Odia News Portal
Monthly Archives

March 2021

‘ମୋ ବସ୍’ରୁ ଯାତ୍ରୀଙ୍କୁ ଠେଲିଦେଲେ କର୍ମଚାରୀ !

ଭୁବନେଶ୍ବର: ଚଳନ୍ତା ବସ୍ ରୁ ଯାତ୍ରୀଙ୍କୁ ଠେଲିଦେଲେ ମୋ ବସ୍’ କର୍ମଚାରୀ ।ଚଳନ୍ତା ବସରୁ ଜଣେ ଯାତ୍ରୀଙ୍କୁ ବସ୍ କର୍ମଚାରୀ ତଳକୁ ଠେଲି ଦେଇଥିବା ଅଭିଯୋଗ ଆସିଛି । ଫଳରେ ଯାତ୍ରୀଙ୍କ ଡାହାଣ ଗୋଡ ଉପରେ ଚଢ଼ିଯାଇଥିଲା ବସ୍ । ୧୭ ନମ୍ବର ମୋ ବସ ନାରେ ଏମିତି ଅଭିଯୋଗ ଆଣିଛନ୍ତି ଯାତ୍ରୀ ଜଣଙ୍କ ।…

ଜାଣନ୍ତୁ କାହିଁକି ସମସ୍ତ ଶୁଭ କାର୍ଯ୍ୟରେ ହୁଏ ଗେଣ୍ଡୁ ଫୁଲର ବ୍ୟବହାର ?

ଭୁବନେଶ୍ବର: ବିଶେଷ କରି ମନ୍ଦିର ହେଉ ଅଥବା ଘରେ କୌଣସି ପୂଜା ଆୟୋଜନ ଗେଣ୍ଡୁ ଫୁଲର ବ୍ୟବହାର କରାଯାଇଥାଏ।ତେବେ କେବଳ ଗେଣ୍ଡୁ ଫୁଲ ନୁହଁ ଗୋଲାପ, ମନ୍ଦିର, ଟଗର ଓ ଅନ୍ୟାନ୍ୟ ଫୁଲ ମଧ୍ୟ ବ୍ୟବହୃତ ହୁଏ। ତେବେ ସବୁ ପୂଜାରେ ଗେଣ୍ଡୁ ଫୁଲ କାହିଁକି ବ୍ୟବହାର କରଯାଏ ଆପଣ ସେ ବିଷୟରେ ଜାଣିଛନ୍ତି…

ଗାନ୍ଧୀ ଚେତନାର ସଫଳ ପ୍ରୟୋଗ କ୍ଷେତ୍ର ଓଡ଼ିଶା : ରାଜ୍ୟପାଳ

ଭୁବନେଶ୍ବର:ମହାତ୍ମା ଗାନ୍ଧୀଙ୍କ ଚେତନାର ସଫଳ ପ୍ରୟୋଗ ଓ ପ୍ରକାଶ ହୋଇଥିଲା ଓଡ଼ିଶାରେ । ଓଡ଼ିଶାର ଆତ୍ମିକ ଶକ୍ତି ଓ ସାମର୍ଥ୍ୟରୁ ସେ ପ୍ରେରଣା ସଂଗ୍ରହ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ବିଶେଷ ଭାବରେ ମଧୁବାବୁ ଓ ଗୋପବନ୍ଧୁଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ…

ଜାତୀୟ ହକି ଦଳରେ ୩ ଓଡ଼ିଆ

ନୂଆଦିଲ୍ଲୀ : ଜାତୀୟ ହକି ଦଳରେ ୩ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି । ଆସନ୍ତା ମାସ ୧୧ ଏବଂ ୧୨ ତାରିଖରେ ଆର୍ଜେଣ୍ଟିିନାର ବୁଏନସ୍ ଏୟାରେସ୍ଠାରେ ଅ ।ନ୍ତର୍ଜାତିକ ହକି ଫେଡେରେସନ୍ ଆୟୋଜିତ ହକି ପ୍ରୋ ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ହକି ଇଣ୍ଡିଆ ପ୍ରସ୍ତୁତ ହୋଇଛି ।…

ଖୋର୍ଦ୍ଧା ରୋଡ୍ ଏବଂ ନୟାଗଡ଼ ଟାଉନ ମଧ୍ୟରେ ବିଦ୍ୟୁତିକରଣ କାର୍ୟ୍ୟ ଶେଷ

ନୟାଗଡ଼ ଟାଉନ୍ - ମହିପୁର ବିଦ୍ୟୁତିକରଣ ଶୀଘ୍ର ଶେଷ ହେବ | ରେଳ ସୁରକ୍ଷା ଆୟୁକ୍ତଙ୍କ ଦ୍ୱାରା ଖୋର୍ଦ୍ଧା ରୋଡ୍ ଏବଂ ନୟାଗଡ଼ ଟାଉନ୍ ମଧ୍ୟରେ ରେଳ ବିଦ୍ୟୁତିକରଣ କାର୍ୟ୍ୟ ଯାଞ୍ଚ |