ପୁଲିସ ଧରୁ ବା ନଧରୁ ଦେବାକୁ ପଡ଼ିବ ଜୋରିମାନା’
ଭୁବନେଶ୍ୱର() ଗାଡି କାଗଜପତ୍ର ଓ ଡ୍ରାଇଭିଂ ଲାଇସନ୍ସକୁ ଯାଂଚ ବେଳେ କୋହଳ କରାଯାଇଛି । ଯାଂଚ ବେଳେ ଆଉ ସବୁ କିଛିକୁ କଡାକଡି ଭାବେ ପାଳନ କରାଯିବ । ନୂଆ ନିୟମ ଅନୁସାରେ ହେଲମେଟ୍ ନପିନ୍ଧି ଗାଡି ଚଳାଇଲେ ଚାଳକ ଗଣିବେ ଜୋରିମାନା । ତେବେ ଆସନ୍ତାକାଲିଠାରୁ ଟୁଇନ ସିଟିରେ ଆରମ୍ଭ ହେବ…
