ୍ରମଣ କରିଥିଲା । ଏଥିରେ ନାବାଳିକା ଜଣଙ୍କର ମୃତ୍ୟୁ ହୋଇଛି ।…
