Odia News Portal
Yearly Archives

2019

ନଡ଼ିଆ ସାହାସପୁର ଗାଁରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ମାହାଙ୍ଗା: କଟକ ଜିଲ୍ଲା ମାହାଙ୍ଗା ଥାନା ନଡ଼ିଆ ସାହାସପୁର ଗାଁରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ୧୬ ବର୍ଷର ନାବାଳିକାକୁ ସେହି ଗାଁର ଜଣେ ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଗତ ୧୧ ତାରିଖ ରାତିରେ ନାବାଳିକାକୁ ତୋର ବାପା ବାଲିଚନ୍ଦ୍ରପୁର ଠାରେ ଦୁର୍ଘଟଣା ଗ୍ରସ୍ତ…

ଜମୁଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା , ଆଜି ପଞ୍ଚମ ଦିନରେ କାଳିନ୍ଦ୍ରି ହ୍ରଦରେ କାଳୀୟ ନାଗ ଦଳନ

ବରଗଡ଼ : ଜମୁଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ପରିବେଷଣ ହେଉଛି କୃଷ୍ଣ ଲୀଳା । ଆଜି ଧନୁଯାତ୍ରାର ପଞ୍ଚମ ଦିନ । ଗୋପପୁରରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା, କାଳିନ୍ଦ୍ରି ହ୍ରଦରେ କାଳୀୟ ନାଗ ଦଳନ, ବିଶ୍ୱ ରୂପ ଦର୍ଶନ ଅନୁଷ୍ଠିତ ହେବ । ସେହିପରି…

ଆଜିଠୁ ପୁଣି ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ରାଜନଗର : ଆଜିଠୁ ପର‌୍ୟ୍ୟଟକଙ୍କ ପାଇଁ ପୁଣି ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ଜାନୁଆରୀ ୬ରୁ ୧୪ ତାରିଖ ପର‌୍ୟ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନକୁ ବନ୍ଦ ରଖାଯାଇଥିଲା। ଏହି ସମୟରେ ଭିତରକନିକା ମଧ୍ୟରେ ପ୍ରବାହିତ ନଦୀ, ନାଳ ଗୁଡିକରେ ଥିବା କୁମ୍ଭୀର ଓ ବିଦେଶାଗତ ପକ୍ଷୀଙ୍କ ଗଣନା…

ଭାରସାମ୍ୟ ହରାଇ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ; ୧୦ ଯାତ୍ରୀ ଆହତ

ବଲାଙ୍ଗୀର ଜିଲ୍ଲା ଲୁଇସିଂହା ଅଞ୍ଚଳର କେତେକ ପର୍ଯ୍ୟଟକ ପୁରୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଓ ଡ଼ି ୦ ୩ ଜି ୮୦୭୧ ନମ୍ବର ବିଶିଷ୍ଟ ‘ଚକାଡୋଳା’ ନାମକ ଏକ ଘରୋଇ ବସରେ ପୁରୀ ଅଭିମୁଖେ ଅସୁଥିଲେ। ସେମାନେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଟାକରା ଠାରେ ଯାଉଥିବା ବେଳେ ରାତି ପ୍ରାୟ ୪ଟା…

ଆଜିଠୁ ରାଜ୍ୟସ୍ତରୀୟ କୃଷି ମହୋତ୍ସବ , ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ଆୟୋଜିତ ହେଉଛି ରାଜ୍ୟସ୍ତରୀୟ କୃଷି ମହୋତ୍ସବ- କୃଷି ଓଡ଼ିଶା । ଏଥିପାଇଁ ବରମୁଣ୍ଡା ପଡ଼ିଆରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହଜାର ହଜାର ସଂଖ୍ୟାରେ କୃଷକ ଏଥିରେ ସାମିଲ ହେବେ । ଏଠାରେ ପ୍ରଦର୍ଶିତ…

ସପ୍ତମ ଜିଲ୍ଲା ମହୋସ୍ଚବରେ ଯୋଗଶିବିର ଉଦଘାଟିତ

ଅନୁଗୋଳ: ସପ୍ତମ ଅନୁଗୋଳ ଜିଲ୍ଲା ମହୋତ୍ସବ ସ୍ଥାନୀୟ ଷ୍ଟାଡିୟମ ପଡିଆରେ ଉଦଘାଟିତ ହୋଇଯାଇଛି, ଯାହାକୁ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।ଅାଜି ଷ୍ଟାଡିୟମ ଠାରେ ସଂସ୍କୃତି ପରିଷଦ ପକ୍ଷରୁ ଯୋଗ ଶିବିର ଉଦଘାଟିତ ହୋଇଛି ।ଏହି ଯୋଗ…

ପାଳନ ହେଉଛି ସେବାନିବୃତ ସୈନିକ ଦିବସ, କାହିଁକି ପାଳନ ହୁଏ ଏହି ଦିବସ ଜାଣନ୍ତୁ

ନୂଆଦିଲ୍ଲୀ :  ୩ୟ ସେବାନିବୃତ ସୈନିକ ଦିବସ ପାଳନ କରାଯାଇଛି । ଦେଶ ସେବାରେ ବର୍ଷ ବର୍ଷ ଧରି କାର୍ଯ୍ୟକରି ଅବସର ନେଇଥିବା ସୈନିକମାନଙ୍କ ଦେଶପ୍ରତି ଅବଦାନକୁ ସ୍ୱୀକୃତି ପ୍ରଦାନ କରିବାକୁ ଏହି ଦିବସ ପାଳନ କରାଯାଇଥାଏ । ସ୍ଥାନୀୟ ମାନେକସ ସେଣ୍ଟରଠାରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥିଭାବେ…

ଭାରତ ଏଏଫସି ଏସିଆ କପ ନକଆଉଟ ସୁଯୋଗ ହାତ ଛଡ଼ା

ଶାରଜା: ଭାରତୀୟ ଫୁଟବଲ ଟିମକୁ ଅଲ ଶାରଜା ଷ୍ଟାଡିୟମରେ ଏଏଫସି ଏସୀୟ କପର ଗୃପ-ଏରେ ନିଜର ୩ୟ ମ୍ୟାଚ ୦-୧ରେ ବାହାରିନ ଠାରୁ ହାରିବାକୁ ପଡିଛି । ଏହି ପରାଜୟ ପରେ ଭାରତ ଏଏଫସି ଏସିଆ କପ ନକଆଉଟ ପହଂଚିବାରେ ସୁବର୍ଣ୍ଣ ସୁଯୋଗ ହାତ ଛଡ଼ା କରିଛି । ଭାରତ ନକଆଉଟରେ ପହଂଚିବା ପାଇଁ ଏହି ମ୍ୟାଚରେ…

ସୁସ୍ଥ ହେଉଛନ୍ତି ଏହି ଖଳନାୟକ

ଭୁବନେଶ୍ୱର: ଓଡ଼ିଆ ଅଭିନେତା ମନୋଜ ମିଶ୍ର ସୁସ୍ଥ ହେଉଛନ୍ତି । ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ହୋଇ ସେ ଗତ କିଛି ଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ତେବେ ସେ ଧୀରେ ଧୀରେ ସୁସ୍ଥ ହେଉଥିବା ଜଣାପଡ଼ିଛି । ଅବଶ୍ୟ ଏ ସମ୍ପର୍କରେ ତାଙ୍କ ପରିବାର ଲୋକ…

ଶୁଭାରମ୍ଭ ହେଲା : ”ମୋ ଗେଲ୍ଲା ଝିଅ” କାର୍ଯ୍ୟକ୍ରମ

ବ୍ରହ୍ମପୁର : ସେ ଝିଅ ହେଉ ଅବା ପୁଅ ବର୍ତ୍ତମାନ ସମସ୍ତେ ସମାନ । ଆଇନ ଠାରୁ ଆରମ୍ଭ କରି ସମାଜ ପର‌୍ୟ୍ୟନ୍ତ ସମସ୍ତ କ୍ଷେତ୍ରରେ ଏବେ ଝିଅଙ୍କୁ ମଧ୍ୟ ସମସ୍ତ ପ୍ରକାରର ସୁଯୋଗ ପ୍ରଦାନ କରାଯାଉଛି । ତେବେ ଏହି ଝିଅ ମାନଙ୍କର ସଂଖ୍ୟାକୁ ଆହୁରି ବୃଦ୍ଧି କରିବା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ…