ଭୁବନେଶ୍ୱରରେ ଋଷିଆ ଓ ପୋଲାଣ୍ଡ ହକି ଟିମ୍
ଭୁବନେଶ୍ୱର : ଭୁବନେଶ୍ୱରରେ ପୁଣି ଦେଖିବାକୁ ମିଳିବ ହକି ଫିଭର। କଳିଙ୍ଗ ଷ୍ଟାଡିୟମରେ ଜୁନ୍ ୬ରୁ ଆରମ୍ଭ ହେବ FIH MEN’S SERIES FINAL। ଅଂଶ ଗ୍ରହଣ କରିବେ ଭାରତ ସମେତ ବିଶ୍ୱର ୮ଟି ଦଳ।
ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଋଷିଆ ଓ ପୋଲାଣ୍ଡ ହକି ଟିମ୍। ବିମାନବନ୍ଦରରେ…
