Odia News Portal
Yearly Archives

2019

ରାହୁଲଙ୍କୁ ହରାଇ ବିଜୟୀ ହେଲେ ସ୍ମୃତି

ଆମେଥି ବିଜୟର ମୁକୁଟ ପିନ୍ଧିଲେ ସ୍ମୃତି ଇରାନୀ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ହରାଇ ବିଜୟ ହୋଇଛନ୍ତି ସ୍ମୃତି ଇରାନୀ । ଏଥିପାଇଁ ରାହୁଲ ଗାନ୍ଧୀ ସ୍ମୃତି ଇରାନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗାନ୍ଧି ପରିବାରର ପରମ୍ପରାଗତ ଆସନରୁ ସ୍ମୃତି ଇରାନୀ ବିଜୟ ହାସଲ କରିଛନ୍ତି ।

ମୋଦିଙ୍କୁ ନବୀନଙ୍କ ଶୁଭେଚ୍ଛା

ଭୁବନେଶ୍ବର ()  କେନ୍ଦ୍ରରେ ଆଗାମୀ ଶାସନ ପାଇଁ ବିଜେପିକୁ ବହୁମତ ମିଳିବା ପରେ ଟେଲିଫୋନ୍ ଯୋଗେ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେହିଭଳି ମୋଦି ମଧ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଛନ୍ତି । ନିଜ ଅଫିସିଆଲ ଟ୍ୱିଟର…

ବଲିଉଡର ଏହି ଅଭିନେତାଙ୍କୁ ଧମକ, ଜାଣନ୍ତୁ କାରଣ …

ମୁମ୍ବାଇ ()  ଅଭିନେତା ବିବେକ ଓବରଏଙ୍କୁ ନକ୍ସଲମାନେ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି। ନକ୍ସଲମାନେ ବିବେକଙ୍କୁ ପିଏମ୍ ନରେନ୍ଦ୍ର ମୋଦିଙ୍କ ବାୟୋପିକକୁ ନେଇ ଧମକ ମିଳିଛି। ଏହି ଫିଲ୍ମରେ ବିବେକ ନରେନ୍ଦ୍ର ମୋଦିଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ମୁମ୍ବାଇ ପୋଲିସ ପକ୍ଷରୁ ସୁରକ୍ଷା…

ନବୀନଙ୍କୁ ମୋଦିଙ୍କ ଶୁଭେଚ୍ଛା

ଭୁବନେଶ୍ବର()   ନିର୍ବାଚନ ଫଳାଫଳ ଆସିନଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇସାରିଛନ୍ତି । ଚଳିତ ସାଧାରଣ ନିର୍ବାଚନରେ ଉଭୟ ବିଧାନସଭା ଓ ଲୋକ ସଭାରେ ଶାସକ ବିଜେଡିର ପ୍ରଦର୍ଶନ ଉତ୍ସାହଜନକ ଥିବାରୁ ନବୀନଙ୍କୁ ଟ୍ୱିଟ୍ କରି…

ମଧ୍ୟାହ୍ନ ୧୨ ସୁଦ୍ଧା ସର୍ବଶେଷ ଖବର

ଭୁବନେଶ୍ବର()  ଦିନ ୧୨ଟା ସୁଦ୍ଧା ଅବଗତ ହୋଇଥିବା ଟ୍ରେଣ୍ଡ ଅନୁସାରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ଅଧିକାଂଶ ସ୍ଥାନରେ ପ୍ରତିଦ୍ୱନ୍ଦିତା ଜାରି ରହିଥିବା ଦେଖିବାକୁ ମିଳିଛି। କଂଗ୍ରେସ ତୃତୀୟ ସ୍ଥାନକୁ ଠେଲି ହୋଇଯାଇଛି। ସୂଚନା ମୁତାବକ ବିଜେଡି ୮୯ଟି ବିଧାନସଭା ଆସନରେ ଆଗୁଆ…

ଭୋଟ ଗଣତିର ସର୍ବଶେଷ ସୂଚନା

ଭୁବନେଶ୍ୱର()  ମତଦାନ ଗଣତି ଚାଲିଥିବା ବେଳେ ୧୦.୫୦ ସୁଦ୍ଧାରେ ସର୍ବଶେଷ ଖବର ଦେଇଛନ୍ତି ନିର୍ବାଚନ ଅଧିକାରୀ । ସୂଚନା ଅନୁସାରେ ଲୋକସଭାର ୨ଟି ଆସନ ଯଥା କେନ୍ଦ୍ରାପଡା ଏବଂ କଟକ ଆସନ ଛଡା ବାକି ୧୯ ଟି ଆସନର ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ । ବିଜେଡି ୧୨ଟି ଆସନରେ ଆଗୁଆ ଥିବାବଳେ…

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରା ଧୁମ୍ ଧାମରେ ପାଳିତହେବ । କେଦାରଗୌରୀ ମନ୍ଦିରରୁ ନବଦମ୍ପତିଙ୍କୁ ଶୋଭାଯାତ୍ରାରେ ନିଆଯାଇ ଗୋସାଗରେଶ୍ୱର ଛକ ନିକଟ ଶୀତଳଷଷ୍ଠୀରୋଡ୍, ତିନି ମୁଣ୍ଡିଆ ଛକ, ବଢ଼େଇବାଙ୍କ ଛକ, ମହାଖେଳା ଛକ ମଧ୍ୟ ଦେଇ ନଗର ପରିକ୍ରମା କରିବେ । ଏଥି…

୩୧ ବର୍ଷରେ ଗୋଟିଏ ବି ମିଳିନାହିଁ ନ୍ୟାସନାଲ୍ ଆୱାର୍ଡ

ଅନେକ ସୁପରହିଟ୍ ଫିଲ୍ମ ଦେଇଥିବା ସଲମାନ୍ ଖାନ ନିଜର ଫିଲ୍ମି କ୍ୟାରିୟର ୧୯୮୮ରେ ବିବି ହୋ ତୋ ଐସି ମାଧ୍ୟମରେ କରିଥିଲେ । ସେବେଠାରୁ ନେଇ ଆଜି ପର୍ୟ୍ୟନ୍ତ ଇଣ୍ଡଷ୍ଟ୍ରିରେ ପ୍ରଶଂସନୀୟ କାମ କରିଛନ୍ତି । ହେଲେ ଗୋଟିଏ ପରେ ଗୋଟିଏ ବ୍ଲକ୍ ବଷ୍ଟର୍ ଫିଲ୍ମ ଦେଇ ମଧ୍ୟ ଆଜି ଯାଏଁ ଗୋଟିଏ ବି…

ନବୀନଙ୍କ ସହ କଥା ହେଲେ ଏନ୍ସିପି ମୁଖ୍ୟ

ଭୁବନେଶ୍ବର()  ବିଜେଡି ସୁପ୍ରିମୋ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ ଏନସିପି ମୁଖ୍ୟ ଶରଦ ପାଓ୍ଵାର । ଟିଆରଏସ୍ ଚିଫ୍ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ସହ ମଧ୍ୟ କଥା ହୋଇଛନ୍ତି । ଗତ ତିନି ଦିନ ହେବ କଥା ହୋଇଥିବା ଜଣାପଡ଼ିଛି । ଦୁଇ…

୨୦୧୯ ନିର୍ବାଚନର ଫଳାଫଳ ଆସିବାକୁ ଆଉ ୨୪ ଘଣ୍ଟା

୨୦୧୯ ସାଧାରଣ ନିର୍ବାଚନର ଫଳାଫଳ ଆସିବାକୁ ଆଉ ମାତ୍ର ୨୪ ଘଣ୍ଟାର ସମୟ ବାକି ଥିବା ବେଳେ ବଢିଯାଇଛି ରାଜନୀତିର ପାରଦ । ନିର୍ବାଚନ ରେଜଲ୍ଟ ପାଇଁ ବଢୁଛି ଉତ୍କଣ୍ଠା । ୨୦୧୯ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ନେତାଙ୍କ ବୟାନବାଜି, ରାଜନୀତି ମଇଦାନକୁ ଅଧିକ ସରଗରମ କରିଛି । ବିଜୟ ନେଇ…