Odia News Portal
Monthly Archives

April 2021

ବିନା ଭକ୍ତରେ ହେଲା ରୁକୁଣା ରଥଯାତ୍ରା

ଭୁବନେଶ୍ୱର :  ପବିତ୍ର ଅଶୋକାଷ୍ଟମୀ ଅବସରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଆରମ୍ଭ ହୋଇଛି । ପ୍ରଭୁ ଶ୍ରୀଲିଙ୍ଗରାଜ ଯାତ୍ରା ଆରମ୍ଭ କରି ଗୋଷଗୋରେଶ୍ୱର ଛକରେ ଅଟକିଛନ୍ତି । ଆଜି ପୁଣି ଥରେ ରଥ ଟଣାଯିବ । ରଥରେ ପ୍ରଭୁ ଲିଙ୍ଗରାଜ, ଦେବୀ ରୁକ୍ମିଣୀ ଓ ପ୍ରଭୁ

ସୋଆରେ ଅନ୍ତର୍ଜାତୀୟ ଫ୍ୟାକଲ୍ଟି ଡେଭଲପମେଣ୍ଟ ପ୍ରୋଗ୍ରାମ୍

ଭୁବନେଶ୍ୱର : ବର୍ତମାନ ପରିସ୍ଥିତିରେ ବୃତିଗତ ଏବଂ ଗବେଷଣାତ୍ମକ ଲେଖାକୁ ନେଇ ପ୍ରଥମ ଥର ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜନ କରାଯାଇଥିବା ୫ ଦିନିଆ ଅନ୍ତର୍ଜାତୀୟ ଫ୍ୟାକଲ୍ଟି ଡେଭ୍‌ଲପ୍‌ମେଂଟ ପ୍ରୋଗ୍ରାମ ସୋମବାର ଶେଷ ହୋଇଯାଇଛି ।ଭର୍ଚୁଆଲୀ ଆୟୋଜିତ ହୋଇଥିବା ଏହି

ଆଜି ରାଜଧାନୀରୁ ୫୮୧ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବଢୁଛି ସଂକ୍ରମଣ ଭୟ । ତେବେ ଆଜି ଭୁବନେଶ୍ୱରରେ ୫୮୧ ପଜିଟିଭ ଚିହ୍ନଟ ହୋଇଛନ୍ତି।ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୪୭୦ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ବେଳେ ୧୧୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷେ ୨୦୪ ଜଣ ସଂକ୍ରମିତ ଆଜି ସୁସ୍ଥ ହୋଇ

ଲକଡାଉନ୍ ହେଉ ଅନ୍ତିମ ବିକଳ୍ପ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ୱିତୀୟ ଲହର ଦେଶରେ ହାହାକାର ସୃଷ୍ଟି କଲାଣି । ଦେଶରେ ଅଧିକାଂଶ ରାଜ୍ୟ ଲକଡାଉନ୍, ସଟଡାଉନ୍ ପନ୍ଥା ଆପଣାଇଲେଣି । ଦେଶରେ ସ୍ଥିତି ବିଗିଡିଗଲାଣି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଲହର ସ୍ଥିତିରେ ପ୍ରଥମ ଥର ପାଇଁ

ଭୁଷୁଡ଼ିଲା ମୁମ୍ବାଇର ବ୍ୟାଟିଂ ଦୁର୍ଗ

ଚେନ୍ନାଇ: ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ମୁମ୍ବାଇ । ମୁମ୍ବାଇର ଦୁଇ ଓପନର କ୍ୱିଣ୍ଟନ୍ ଡିକକ୍ ଓ ରୋହିତ ଶର୍ମା ମୈଦାନକୁ ଓହ୍ଲାଇଥିଲେ । ଏହି ମ୍ୟାଚରେ ଉଭୟ ଦଳ

କଟକ ସ୍ୱରେଜ ମାମଲାରେ ଜେଇ ନିଲମ୍ବିତ

କଟକ : କଟକ ସ୍ୱରେଜ ଘଟଣାରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଜାରି ରଖିଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିବା ପରେ ୨ ଜଣ ଜେଇଇ ଓ ଜଣେ ଜୁନିଅର ଇଞ୍ଜିନିୟର ନିଲମ୍ବିତ କରାଯାଇଥିଲା । ଆଜି ଜନସ୍ବାସ୍ଥ୍ୟ ବିଭାଗ ଜେଇ ନିଲମ୍ବିତ । ଜେଇଙ୍କୁ ଜନସ୍ବାସ୍ଥ୍ୟ

କରୋନା ଲଢ଼େଇ ପାଇଁ ନବୀନଙ୍କ ୬ ସୂତ୍ରୀ ଫର୍ମୁଲା

*ଆମ ପ୍ରସ୍ତୁତି ଖରାପ ସ୍ଥିତି ପର୍ଯ୍ୟନ୍ତ ହେଉ | *ଜନସାଧାରଣଙ୍କ ସହଯୋଗ ବିନା ଏହି ଲଢେଇରେ ବିଜୟ ସମ୍ଭବ ନୁହେଁ | *ଅଧିକ ସଂଖ୍ୟକ ବେଡ ପ୍ରସ୍ତୁତ ରଖିବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି । * ଅମ୍ଲଜାନ ବ୍ୟବସ୍ଥା ଥିବା ବେଡ ସଂଖ୍ୟା ବୃଦ୍ଧି କରିବାକୁ କୁହାଯାଇଛି |

ଯଶୋବନ୍ତପୁର-ହାଓଡ଼ା ମଧ୍ୟରେ ବିଶେଷ ଟ୍ରେନ

ଭୁବନେଶ୍ୱର : ଯଶୋବନ୍ତପୁର ଓ ହାଓଡ଼ା ମଧ୍ୟରେ ୨୨ ଏପ୍ରିଲରୁ ୨୯ ଜୁନ୍, ୨୦୨୧ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବାପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତି ନିଆଯାଇଅଛି । ୦୬୫୯୭ ଯଶୋବନ୍ତପୁର-ହାଓଡ଼ା ବିଶେଷ ଟ୍ରେନ ଯଶୋବନ୍ତପୁର ଠାରୁ ଏପ୍ରିଲ୍ ୨୨ ରୁ 24 ଜୁନ୍, ୨୦୨୧