Odia News Portal
Yearly Archives

2020

ଯାଜପୁରରେ ୩୧୧ଟି ପଞ୍ଚାୟତରେ ଖୋଲାଗଲା ଆଇସୋଲେସନ ସେଣ୍ଟର

ଯାଜପୁର ଟାଉନ : ଯାଜପୁର ଜିଲ୍ଲାରେ କୋରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଯୋରଦାର କରିଛି । ଜିଲ୍ଲାର ସମସ୍ତ ୩୧୧ଟି ପଞ୍ଚାୟତରେ ଆଇସୋଲେସନ ସେଣ୍ଟର ଖୋଲାଯାଇଛି । ଏଥିପାଇଁ ଯାଜପୁର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ବିଭିନ୍ନ ଆଇସୋଲେସନ ସେଣ୍ଟରକୁ ଯାଇ…

ରାଜମହଲ, ବାପୁଜୀନଗର ଅଞ୍ଚଳରେ ସାନିଟାଇଜେସନ

ଭୁବନେଶ୍ୱର : ବିଧାନସଭା ପରେ ବାପୁଜୀନଗର, ରାଜମହଲ ଏବଂ ଜନପଥ ଅଞ୍ଚଳରେ ସାନିଟାଇଜେସନ ଆରମ୍ଭ ହୋଇଛି । ଏଥିରେ ୪ଟି ଦମକଳ ବାହିନୀ ନିୟୋଜିତ କରାଯାଇଛି । ବାପୁଜୀନଗରର ବିଭିନ୍ନ ଅଞ୍ଚଳରେ ଏହି ସାନିଟାଇଜେସନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପର୍ଯ୍ୟାୟକ୍ରମେ ଅନ୍ୟ ଅଞ୍ଚଳରେ ସାନିଟାଇଜ…

ଗ୍ରାହକଙ୍କ ପାଇଁ ଆସିଲା Vodafoneର ଶାନଦାର ପ୍ଲାନ

ନିଜ ୟୁଜର ମାନଙ୍କ ସୁବିଧା ପାଇଁ ଭୋଡାଫୋନ କମ୍ପାନୀ ଏକ ସ୍ପେଶାଲ ଅଲରାଉଣ୍ଡର ପ୍ଲାନ ଜାରି କରିଛି ଆସିଲା । ଏହି ପ୍ଲାନଟିର ଦର କମ୍ପାନୀ ତରଫରୁ ୯୫ ଟଙ୍କା ରଖାଯାଇଛି । ଉପଭୋକ୍ତା ମାନଙ୍କୁ ଏହି ପ୍ଲାନରେ ଡାଟା ଓ ଟକ ଟାଇମ ବାଦ ଗୋଟେ ମାସରୁ ଅଧିକ ଭାଲିଡିଟି ମିଳିପାରିବ । ଏହା ପୂର୍ବରୁ ବି…

ଏ ବର୍ଷ ପାଳନ ହେବ ନାହିଁ ଉତ୍କଳ ଦିବସ

ଆସନ୍ତାକାଲି ଉତ୍କଳ ଦିବସ। ଏଥର ରାଜ୍ୟ ସରକାର ପାଳନ କରିବେ ନାହିଁ। ଲକ୍‌ଡାଉନ୍‌ କଟକଣା ଭିତରେ ଏମିତି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଜୟନ୍ତୀ ଓ ଶ୍ରାଦ୍ଧଦିବସ ଦିବସ ପାଳିବେ ନାହିଁ ବୋଲି ରାଜ୍ୟ ସରକାର ପୂର୍ବରୁ ନିଷ୍ପତ୍ତି ନେଇଥିଲେ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବା ପରେ…

ନେତା ଓ ଅଫିସରଙ୍କୁ ଅଧା ଦରମା

ଭୁବନେଶ୍ୱର() କରୋନା ସ୍ଥିତିରେ ବ୍ୟୟକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସବୁ ନେତା ଓ ଅଫିସରଙ୍କ ଦରମା ନେଇ ନବୀନ ନିଷ୍ପତ୍ତି ନେଇଥିବା ଜଣାପଡିଛି । ସବୁ ନିର୍ବାଚିତ ପ୍ରତିନିଧି ଅର୍ଥାତ୍ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କ ଦରମା…

ଆମ୍ବୁଲାନ୍ସ ଅପବ୍ୟବହାରକାରୀ ଗିରଫ ହେବେ

ଭୁବନେଶ୍ୱର : ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ ଏକ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟର କିଛି ଜାଗାରେ ଜରୁରୀ କାଳୀନ ସେବା ପାଇଁ ଥିବା ଆମ୍ବୁଲାନ୍ସର ଅପବ୍ୟବହାର ହେଉଥିବା ନଜରକୁ ଆସିଛି । ଆଗକୁ ଏଭଳି କିଛି ଘଟିଲେ ଆମ୍ବୁଲାନ…

କୋଭିଡ୍‌-୧୯ର ମୁକାବିଲା ପାଇଁ ଭାରତ ସରକାରଙ୍କୁ ୧୦୦ କୋଟି ଟଙ୍କାର ସହାୟତା

ଭୁବନେଶ୍ୱର : କୋଭିଡ୍‌-୧୯ର ମୁକାବିଲା ପାଇଁ ଭାରତ ସରକାରଙ୍କୁ ଭାରତୀ ଏଂଟର୍‌ପ୍ରାଇଜେସ୍ ଓ ଏହାର ବିଭିନ୍ନ କମ୍ପାନୀ ଭାରତୀ ଏୟାରଟେଲ୍‌, ଭାରତୀ ଇନ୍‌ଫ୍ରାଟେଲ୍ ଓ ଅନ୍ୟଗୁଡିକ ମିଳିତ ଭାବେ ୧୦୦ କୋଟି ଟଙ୍କାର ସହାୟତା ପ୍ରଦାନ ଘୋଷଣା କରିଛନ୍ତି । ଭାରତୀ ଏଂଟର୍‌ପ୍ରାଇଜେସ୍ ଏହାର କର୍ପସ୍…

ଅନ୍ଧାରରେ କ୍ୟାବ ଡ଼୍ରାଇଭରଙ୍କ ଭବିଷ୍ୟତ

ଭୁବନେଶ୍ୱର : ସଂପ୍ରତି କରୋନା ସାରା ପୃଥିବୀରେ ନିଜ କାୟା ମେଲାଇ ଅନେକ ଧନ ଜୀବନ ନଷ୍ଟ କରିଛି ।ଏହାକୁ ନିୟନ୍ତ୍ରଣ କରିବାକୁ ମୋଦୀ ସରକାର ଦେଶରେ ୨୧ ଦିନିଆ ଲକ୍ ଡ଼ାଉନ ଘୋଷଣା କରିଛନ୍ତି । ହେଲେ ଓଡ଼ିଶାରେ ଥିବା ଶହଶହ କ୍ୟାବ ଡ଼୍ରାଇଭରଙ୍କ ପାଇଁ ଏହି ଲକ ଡ଼ାଉନ ଅଭିଶାପ ସଦୃଶ ଉଭା ହୋଇଛି ।…

ବିଶ୍ୱରେ ୭ଲକ୍ଷ ୮୯ହଜାର ୯୩୬ ଜଣ ଆକ୍ରାନ୍ତ

ଭୁବନେଶ୍ୱର() ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ୍ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟର ପ୍ରଥମ ପଜିଟିଭ୍ ୧୫ମାର୍ଚ୍ଚରେ ଜଣାପଡ଼ିଥିଲା । ସେହିପରି ରାଜ୍ୟର ଦ୍ୱୀତିୟ କରୋନା ପଜିଟିଭ୍ ୧୯ମାର୍ଚ୍ଚ, ତୃତୀୟ ପଜିଟିଭଙ୍କ ସମ୍ପର୍କରେ ୨୬ମାର୍ଚ୍ଚରେ…

ଏହି ସବୁ ଜିଲ୍ଲାକୁ ସତର୍କ ସୂଚନି

ଭୁବନେଶ୍ୱର() ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ମଝିରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାପ୍ରଭାବରେ ଓଡ଼ିଶାର ୧୧ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି । ଏହାସହ ୫ଜିଲ୍ଲାକୁ ୟେଲୋ…