ଶ୍ରଦ୍ଧା ବାଛିଲେ ଜୀବନସାଥୀ, ଏହି ବଡ ହସ୍ତୀ ଙ୍କର ସହ ହେବାକୁ ଯାଉଛି ବାହାଘର
ବଲିଉଡ ରେ ପ୍ରତୋକ କଳାକାର ସର୍ବଦା କୌଣସି ନା କୌଣସି ଘଟଣା କୁ ନେଇ ଚର୍ଚା ରେ ରହିଥାନ୍ତି । କେହି ନିଜ ର କଳା ର ଦକ୍ଷତା ପାଁଇ ଚର୍ଚା ରେ ରହିଥାନ୍ତି ତ କେହି ନିଜ ର ସୁନ୍ଦରତା ପାଁଇ ଚର୍ଚା ରେ ରହିଥାନ୍ତି । କିନ୍ତୁ ଆଉ କିଛି ନିଜ ର ବ୍ୟକ୍ତିଗତ ସମସ୍ୟା କୁ ନେଇ ମଧ୍ୟ ଚର୍ଚା ରେ…
