Odia News Portal
Yearly Archives

2020

ଭୁବନେଶ୍ୱର ଉପକଣ୍ଠରୁ ହରିଣ ମାଂସ ଜବତ, ୧୧ ଗିରଫ

ଭୁବନେଶ୍ୱର :  ଭୁବନେଶ୍ୱର ଉପକଣ୍ଠରେ ଅବାଧରେ ଚାଲିଛି ହରିଣ ଶିକାର। ଆଜି ଏହି ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ ପୁଲିସ। ଏହି ମାମଲାରେ ଦୁଇ ଶିକାରୀଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଛି ପୁଲିସ। ଗତକାଲି ଚନ୍ଦକା ଅଭୟାରଣ୍ୟରେ ହରିଣ ଶିକାର କରି ଭାଗ ବଣ୍ଟା କରାଯାଉଥିଲା। ଏ ସମ୍ପର୍କରେ…

ବାରିପଦା ବିଧାୟକ ପ୍ରକାଶ ସୋରେନ୍‌ ଗିରଫ

ବାରିପଦା : ବାରିପଦା ବିଧାୟକ ପ୍ରକାଶ ସୋରେନ୍‌ ଗିରଫ । ବିଧାୟକଙ୍କୁ ଗିରଫ କଲା ଟାଉନ୍‌ ଥାନା ପୁଲିସ୍‌ । ଆଇଟିଡିଏ ଯନ୍ତ୍ରୀଙ୍କୁ ମାଡ଼ ମାରିବା ମାମଲାରେ ଗିରଫ ହୋଇଛନ୍ତି। ଗିରଫ ପରେ ବିଧାୟକଙ୍କୁ କୋର୍ଟ ଚାଲାଣ ହୋଇଛି । ସେପଟେ ବାରିପଦା ଟାଉନ ଥାନା ଆଗରେ ବିଧାୟକଙ୍କ ସମର୍ଥକ ଧାରଣା…

ଫାଣ୍ଡି ଅଧିକାରୀଙ୍କ ଦାଦାଗିରି, ରାତିରେ ଘରେ ପଶି ଆକ୍ରମଣ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତଗତ ଜୋରନ୍ଦା ଫାଣ୍ଡି ଅଧିକାରୀ ଶିବରଂଜନ ସିଙ୍ଘଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ । ସେ କୁଆଡେ ଗତ ୨ ତାରିଖ ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଜୋରନ୍ଦା ଫାଣ୍ଡି ଅନ୍ତର୍ଗତ ନେଉଳ ପୋଇ ଗ୍ରାମରେ ଘରେ ପଶି ରୁକୁନ ଗଡନାୟକଙ୍କୁ ମାଡ…

ଗୋଟିଏ ଘରୁ ମିଳିଲା ମା’-ପୁଅଙ୍କ ମୃତଦେହ

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ମୂର୍ତୁମା ଗ୍ରାମରେ ଘଟିଛି ଏକ ଅଘଟଣ । ଗୋଟିଏ ଘରୁ ସନ୍ଦେହଜନକ ଭାବେ ମାଆ ଓ ପୁଅଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳାଙ୍କ ସଂପର୍କୀୟ ଲୋକ ଏହା ଏକ ହତ୍ୟାକାଣ୍ଡ ବୋଲି ଉମରକୋଟ ଥାନାରେ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ମୁତାବକ ,…

‘ବିଗ୍ ବସ୍ ୧୪’ରେ ଏଣ୍ଟ୍ରି କରିବେ କି ଏହି ଭୋଜପୁରୀ ଅଭିନେତ୍ରୀ ?

ନୂଆଦିଲ୍ଲୀ : ବଲିଉଡ ସୁପରଷ୍ଟାର ସଲମାନ୍ ଖାନଙ୍କ ରିୟଲିଟି ଶୋ ‘ବିଗ୍ ବସ୍ ୧୪’କୁ ଫ୍ୟାନସ୍ ଅନେକ ସମୟ ଧରି ଅପେକ୍ଷା କରି ରହିଛନ୍ତି । ଗତ ସିଜନର ପପୁଲାରିଟିକୁ ଦେଖି ଏହା ଅନୁମାନ କରିହେଉଛି ଯେ ଏଥିପାଇଁ ଲୋକେ କେତେ ଦିୱାନା । ଶୋର ଟିଜର ନିକଟରେ ଜାରି ହୋଇଥିଲା । ଏହାକୁ ଫ୍ୟାନ୍ସ ଖୁବ୍…

ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ କରୋନା

ଭୁବନେଶ୍ୱର() ରାଜ୍ୟରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ପ୍ରତ୍ୟେକ ଦିନ ୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ବିଧାୟକ, ସାଂସଦଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ ଆଜି ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି…

ପବ-ଜି ବଦଳରେ ଆସୁଛି FAU-G

ନୂଆଦିଲ୍ଲୀ()   ପବ-ଜି ବ୍ୟାନ ହେବା ପରେ ପ୍ରତି ବଦଳରେ ସେହିପରି ଆଉ ଏକ ନୂଆ ଗେମ୍ ଆସୁଛି । ଯାହାର ନାମ ରହିଛି FAU-G।  ଏହି ଗେମରେ ପବ-ଜି ଭଳି ଆନନ୍ଦ ନେଇପାରିବେ ଖେଳାଳି । ଏହାସହ ଖେଳାଳି ଭାରତର ସୈନିକ ବଳିଦାନର କାହାଣୀ ବି ଜାଣିପାରିବେ । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ବଲିଉଡ଼…

ଜଣେ ମହିଳା ଯାତ୍ରୀଙ୍କୁ ନେଇ ରାଞ୍ଚିରେ ପହଞ୍ଚିଲା ରାଜଧାନୀ ଟ୍ରେନ୍‌

ରାଞ୍ଚି : ଆପଣ କେବେ ଶୁଣିଛନ୍ତି କି ଟ୍ରେନ୍ କେବଳ ଜଣେ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଛି, ଯଦି ତାହା ସତ ନୁହେଁ ତେବେ ମାନି ନିଅନ୍ତୁ କି ଏହା ପ୍ରକୃତରେ ହୋଇଛି। ଦିଲ୍ଲୀ-ରାଞ୍ଚି ରାଜଧାନୀ ଟ୍ରେନ୍ କେବଳ ଜଣେ ମହିଳା ଯାତ୍ରୀଙ୍କୁ ନେଇ ଡାଲ୍ଟନଗଞ୍ଜରୁ ଆଣି ରାଞ୍ଚିରେ ଛାଡିଛି।…

କୋଭିଡ-୧୯ ପରିପ୍ରେକ୍ଷୀରେ ସୋଆ ଏନ୍ଏସ୍ଏସ୍ ର ବିଭିନ୍ନ କାର୍ଯ୍ୟକ୍ରମ

ଭୁୁବନେଶ୍ୱର() କୋଭିଡ-୧୯ ସଂକ୍ରମଣ ପରବର୍ତୀ ପାଂଚ ମାସ ମଧ୍ୟରେ ସୋଆ ଡିମ୍ଡ ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ମାନେ କରୋନା ଭାଇରସ୍ ସଚେତନତା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ସଂପୃକ୍ତ ରହି ଏହି ପରିସ୍ଥିତିର ମୁକାବିଲା କରି ଚାଲିଛନ୍ତି । କୋଭିଡ-୧୯ ପ୍ରାଦୁର୍ଭାବ ଆରମ୍ଭ…

ବିଚ ବଜାର ଉପରେ ସ୍ବାମୀକୁ ସ୍ତ୍ରୀର ମାଡ଼

ତାଳଚେର: ବିଚ ବଜାର ଉପରେ ସ୍ବାମୀକୁ ସ୍ତ୍ରୀର ମାଡ଼ । ସ୍ତ୍ରୀକୁ ପାଖରେ ନ ରଖିବାରୁ ସ୍ୱାମୀକୁ ଘୋଷାଡି ଘୋଷାଡି ମାରୁଛି ସ୍ତ୍ରୀ । ଯାହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଘଟଣାଟି ହେଉଛି  ତାଳଚେର ଶର୍ମା ଛକର । ସହର ମଝିରେ ସ୍ୱାମୀକୁ ନିର୍ଦ୍ଧୁମ ପିଟିଛି ସ୍ତ୍ରୀ । ସ୍ୱାମୀ…