Odia News Portal
Yearly Archives

2020

ଭୁବନେଶ୍ୱରରୁ ଆଉ ୪୯ ପଜିଟିଭ, ୧୫ ଲୋକାଲ କେସ, ଜାଣନ୍ତୁ ଲୋକାଲ କେସର ସମ୍ପୁର୍ଣ୍ଣ ତଥ୍ୟ…

ଭୁବନେଶ୍ୱର() ଭୁବନେଶ୍ୱରରୁ ଆଉ ୪୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୪ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ୧୫ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ସ୍ଥାନୀୟ ସଂକ୍ରମିତମାନେ ହେଲେ ବରମୁଣ୍ଡାର ୮ ବର୍ଷର ବାଳକ, ଗଙ୍ଗନଗରର ୩୩ ବର୍ଷୀୟ ବ୍ୟକ୍ତି, ଖାରବେଳ ନଗରର ୬୦…

ନବରଙ୍ଗପୁର ଜିଲ୍ଲାକୁ ସଟଡାଉନ ଘୋଷଣା

ନବରଙ୍ଗପୁର() ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଏହାରି ମଧ୍ୟରେ ନବରଙ୍ଗପୁର ଜିଲ୍ଲାକୁ ସଟଡାଉନ କରାଯିବାକୁ ଘୋଷଣା କରାଯାଇଛି । ଆସନ୍ତାକାଲି ସକାଳ ୫ଟାରୁ ୨୨ ତାରିଖ ମଧ୍ୟରାତ୍ରୀ ଯାଏଁ ନବରଙ୍ଗପୁର ଜିଲ୍ଲା ସଟଡାଉନ୍ ରହିବ । ସକାଳ ୬ଟାରୁ ଦିନ ୧ଟା ଯାଏ ଅତ୍ୟାବଶ୍ୟକ…

ସମରେ କୋଭିଡ-୧୯ ଭ୍ୟାକସିନ ପରୀକ୍ଷଣ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର() କୋଭିଡ୍-୧୯  ଭ୍ୟାକସିନ ମଣିଷ ଉପରେ ପ୍ରୟୋଗ ନିମନ୍ତେ ବିଧିବଦ୍ଧ ପ୍ରକ୍ରିୟା ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ୍ ଟୁ ବି ୟୁନିଭର୍ସିିଟି) ପରିଚାଳିତ ଇନଷ୍ଟିଚୁ୍ୟଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲ୍ରେ ସୋମବାର ଆରମ୍ଭ ହୋଇଛି । ଭାରତର ପ୍ରଥମ କୋଭିଡି-୧୯ ଭ୍ୟାକ୍ସିନର…

ଫେବ୍ରୁଆରୀ ବେଳକୁ କରୋନା ଭ୍ୟାକସିନ

ଭୁବନେଶ୍ୱର()  ଫେବ୍ରୁଆରୀ ୨୦୨୧ ବେଳକୁ କରୋନା ଭ୍ୟାକସିନ ଉପଲବ୍ଧ ହୋଇପାରେ ବୋଲି ଆଇଏଲଏସ ନିଦେ୍ର୍ଧଶ ଅଜୟ ପରିଡ଼ା ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ପଶୁ ଠାରେ ଭ୍ୟାକସିନ ଟ୍ରାଏଲ ସଫଳତା ପରେ ମଣିଷ ଉପରେ ଟ୍ରାଏଲ ହେବ । ଏବେ ଫାଷ୍ଟ ଟ୍ରାଏଲ ଚାଲିଛି, ସଫଳତା…

ସୁଇସାଇଡ୍ ନୋଟରେ ଆଉ ଦୁଇ ପୃଷ୍ଠା ଲେଖିଥିଲେ ବିଦ୍ୟାଶ୍ରୀ

ଭୁବନେଶ୍ବର() ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ନେଇ ଦିନକୁ ଦିନ ଅଧିକ ଜଟିଳ ହେଉଛି ପ୍ରସଙ୍ଗ । ମୃତ୍ୟକୁ ଇତିମଧ୍ୟରେ ୨ସପ୍ତାହରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟ ତାହା ପ୍ରମାଣ ହୋଇପାରିଲାନାହିଁ । ଜିଆର୍‌ପି ଘଟଣାର ତଦନ୍ତ କରୁଛି । ତେବେ ଘଟଣାକୁ ନେଇ…

ଭୁବନେଶ୍ୱରର ଡିସିପି ଭାବେ ଦାୟିତ୍ୱ ନେଲେ ଉମାଶଙ୍କର

ଭୁବନେଶ୍ବର() ଆଜି  ଭୁବନେଶ୍ୱରର ନୂତନ ଡିସିପିଭାବେ ଉମାଶଙ୍କର ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି ।  ଏନେଇ ପୁଲିସ ସେବା ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ  ଡିସିପି ଦାୟିତ୍ୱରେ ଥିବା ଅତିରିକ୍ତ ପୁଲିସ କମିଶନର ଅନୁପ କୁମାର ସାହୁ  ଶ୍ରୀ ଦାସଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ ।  ଠିକ…

ମାନବ ପରୀକ୍ଷଣ ପାଇଁ ସମ ହସ୍ପିଟାଲ ପ୍ରସ୍ତୁତ

ଭୁବନେଶ୍ୱର() କୋଭାକ୍ସିନର ମାନବ ପରୀକ୍ଷଣ ପାଇଁ ଭୁବନେଶ୍ୱରସ୍ଥ ସମ ହସ୍ପିଟାଲ ପ୍ରସ୍ତୁତ ଥିବା ଜଣାଯାଇଛି । ଏନେଇ ଡିପାର୍ଟମେଣ୍ଟ ଅଫ କମୁ୍ୟନିଟି ମେଡିସିନ ଲ୍ୟାବ ଉଦଘାଟିତ ହୋଇଯାଇଛି । ବୁଧବାର ଠାରୁ ମାନବ ପରୀକ୍ଷଣ ଆରମ୍ଭ ହେବା ନେଇ ସମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।…

ଦିନକରେ ୪୦ ହଜାର ୪୨୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର() ପୁରା ବିଶ୍ବରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଗତ ୨୪ ଘଂଟାରେ ୪୦ ହଜାର ୪୨୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଭାରତରେ ଗୋଟିଏ ଦିନରେ ଏହା ସର୍ବାଧିକ ପଜିଟିଭ ମାମଲା । ନୂଆ ପଜିଟିଭ ମାମଲାକୁ ମିଶାଇ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ…

ଆଉ ୬ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୯୭କୁ ବୃଦ୍ଧି

ଭୁବନେଶ୍ବର ()  ଓଡିଶାରେ ଆଜି ଆଉ ୬ ଜଣ  ଆକ୍ରାନ୍ତଙ୍କ ଜୀବନ ନେଲା କରୋନା । ମୃତକଙ୍କ ମଧ୍ୟରୁ ଗଞ୍ଜାର ଜିଲ୍ଲାରୁ ୫ ଜଣ ସଂକ୍ରମିତ ଥିବା ବେଳେ ଗଜପତି ଜିଲ୍ଲାରୁ ଜଣେ ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୭ କୁ ବୃଦ୍ଧି ପାଇଛି। ଏଥିସହିତ…

ଆଜି ୬୭୩ ପଜିଟିଭ୍, ୨୨୭ ଲୋକାଲ କେସ

ଭୁବନେଶ୍ୱର() ଆଜି ପୁଣି ୬୭୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୪୬ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୨୭ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ…