Odia News Portal
Yearly Archives

2019

କାଲି ଦିନ ୧୦ଟାରୁ ୧୨ଟା ସୁଦ୍ଧା ପୁରୀରେ ଲ୍ୟାଣ୍ଡଫଲ କରିବ ଫନୀ

ଭୁବନେଶ୍ବର () ସାମୁଦ୍ରିକ ଝଡ ଫନୀ ଗତ ୬ ଘଂଟା ମଧ୍ୟରେ ଘଂଟାପ୍ରତି ୧୫କିମି ବେଗରେ ପୁନଶ୍ଚ ଉତର-ଉତରପୂର୍ବ ଦିଗରେ ଗତିକରି ଗୁରୁବାର ପୂର୍ବାହ୍ନ 1.30 ସୁଦ୍ଧା ପୁରୀଠାରୁ 330 କିମି ଦକ୍ଷିଣ-ଦକ୍ଷିଣପୂର୍ବ, ବିଶାଖାପାଟଣାଠାରୁ 180 କିମି ଦକ୍ଷିଣ-ଦକ୍ଷିଣପୂର୍ବ କେନ୍ଦ୍ରିଭୂତ ରହିଛି । ଏହା…

ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ, ଆତଙ୍କିତ ହୁଅନ୍ତୁ ନାହିଁ, ଶାନ୍ତ ରୁହନ୍ତୁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର () ଆସନ୍ତାକାଲି ସକାଳ 10ଟାରେ ଓଡିଶା ଉପକୂଳକୁ ଛୁଇଁବ ବାତ୍ୟା । ଏଥିପାଇଁ ଉପକୂଳ ଜିଲ୍ଲାଗୁଡିକରେ ଲୋକେ ଭୟଭିତ ହୋଇପଡିଥିବା ବେଳେ ସୁରକ୍ଷା ପାଇଁ ସ୍ଥାନ ଖୋଜୁଛନ୍ତି । ଏଭଳିସ୍ଥିତିରେ ଭୟଭିତ ନହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ  ପରାମର୍ଶ ଦେଇଛନ୍ତି । ସେ…

ଚେନ୍ନାଇ ସୁପର କିଙ୍ଗସ ୮୦ ରନରେ ବିଜୟୀ

ଚେନ୍ନାଇ : ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ୱିକେଟ ଆଗରେ ଏବଂ ୱିକେଟ ପଛରେ ଜବରଦସ୍ତ ପ୍ରଦର୍ଶନ ଏବଂ ଇମରାନ ତାହିରଙ୍କ ନେତୃତ୍ୱରେ ସ୍ପିନରଙ୍କ ପ୍ରଶଂସନୀୟ ବୋଲିଂ ବଳରେ ଚେନ୍ନାଇ ସୁପର କିଙ୍ଗସ ବୁଧବାର ଏଠାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮୦ ରନରେ ପରାସ୍ତ କରି ଇଣ୍ଡିଆନ ପ୍ରିମିୟର ଲିଗ…

୮ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ‘ଫୋନି’ ଅତି ଭୟଙ୍କର ବାତ୍ୟାର ରୂପ ଧାରଣ କରି ଉଗ୍ର ହୋଇ ଓଡ଼ିଶା ଉପକୂଳ ଅଭିମୁଖେ ମାଡ଼ି ଆସୁଥିବାବେଳେ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ୮ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ…

ଡାକ୍ତର ଓ କର୍ମଚାରୀମାନଙ୍କର ଛୁଟି ବାତିଲ

ଭୁବନେଶ୍ବର () ସମ୍ଭାବ୍ୟ ବାତ୍ୟା ଫନିକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତି ସଂପର୍କରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ବାତ୍ୟା ପ୍ରଭାବିତ ଅଂଚଳରେ ସ୍ବାସ୍ଥ୍ୟସେବା ବଜାୟ…

‘ଫୋନି’ ପାଇଁ ୯ ଜିଲ୍ଲା ପାଇଁ ୧୨ ଆଇଏଏସଙ୍କୁ ଦାୟିତ୍ୱ

‘ଫୋନି’ ପାଇଁ ୯ ଜିଲ୍ଲା ପାଇଁ ୧୨ ଆଇଏଏସଙ୍କୁ ଦାୟିତ୍ୱ । ପୁରୀଠାରୁ ୬୨୦ କି.ମି. ଦୂରରେ ଥିବା ବେଳେ ୩ ତାରିଖ ଅପରାହ୍ଣରେ ଏହା ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତେବେ ସମ୍ଭାବ୍ୟ ‘ଫୋନି’ର ମୁକାବିଲା ପାଇଁ ରାଜ୍ୟରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଫୋନିର…

ଆସୁଛି ‘ଫୋନି’ , ବଢୁଛି ଇଭିଏମ ସୁରକ୍ଷା ଚିନ୍ତା

ଭୁବନେଶ୍ବର() ଇଭିଏମରେ ସୁରକ୍ଷା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦ୍ଖଳ ସମ୍ମିଳନୀ । କିଭଳି ସୁରକ୍ଷିତ ରଖାଯିବ ଇଭିଏମ ସେନେଇ ସିଇଓ କହିଛନ୍ତି ଯେ, ବାତ୍ୟା ପ୍ରଭାବିତ ଥିବା ଜିଲ୍ଲା ଗୁଡ଼ିର କିଛି ସ୍ଥାନରେ ଇଭିଏମକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତାବ ଆସିଛି । ଏନେଇ ମୁଖ୍ୟ…

ମାଡିଆସୁଛି ‘ଫୋନି’ , ଆଶଙ୍କାରେ ଓଡିଶା

ଭୁବନେଶ୍ବର() ସାମୁଦ୍ରିକ ଝଡ ‘ଫୋନି’ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନ ଷ୍ଟ୍ରମରେ ପରିଣତ ହୋଇ ଏବେ ପୁରୀ ମୁହାଁ ହୋଇଛି ।ପୁରୀଠାରୁ ୬୬୦ କିଲୋମିଟର ଦୂରରେ ରହିଛି ‘ଫୋନି’ । ଏହା ବିଶାଖାପାଟଣାଠାରୁ ୪୩୦ କିଲୋମିଟର ଦୂରରେ ରହିଛି । ୩ତାରିଖରେ ପୁରୀର ଦକ୍ଷିଣରେ ଉପକୂଳ ଛୁଇଁବ । ଏହି ସମୟରେ…

ଭୟଭୀତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବାତ୍ୟା ପାଇଁ ଭୟଭୀତ ନହୋଇ ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫନି ପାଇଁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆଲର୍ଟ ଜାରି କରାଯାଇଛି । ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ରହିଛି । ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ…

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ହକି ଟିମରେ ବୀରେନ୍ଦ୍ର ଏକମାତ୍ର ଓଡ଼ିଆ

ନୂଆଦିଲ୍ଲୀ : ଆସନ୍ତା ମେ’ ୧୦ରୁ ୧୭ ତାରିଖ ପର‌୍ୟ୍ୟନ୍ତ ଅଷ୍ଟ୍ରେଲିଆରେ ହେବାକୁଥିବା ହକି ସିରିଜ୍ ପାଇଁ ୧୮ ଜଣିଆ ଭାରତୀୟ ପୁରୁଷ ଦଳର ଘୋଷଣା କରାଯାଇଛି। ଟିମକୁ ଅଭିଜ୍ଞ ଡ୍ରାଗ-ଫ୍ଲିକର୍ ରୂପିନ୍ଦର ପାଲ୍ ସିଂହ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦୀର୍ଘ ଦିନ ଧରି ଆହତ କାରଣରୁ ରୂପିନ୍ଦର ଜାତୀୟ…