ଏଥର ବାହା ହେବେ ନବୀନଙ୍କ ବଡ଼ ପ୍ରଂଶସକ ଖଗେଶ୍ୱର
ଭୁବନେଶ୍ୱର : ଏଥର ହାତକୁ ଦି ହାତ ହେବେ ନବୀନଙ୍କ ବଡ଼ ପ୍ରଂଶସକ ଖଗେଶ୍ୱର । ନବୀନଙ୍କ ସହ ଫଟୋ ନଉଠାଇବା ପର୍ଯ୍ୟନ୍ତ ବାହା ହେବିନାହିଁ ବୋଲି କହୁଥିବା ଖଗେଶ୍ୱରଙ୍କ ସ୍ୱପ୍ନ ଶେଷରେ ପୂରଣ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ସହ ଫଟୋ ଉଠାଇଛନ୍ତି ଖଗେଶ୍ୱର। ଦୀର୍ଘ ୨ରୁ ୩ ମାସ ହେବ…
