Odia News Portal
Yearly Archives

2020

ଲକ୍ଷଣ ଥିଲେ ନିଜ ରାଜ୍ୟକୁ ଫେରି ପାରିବେନି ପ୍ରବାସୀ

ନୂଆଦିଲ୍ଲୀ : ବାହାର ରାଜ୍ୟରୁ ନିଜ ରାଜ୍ୟକୁ ଫେରୁଥିବା ପ୍ରବାସୀଙ୍କ ପାଇଁ ଗାଇଡ୍‌ ଲାଇନ୍‌ ଜାରି କଲା କେନ୍ଦ୍ର ଗୃହ ବିଭାଗ। କରୋନା ଲକ୍ଷଣ ଥିଲେ ଆସିବା ମନା। ଲକ୍‌ଡାଉନ୍‌ ଯୋଗୁଁ ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ, କର୍ମଜୀବୀ, ତୀର୍ଥଯାତ୍ରୀ ଓ ଛାତ୍ରଛାତ୍ରୀ ନିଜ ରାଜ୍ୟକୁ ଫେରି…

ନୀଳ ମାଧବ ପଣ୍ଡାଙ୍କ ଭିଡିଓ “ଆଉ କିଛି ଦିନ ପରେ” ଉନ୍ମୋଚିତ

ଭୁବନେଶ୍ୱର : କରୋନା ଭୂତାଣୁ ପ୍ରଭାବରେ ଘୋଷଣା କରାଯାଇଥିବା ଲକ୍‌ଡାଉନ୍ ପରିପ୍ରେକ୍ଷୀରେ ଆଶା ଓ ଖୁସି ଉପରେ ପର୍ଯ୍ୟବେସିତ ଥିବା ପଦ୍ମଶ୍ରୀ ନୀଳମାଧବ ପଣ୍ଡାଙ୍କ ସଦ୍ୟତମ ମ୍ୟୁଜିକ୍ ଭିଡିଓ “ଆଉ କିଛି ଦିନ ପରେ’କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି । ଏହି ମ୍ୟୁଜିଓ…

ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗୋପରେ ମାସ୍କ ବଣ୍ଟନ

ପୁରୀ : ମହାମାରୀ କରୋନା ସହ ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ପୁରୀ ଜିଲ୍ଲା ଗୋପ ବ୍ଲକର ବିଜେଡ଼ିର ଛାମୁଆ ନେତା ମାନେ। ବୁଧୁବାର ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ  ସମୀର ରଞ୍ଜନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଗୋପ ଗ୍ରାମପଞ୍ଚାୟତ ବିଜୁ ଜନତା ଦଳ ସଭାପତି ବୈଲୋଚନ ସାହୁଙ୍କ…

ରାଜ୍ୟରେ ଆଉ ତିନି କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ ଆଉ ତିନି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଏହି ତିନି ନୂଆ ଆକ୍ରାନ୍ତ ବାଲେଶ୍ବର ଜିଲ୍ଲାର ବୋଲି ଜଣାପଡ଼ିଛି ।ଏହାକୁ ମିଶାଇ ବାଲେଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି । ୩ଆକ୍ରାନ୍ତ ଯୁବକ ହୋଇଥିବା ବେଳେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା । ଏହାସହ…

ରାଜ୍ୟରେ ୨୫୦ଟି ଟେଷ୍ଟ କଲେ ଜଣେ ପଜିଟିଭ୍ ବାହାରୁଛି

ଭୁବନେଶ୍ୱର()  କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ କରୋନା ସଂକ୍ରମିତ ପରିସରକୁ ଛୁଇଁବା ପରେ ସଂକ୍ରମଣ ହୁଏ । ସଂକ୍ରମିତ ବ୍ୟକ୍ତିଙ୍କ କାଶ, ଛିଙ୍କରୁ ମଧ୍ୟ ସଂକ୍ରମଣ ହୋଇପାରେ । କରୋନା ପାଇଁ ଆମେରିକା ସ୍ଥିତି ସବୁଠୁ ଖରାପ ରହିଛି ।…

ପ୍ରସ୍ତୁତି ସରିଛି, ନିର୍ଦ୍ଦେଶକୁ ଅପେକ୍ଷା

ଭୁବନେଶ୍ୱର() ଲକ ଡାଉନ ଉଠିବାର ୭ ଦିନ ଭିତରେ ବାକି ଥିବା ଯୁକ୍ତ ଦୁଇ ପରୀକ୍ଷା କରାଯିବ । ଏନେଇ ଆଜି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ବିଭାଗୀୟ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତିକି, ଏନେଇ ବୋର୍ଡ ତରଫରୁ ପ୍ରସ୍ତୁତି ପ୍ରକ୍ରିୟା ସରିଛି । ରାଜ୍ୟ ସରକାରଙ୍କ…

ଆଗାମୀ କିଛି ଦିନ ଆମ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ, ସତର୍କ ରହିଲେ ବିପଦକୁ ଏଡେଇ ପାରିବା

ଭୁବନେଶ୍ବର() ଗତ ୧୦ ଦିନ ତଳେ ମୁଁ ଆପଣମାନଙ୍କ ସହିତ କଥା ହୋଇଥିଲି । ସେତେବେଳେ ଆମ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୬୧ ଥିଲା । ଏବେ ତାହା ଦୁଇ ଗୁଣ ବଢିଗଲାଣି । କିନ୍ତୁ ଡ଼ରିବାର କିଛି ନାହିଁ । ଆମେ ସତର୍କ ରହିଲେ ବିପଦକୁ ଏଡେଇ ପାରିବା । ପ୍ରଥମେ ଆମ ପାଇଁ ଚ୍ୟାଲେଞ୍ଜ ଥିଲା ବିଦେଶରୁ…

ରାଜ୍ୟରେ ଆଉ ତିନି କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ ଆଉ ତିନି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଏହି ତିନି ନୂଆ ଆକ୍ରାନ୍ତ ଝାରସୁଗୁଡ଼ା, ଦେବଗଡ଼ ଓ କେନ୍ଦୁଝରରର ବୋଲି ଜଣାପଡ଼ିଛି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୨୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାରେ କଲ୍ୟାଣ ବିଭାଗ ପକ୍ଷରୁ…

ଆରପାରିରେ ଇରଫାନ ଖାନ

ମୁମ୍ବାଇ() ଆଜି ବହୁ ଚର୍ଚ୍ଚିତ ଅଭିନେତା ଇରଫାନ ଖାନଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୪ବର୍ଷ ହୋଇଥିଲା । ସେ କ୍ୟାନସର ରୋଗରେ ପୀଡ଼ିତ ଥିଲେ । ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଯିବାରୁ…

ଜାଣନ୍ତୁ ୧୧୯ ନଂ ଆକ୍ରାନ୍ତ ବ୍ୟକ୍ତି ଜଣକର ସମ୍ପୁର୍ଣ୍ଣ ତଥ୍ୟ

ଭୁବନେଶ୍ବର() ରାଜ୍ୟରେ ଦିନକୁ ଦିନ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ତାଲିକା । ତେବେ ଏହାରି ମଧ୍ୟରେ ଆଜି ଚିହ୍ନଟ ହୋଇଥିବା ନୂଆ କରୋନା ରୋଗୀଙ୍କ ତଥ୍ୟ ଆସଛି । ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର । ୧୧୯ ନଂ ଆକ୍ରାନ୍ତ ବ୍ୟକ୍ତି ଜଣକ ଭୁବନେଶ୍ୱର…