ପୁରୀରେ ରହୁଥିବା ସମସ୍ତ ପର୍ଯ୍ୟଟକଙ୍କୁ ଆସନ୍ତାକାଲି ସଂଧ୍ୟା ସୁଦ୍ଧା ପୁରୀ ଛାଡିବାକୁ ନିର୍ଦ୍ଦେଶ
ପୁରୀ : ବାତ୍ୟା ଫନି ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସଜାଗ । ସମୁଦ୍ରକୂଳ ପେଣ୍ଠକଟା ମତ୍ସ୍ୟଜୀବୀ ବସ୍ତି, ଚନ୍ଦ୍ରଭାଗା, ଅସ୍ତରଙ୍ଗ ଓ କୃଷ୍ଣପ୍ରସାଦ ବସ୍ତିବାସିନ୍ଦାଙ୍କୁ ଆବଶ୍ୟକ ସ୍ଥଳେ ବାତ୍ୟା ଆଶ୍ରୟ ସ୍ଥଳୀମାନଙ୍କୁ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା ହୋଇଛି । ଜିଲ୍ଲା ପ୍ରଶାସନ…
