Odia News Portal
Yearly Archives

2020

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ମଜୁରୀ ଦେବାରେ ବିଳମ୍ବ ହେଲେ ଦାୟୀ ରହିବେ ଜିଲ୍ଲାପାଳ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ନିର୍ଦ୍ଦେଶ | ରୋଜଗାର ଅଭାବରୁ ଯେଭଳି ଗରିବ ପରିବାର କଷ୍ଟ ନ ପାଏ ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ନିର୍ଦ୍ଦେଶ। ମଜୁରୀ ଦେବାରେ ବିଳମ୍ବ କଲେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦେଇଛନ୍ତି ଚେତାବନୀ। ମୁଖ୍ୟମନ୍ତ୍ରୀ ଆଜି ଭିଡିଓ…

ବିଜୟ ଦିବସରେ ଭାରତ-ପାକ୍ ୧୯୭୧ ଯୁଦ୍ଧର ୫୦ତମ ବାର୍ଷିକୀ ପାଳନ କରୁଛି ଦେଶ

ଆଜି ହେଉଛି ବିଜୟ ଦିବସ । ଭାରତ-ପାକ୍ ୧୯୭୧ ଯୁଦ୍ଧର ୫୦ତମ ବାର୍ଷିକୀ ପାଳନ କରୁଛି ଦେଶ ।ଏହି ଦିନ ପାକିସ୍ତାନ ଉପରେ ବିଜୟ ହାସଲ କରିଥିଲା ଭାରତ ଓ ରଚିଥିଲା ସ୍ୱର୍ଣ୍ଣିମ ଇତିହାସ । ଭାରତୀୟ ସେନାର ଅଦମ୍ୟ ସାହସ, ପରାକ୍ରମ ଓ ବୀରତ୍ୱର ପ୍ରଦର୍ଶନ ଦେଖି ଭାରତ ନିକଟରେ ହାର ମାନିଥିଲା…

ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପ୍ୟାକେଜ ଘୋଷଣା

ରାଜ୍ୟରେ ମହାମାରୀ ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏମ୍ଏସ୍ଏମ୍ଇର ସୁବିଧା ପାଇଁ ୨୮୯ କୋଟି ୪୧ ଲକ୍ଷ ଟଙ୍କାର ପ୍ୟାକେଜ ଅନୁମୋଦନ କରିଛନ୍ତି। ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଏହି ପ୍ୟାକେଜ ଘୋଷଣା କରିଛନ୍ତି। ପ୍ୟାକେଜରେ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଲିଙ୍ଗରାଜ ମନ୍ଦିର ଭଳି ଅନ୍ୟ ୪ ମନ୍ଦିର ପାଇଁ ଅଧ୍ୟାଦେଶ ଆଣିବାକୁ ନେଇ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହି ଚିଠିରେ ମା ସମଲେଶ୍ୱରୀ, ବିରଜା, ତାରାତାରିଣୀ…

ଚଳିତଥର ହେବନାହିଁ ଶୀତକାଳୀନ ସଂସଦୀୟ ଅଧିବେଶନ

କରୋନାକୁ ଦୃଷ୍ଟିରେ ରଖି ଚଳିତଥର ହେବନାହିଁ ସଂସଦୀୟ ଶୀତକାଳୀନ ଅଧିବେଶନ । କରୋନା ପାଇଁ ଏଥରର ଶୀତକାଳୀନ ଅଧିବେଶନକୁ ସ୍ଥଗିତ ରଖିବା ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଅଧିର ରଞ୍ଜନ ଚୌଧୁରୀଙ୍କୁ…

ରାଜ୍ୟରେ ୨୪ ଘଣ୍ଟାରେ ପୁଣି ଆଖି ବୁଜିଲେ ୪ କରୋନା ରୋଗୀ

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।ତେବେ ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୮୧୫ରେ ପହଞ୍ଚିଛି। ୪ ମୃତକଙ୍କ ମଧ୍ୟରୁ ୨ ଜଣ ମୟୂରଭଞ୍ଜର ହୋଇଥିବା ବେଳେ ଜଣେ…

କରୋନା ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ଜୋରଦାର ପ୍ରସ୍ତୁତି,ଟିକା ନେବା ପରେ ମିଳିବ ସାର୍ଟିଫିକେଟ୍

କରୋନା ଟିକାକରଣ ନେଇ ରାଜ୍ୟ ସରକାର ଆରମ୍ଭ କରି ଦେଇଛନ୍ତି ଜୋରଦାର ପ୍ରସ୍ତୁତି । ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଦିଆଯିବ ଟିକା। ଏ ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଟିକା ଦେବାକୁ ଆଗୁଆ ନିଜ ନାମକୁ…

ମିଳିଲା ନିଖୋଜ ୩ ବର୍ଷର କୁନିଝିଅ ସ୍ୱାତୀର ମୃତହେହ

ନୟାଗଡରେ ନିଖୋଜ ୩ ବର୍ଷର ଶିଶୁ ସ୍ୱାତୀର ମୃତହେହ ଆଜି ଗାଁ ନିକଟ ପୋଖରୀରୁ ଉଦ୍ଧାର ହୋଇଛି। ଗାଁର ଏକ ପରିତ୍ୟକ୍ତ ପୋଖରୀରେ ଛୁଆଟିର ମୃତଦେହ ଉଦ୍ଧାର କରାଯାଇଛି । ବଧିପାଟଣା ଗାଁର ସଂଜୟ ସାହୁଙ୍କ ୩ ବର୍ଷର ଝିଅ ସ୍ୱାତୀ ଗତ ୧୧ ତାରିଖରେ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ହଠାତ୍‌ ନିଖୋଜ…

ଫେସବୁକରେ ବର୍ଷାଙ୍କୁ ଟାର୍ଗେଟ କଲେ ଅନୁଭବଙ୍କ ବାନ୍ଧବୀ ଜାଗ୍ରତି

ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ଅଭନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ବିବାଦରେ ଆସିଛି ନୂଆ ଟ୍ଵିଷ୍ଟ |ଅନୁଭବଙ୍କ ସହ ଜାଗ୍ରତିଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିବା ବେଳେ,ଲୋକସଭା ଟିଭିର ଉପସ୍ଥାପିକା ଜାଗ୍ରତି ଶୁକ୍ଳାଙ୍କ ଫେସବୁକ ପୋଷ୍ଟ ଏକ ନୂଆ ବିବାଦ…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ୨ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ରିମାଣ୍ଡରେ ଯିବେ ବିଧାୟକ ପ୍ରଦୀପ ପାଣିଗ୍ରାହୀ।  ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ୨ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ଏସଆଇଟି। ପ୍ରଦୀପ ପାଣିଗ୍ରାହୀଙ୍କୁ ରିମାଣ୍ଡ ନେବାକୁ ଭୁବନେଶ୍ୱର ଏସଡ଼ିଜେଏମ୍ କୋର୍ଟ ଆଜି ଅନୁମତି ଦେଇଛନ୍ତି ।ତେବେ ରିମାଣ୍ଡ ବେଳେ ଠକେଇ ନେଇ ଅଧିକ…