Odia News Portal
Yearly Archives

2019

ନିଆଁ ଲାଗି ୪ ବଖରା ଘର ସହିତ ଯୁବତୀ ଜୀବନ୍ତ ଦଗ୍ଧ

ଜଗତସିଂହପୁର: ରଘୁନାଥପୁର ଥାନା ରାଉତ ନୂଆଗାଁରେ ଅଘଟଣ । ଘରେ ନିଆଁ ଲାଗି ୪ ବଖରା ଘର ପୋଡି ଯିବା ସହ ଜଣେ ଯୁବତୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ମୃତ ଯୁବତୀ ଏହି ଗାଁର ଅଚ୍ୟୁତାନନ୍ଦ ଦାସଙ୍କ ଝିଅ ମାମା ଦାସ । ଅଗ୍ନିକାଣ୍ଡର କାରଣ ଜଣା ପଡି ନାହିଁ । ଖବର ପାଇ ଅଗ୍ନିସମ ବାହିନୀ ଘଟଣା…

ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଅଭିଯୋଗ

କଟକ ଟାଙ୍ଗୀ ଚୌଦ୍ୱାର ବ୍ଲକ୍ ଭଟିମୁଣ୍ଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଘଟଣା। ବିଦ୍ୟାଳୟ କମିଟି ସଭାପତିଙ୍କ ଗିରଫ ଦାବିରେ ଆମରଣ ଅନଶନ। ବିଦ୍ୟାଳୟର କମିଟି ସଭାପତି ଚାଉଳ ଚୋରି କରି ନେଉଥିବା ଗ୍ରାମବାସୀ ବିଇଓ, ଡିଇଓ ଓ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ…

ପାଠ ପଢାଇଲେ ବିଧାୟକ କେ.ସୁରୀୟା ରାଓ

ପାରଳାଖେମୁଣ୍ଡି : ବିଧାୟକ କେ.ସୁରୀୟା ରାଓ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କେ.ସି.ପୁର ଗ୍ରାମ ଠାରେ ରହିଥିବା ସରକାରୀ ଶିଳ୍ପ ଅନୁଷ୍ଟାନକୁ ପରିର୍ଦଶନ କରିବାକୁ ଯାଇଥିଲେ। ଏହା ସହିତ ଅନୁଷ୍ଠାନର ଛାତ୍ର ଛାତ୍ରୀଙ୍କୁ ପାଠ ପଢାଇବା ସହ ବିଭିନ୍ନ ଶିଳ୍ପ ଭିତ୍ତିକ ପାଠ ପ୍ରଶ୍ନ କରିଥିଲେ । ପାଠ…

କ୍ରାଇମବ୍ରାଞ୍ଚର ସମ୍ମିଳନୀ

ଭୁବନେଶ୍ବର: ରାଜ୍ୟରେ ମାନବ ଚାଲାଣ ରୋକିବାକୁ କ୍ରାଇମବ୍ରାଞ୍ଚର ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀ। ବିଶେଷ କରି ଯୁବତୀ ଚାଲାଣକୁ ରୋକିବାକୁ ପଦକ୍ଷେପ ନେଇ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି। ମିଥ୍ୟା ପ୍ରଲୋଭନ ଦେଖାଇ ଫୁଲବାଣୀ, ଝାରସୁଗୁଡ଼ା, ନୟାଗଡ଼ ଏବଂ ନୂଆପଡ଼ାର ଯୁବତୀମାନଙ୍କୁ ରାଜ୍ୟ ବାହାରକୁ…

ଗୋଆକୁ ୨୭୬ ରନ୍‌ରେ ହରାଇଲା ଓଡ଼ିଶା

ଭୁବନେଶ୍ୱର: ଗୋଆ ବିପକ୍ଷ ରଣଜୀ ମ୍ୟାଚ୍‌ରେ ଓଡ଼ିଶା ବିଜୟୀ: ଗୋଆକୁ ୨୭୬ ରନ୍‌ରେ ହରାଇଲା ଓଡ଼ିଶା, ଓଡ଼ିଶା ପ୍ରଥମ ପାଳି ୩୫୨/୧୦, ଦ୍ୱିତୀୟ ପାଳି ୧୫୧/୧୦, ଗୋଆ ପ୍ରଥମ ପାଳି ୧୧୬/୧୦, ଦ୍ବିତୀୟ ପାଳି ୧୧୧/୧୦, ଓଡ଼ିଶାର ସୂର୍ଯ୍ୟକାନ୍ତ ପ୍ରଧାନ ମ୍ୟାନ୍‌ ଅଫ ଦି ମ୍ୟାଚ୍‌, ମ୍ୟାଚ୍‌ରେ…

ଭୟାବହ ଅଗ୍ନିକାଣ୍ଡରେ ବାସଗୃହ ଧ୍ୱଂସ, ବୃଦ୍ଧା ଆହାତ

କେନ୍ଦ୍ରାପଡା: ମହାକାଳପଡା ବ୍ଲକ ଅଧୀନ ତେରଗାଁ ଗ୍ରାମପଞ୍ଚାୟତ ସ୍ଥିତ ଓସ୍ତର ଗ୍ରାମ ର ମଢିଆ ଦାସ ଙ୍କ ବାସଗୃହ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ସଂପୂଣ୍ଣ ଧ୍ୱଂସ ହୋଇଯିବା ସହିତ ଗୃହ ମଧ୍ୟରେ ଥିବା ସମସ୍ତ ଆସବାବପତ୍ର ପୋଡି ପାଉଁସ ହୋଇଯାଇଛି ।ଅଗ୍ନିର ପ୍ରକୋପ ଏତେ କ୍ଷୀପ୍ର ଥିଲା ଯେ ଗୃହକର୍ତା…

ପଞ୍ଚଦଶ ଅର୍ଥ କମିଶନଙ୍କ ପାଖରେ ମୁଖ୍ୟମନ୍ତ୍ରୀଙ୍କ ଦାବି

ପଞ୍ଚଦଶ ଅର୍ଥ କମିଶନଙ୍କ ପାଖରେ ମୁଖ୍ୟମନ୍ତ୍ରୀଙ୍କ ଦାବି ପ୍ରାକୃତିକ ବିପର୍ଯ୍ୟୟ ଓ ଲଗାତାର କେନ୍ଦ୍ରୀୟ ଅବହେଳା ରାଜ୍ୟ ପ୍ରଗତିରେ ପ୍ରତିବନ୍ଧକ ସାଜୁଛି, ଏଥିପାଇଁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି କରୁଛନ୍ତି ରାଜ୍ୟ ସରକାର । ବିପର୍ଯ୍ୟୟ ପରିଚାଳନା ବାବଦକୁ ୧୫୦୦ କୋଟି, ବାତ୍ୟା…

ଶୋଇଥିବାବେଳେ ଘର ଜାଳିଦେଲେ ଦୁର୍ବୃତ୍ତ

ରାଉରକେଲା : ରାଉରକେଲା ଝିରପାଣିରେ ଅଭାବନୀୟ ଘଟଣା। ରାତିରେ ଶୋଇଥିବାବେଳେ ଶ୍ରମିକ ନେତାଙ୍କ ଘର ଜାଳିଦେଲେ ଦୁର୍ବୃତ୍ତ। ଶ୍ରମିକ ନେତା ହେଲେ ଗାଙ୍ଗପୁର ମଜଦୁର ମଞ୍ଚର ଚକ୍ରଧର ମହାନ୍ତ। ଅଗ୍ନିକାଣ୍ଡରେ ଚକ୍ରଧରଙ୍କ ୩ଟି ସ୍କୁଟି ଓ ଗୋଟିଏ ବାଇକ୍ ଜଳି ପାଉଁଶ ହୋଇଯାଇଛି। ତେବେ ଏଥିରେ କାହାର…

ପ୍ରଥମ ଦିନରେ ରାଜ୍ୟ ଠପ୍ : ଆଜି ବି ବନ୍ଦ

ଭୁବନେଶ୍ବର : ‘ମୋଦୀ ହଟାଅ, ଦେଶ ବଞ୍ଚାଅ’ ଆହ୍ବାନରେ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଦୁଇ ଦିନିଆ ଧର୍ମଘଟ ଡାକରାର ପ୍ରଭାବ ଆଜି ସାରା ରାଜ୍ୟରେ ପଡ଼ିଛି। ଦିନତମାମ ଠପ୍ ହୋଇଯାଇଥିଲା। ବସ୍, ଅଟୋ ବନ୍ଦ ହେବା ସହ ଗମନାଗମନ ବ୍ୟବସ୍ଥା ଭୀଷଣ ପ୍ରଭାବିତ ‌େହାଇଥିଲା। ରାଜ୍ୟର…

ଏବର୍ଷ ପୁଣି ଏକ ବିଗ୍‌ ବ୍ୟାନରେ ସବ୍ୟସାଚୀ-ଏଲିନା

ଭୁବନେଶ୍ୱର: ଏବର୍ଷ ପୁଣି ଏକ ବିଗ୍‌ ବ୍ୟାନର ସିନେମାରେ କାମ କରୁଛନ୍ତି ସବ୍ୟସାଚୀ-ଏଲିନା। ଆମର ମ୍ୟୁଜିକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରଥମ ସିନେମା ‘ମାଲ୍‌ ମହୁ,ଜୀବନ ମାଟି , ଭାଗ୍ୟର ନୋ ଗ୍ୟାରେଣ୍ଟି’ରେ ସବ୍ୟସାଚୀଙ୍କ ବିପକ୍ଷରେ ପୁଣି ନାୟିକା ଭାବେ ଅଭିନୟ କରିବାକୁ ଯାଉଛନ୍ତି…