Odia News Portal
Yearly Archives

2019

ଋିଷି କୁମାର ଶର୍ମା ସିବିଆଇର ନୂଆ ନିଦେ୍ର୍ଧଶକ

ଋିଷି କୁମାର ଶର୍ମା ସିବିଆଇର ନୂଆ ନିଦେ୍ର୍ଧଶକ ଭାବେ ଦାୟୀତ୍ୱ ଗ୍ରହଣ କରିବେ । ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ଅଧକ୍ଷତାରେ ଅନୁÂିତ ଉଚ୍ଚସ୍ତରୀୟ ଚୟନ କମିଟି ଶ୍ରୀ ଶୁକ୍ଳାଙ୍କ ନାମକୁ ଏହି ପଦବି ପାଇଁ ମନୋନୀତ କରାଯାଇଛି । ସେ ୧୦୮୩ ବ୍ୟାଚର ମଧ୍ୟପ୍ରଦେଶ କ୍ୟାଡରର ଜଣେ ଆଇପିଏସ…

ସ୍ୱାମୀକୁ ଏମିତି ଅବସ୍ଥାରେ ଦେଖି ଚତୁର୍ଥୀ ରାତିରେ ଛାଡପତ୍ର ଦେଲା ସ୍ତ୍ରୀ

୨୨ ଜାନୁୟାରୀରେ ଆଗ୍ରାରେ ରହୁଥିବା ସୁରେଶ ମିଶ୍ରାଙ୍କର ପୁଅ ଧୀରଜ ଫିରୋଜାବାଦରେ ରହୁଥିବା ତନୁଙ୍କ ସହିତ ବହୁତ ଧୂମଧାମରେ ବିବାହ ହୋଇଥିଲା। ବିବାହ ପରଦିନ ତନୁ ବାପାଙ୍କ ଘରୁ ଶ୍ବଶୁରଙ୍କ ଘରକୁ ଆସିଲା। କିନ୍ତୁ ବିବାହର ପ୍ରଥମ ରାତିରେ ହିଁ କନ୍ୟା ତାର ସ୍ବାମୀଙ୍କ ବିଷୟରେ ଏମିତି ଏକ ଘଟଣା…

ସଲମାନ ଖାନଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡନ ଅଭିଯୋଗ

ବଲିଉଡର ଜଣେ କୋରିଓଗ୍ରାଫର ‘ଡାନ୍ସ ଇଣ୍ଡିଆ ଡାନ୍ସ’ ଶୋ’ର ଡାନ୍ସର ସଲମାନ ୟୁସୁଫ୍ ଖାନଙ୍କ ଉପରେ ଯୌନ ଉତ୍ପୀଡନ ମାମଲା ରୁଜୁ କରିଛନ୍ତି । ମୁମ୍ବାଇର ଓଶିୱାରା ପୁଲିସ ଷ୍ଟେସନରେ ରୁଜୁ କରାଯାଇଥିବା ମାମଲା ଅନୁସାରେ, ଓଶିୱାରାର ଏକ କଫି ହାଉସରେ ସଲମାନ କୋରିଓଗ୍ରାଫରଙ୍କ ସହିତ ଅସଦାଚରଣ…

୩ ଶିଶୁଙ୍କୁ ଚେଙ୍କ

କେନ୍ଦୁଝର ଜିଲ୍ଲା ତେଲକୋଇ ଅଂଚଳରେ ପୁଣି ୩ଜଣ ଶିଶୁଙ୍କୁ ଚେଙ୍କ ଦିଆଯାଇଥିବା ସମ୍ପର୍କରେ ଖବର ମିଳିଛି । ସେମାନଙ୍କ ମଧ୍ୟରୁ ଜଣେ ୨୮ଦିନର ଶିଶୁକନ୍ୟା ଚେଙ୍କ ଯୋଗୁ ଗୁରୁତର ହୋଇ ଚିକିସ୍ôା ପାଇଁ ହସପିଟାଲରେ ଭର୍ତ୍ତୀ ହୋଇଛି । ବିମଳା ପଂଚାୟତ ଅନ୍ତର୍ଗତ ଟାଙ୍ଗିରି ଯୁଆଙ୍ଗ ଗ୍ରାମରେ ଏଭଳି…

ଆଦିବାସୀ ଅଧିକାର ପାଇଁ ପୁରୀରେ ଜନଜାତି ଏକାଠି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଠାରେ କାଳିଆ ସମାବେଶ କରି ଚାଷୀ ମାନଙ୍କୁ ନିଜ ଆଡକୁ ଆଣିବା ପାଇଁ ଉଦ୍ୟମ କରିବା ପରେ ଏବେ ବିଜେପି ଜଗନ୍ନାଥଙ୍କୁ ସାକ୍ଷୀ ରଖି ଆଦିବାସୀ ଭୋଟର ମାନଙ୍କୁ ଏକାଠି କରିବା ପାଇଁ ପ୍ରୟାଶ ଆରମ୍ଭ କରିଛି । ସେଥିପାଇଁ ଆଜି ପୁରୀ ଠାରେ ରାଜ୍ୟ ବିଜେପି ପକ୍ଷରୁ…

ଆପୋଲୋ ହସପିଟାଲ ଅଗ୍ନିକାଣ୍ଡର ତଦନ୍ତ ନିଦେ୍ର୍ଧଶ

ଭୁବନେଶ୍ୱର ଆପୋଲୋ ହସପିଟାଲରେ ଅଗ୍ନିକାଣ୍ଡ ସମ୍ପର୍କରେ ତଦନ୍ତ କରିବାକୁ ଅଗ୍ନିଶମ ବିଭାଗ ଡିଜି ବିକେ ଶର୍ମା ନିଦେ୍ର୍ଧଶ ଦେଇଛନ୍ତି । ଏହି ହସପିଟାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଠିକ ଅଛି କି ନାହିଁ ତାର ତଦନ୍ତ କରିବାକୁ କେନ୍ଦ୍ରାଂଚଳ ରେଂଜ ଫାୟାର ଅଫିସରଙ୍କୁ ତଦନ୍ତ ଦାୟୀତ୍ୱ ଦିଆଯାଇଛି…

୬ମାସ ବଢିଲା ଚିଟଫଣ୍ଡ କମିଶନଙ୍କ କାର୍ଯ୍ୟକାଳ

ରାଜ୍ୟ ସରକାର ଚିଟଫଣ୍ଡ ବ୍ୟାପାରରେ ତଦନ୍ତ କରୁଥିବା କମିଶନଙ୍କ କାର୍ଯ୍ୟକାଳ ଆଜି ଆଉ ୬ମାସ ପାଇଁ ବୃଦ୍ଧି କରିଛନ୍ତି । ଚଳିତ ମାସ ୪ତାରିଖରେ ଚିଟଫଣ୍ଡ କମିଶନ ଜଷ୍ଟିସ ଏମଏମ ଦାସ ଙ୍କର କାର୍ଯ୍ୟକାଳ ଶେଷ ହେଉଥିଲା ବର୍ତ୍ତମାନସୁଧା ତଦନ୍ତ କାର୍ଯ୍ୟଶେଷ ହୋଇନଥିବାରୁ ସରକାର ତାଙ୍କର କାର୍ଯ୍ୟକାଳ…

ପୁରୀରେ ବିଜେପିର ଦୁଇ ଦିନିଆ ଜନଜାତି ରାଷ୍ଟ୍ରୀୟ ମହାଅଧିବେଶନ ଆରମ୍ଭ

ପୁରୀ: ପୁରୀରେ ବିଜେପିର ଜନଜାତି ରାଷ୍ଟ୍ରୀୟ ମହାଅଧିବେଶନ ଆଜିଠୁ ଆରମ୍ଭ ହୋଇଛି। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନକୁ ବିଜେପି ଏସ୍‌ଟି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାମବିଚାର ନେତାମ୍‌ ଉଦ୍‌ଘାଟନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍‌ଙ୍କ ସହ ଦେଶର ପ୍ରମୁଖ ଆଦିବାସୀ…

ଦୁଃଖର ସାଥି ବିଜୁ ଯୁବ ବାହିନୀ ! ମୃତ୍ୟୁ ପରେ କେହି ଉଠାଇବାକୁ ଆସିଲେନି ମୃତଦେହ, ଶବଦାହ କଲା ବିଜୁ ଯୁବ ବାହିନୀ

ଛତ୍ରପୁର: ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ବଡ଼ମାଧପୁର ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତିଙ୍କ ମତ୍ୟୁ ପରେ ଶବଦାହ କରିବା ତ ଦୂରର କଥା କାନ୍ଧରେ ବୋହି ମଶାଣିକୁ ନେବାକୁ କେହି ଆସି ନ ଥିଲେ। ଏପରିସ୍ଥଳେ ବିଜୁ ଯୁବ ବାହିନୀର ସଦସ୍ୟମାନେ ମୃତଦେହକୁ ମଶାଣୀକୁ ନେଇ ଦାହ…

୧୦ ଘଣ୍ଟା ପଡ଼ିରହିଲା ନାତିର ଶବ ! ଟଙ୍କା ନଥିଲା ବୋଲି ଜଗି ବସିଲା ଆଈ

ଚମ୍ପୁଆ: ପାଖରେ ଟଙ୍କା ନଥିଲା । ପରିବାର ଲୋକଙ୍କର ବି ଦେଖାନଥିଲା । ନାତିର ମୃତ ଦେହ ପାଖରେ ପ୍ରାୟ ୧୦ ଘଣ୍ଟା ଧରି ସେମିତି ଗୁମ୍‌ ହୋଇ ବସି ରହିଥିଲା ଆଈ ବୁଢୀ । କାହାକୁ କିଛି କହୁନଥିଲା । କେବଳ ଭାଗ୍ୟକୁ ନିନ୍ଦି କାନ୍ଦୁଥିଲା । ଏମିତି ଦୁଃଖଦ ଦୃଶ୍ୟ ଦେଖିଲେ ଯାହାରବି ଆଖିରୁ ଲୁହ…